40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଏସଆଇଟି ମୁଖ୍ୟ ପହଞ୍ଚିଲେ ‘ପରୀ’ ଗାଁରେ

ଏସଆଇଟି ମୁଖ୍ୟ ପହଞ୍ଚିଲେ ‘ପରୀ’ ଗାଁରେ

ନୟାଗଡ଼ : ବହୁ ଚର୍ଚିତ ପରୀ ହତ୍ୟାକାଣ୍ଡ ମାମାଲାରେ ଏସଆଇଟି ପ୍ରକ୍ରୟା ଆରମ୍ଭ ହୋଇଥିବା ବେଳେ । ଏନେଇ ବିଧାନସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଥିଲେ । ତେବେ ସ୍ପେଶିଆଲ ଇନଭେଷକଟିଗେସନ ଟିମର ମୁଖ୍ୟ ଆଇଜି ଅରୁଣ କୁମାର ବୋଥ୍ରାଙ୍କୁ ଦିଆଯାଇଥିବା ବେଳେ ଆଜି ଅପରାହ୍ନରେ ଆଇଜି ବୋଥ୍ରା ପରୀ ଗାଁରେ ପହଞ୍ଚିଛନ୍ତି । ଏହାଛଡ଼ା ବଛା ବଛା ୫ ଜଣ ଅଫିସର ମଧ୍ୟ ଅଛନ୍ତି । ପରୀର ଗାଁ ନୟାଗଡ଼ ଯଦୁପୁର ଠାରେ ପହଞ୍ଚି ସେମାନେ ଏବେ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking