32.1 C
Bhubaneswar
Thursday, March 28, 2024
Homeଖେଳଆଜି ପୁଣି ମଇଦାନରେ ମୁହାଁମୁହିଁ ହେବେ ଆର୍‌.ସି.ବି ଓ ସି.ଏସ୍‌.କେ

ଆଜି ପୁଣି ମଇଦାନରେ ମୁହାଁମୁହିଁ ହେବେ ଆର୍‌.ସି.ବି ଓ ସି.ଏସ୍‌.କେ

ମୁମ୍ବାଇ : ଆଇପିଏଲରେ ପ୍ରତିଦିନ ରୋମାଚଂକର ଖେଳ ପ୍ରଦର୍ଶନ ହେଉଛି ।କରୋନା ସମୟରେ ଦର୍ଶକମାନେ ଏହାର ମଜା ନେଉଛନ୍ତି । ଆଜି ଆଇପିଏଲ ୨୦୨୦ରେ ପୁଣି ମଇଦାନରେ ମୁହାଁମୁହିଁ ହେବେ ରୟାଲ ଚାଲେଞ୍ଜରସ୍ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗସ୍ । ରୟାଲ ଚାଲେଞ୍ଜରସ୍ ବାଙ୍ଗାଲୋର ପୂର୍ବରୁ ଭଲ ପ୍ରଦର୍ଶନ କରିଆସୁଥିବା ବେଳେ ଆଜିର ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛି ।ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖି ମଇଦାକୁ ଓହ୍ଲାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking