27.1 C
Bhubaneswar
Friday, March 29, 2024
Homeଓଡିଶାକଙ୍କଡ଼ାହାଡ଼ ଆଇଆଇସି ସସ୍‌ପେଣ୍ଡ

କଙ୍କଡ଼ାହାଡ଼ ଆଇଆଇସି ସସ୍‌ପେଣ୍ଡ

ଭୁବନେଶ୍ୱର : ଢେଙ୍କାନାଳ କଙ୍କଡ଼ାହାଡ଼ ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଡିଜିପି ସସ୍‌ପେଣ୍ଡ କରିଛନ୍ତି |
ପୋଲିସ ଡିଜି ଅଭୟ ଦାୟିତ୍ୱ ନେବା ପରଠାରୁ କାର୍ଯ୍ୟ ଓ କର୍ତ୍ତବ୍ୟକୁ ନେଇ ତତ୍ପର ରହିଛନ୍ତି । କାମରେ ଅବହେଳା ପ୍ରଦର୍ଶନ କଲେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ତେବେ କାର୍ଯ୍ୟରେ ଅନିୟମିତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଆଜି ଢେଙ୍କାନାଳ କଙ୍କଡ଼ାହାଡ଼ ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଡିଜିପି ଅଭୟ ତାଙ୍କୁ ନିଲମ୍ବନ କରିଛନ୍ତି ।
https://onakhabar.com/2020/01/30/coronavirus-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking