40.1 C
Bhubaneswar
Wednesday, April 24, 2024
Homeଓଡିଶାହିରାକୁଦରେ ଡ଼ିସେମ୍ବର ୧ରୁ ଇକୋ-ରେଟ୍ରିଟ

ହିରାକୁଦରେ ଡ଼ିସେମ୍ବର ୧ରୁ ଇକୋ-ରେଟ୍ରିଟ

ସମ୍ବଲପୁର : ଗତ ବର୍ଷ ଇକୋ-ରେଟ୍ରିଟର ପ୍ରଥମ ସଂସ୍କରଣ ଓଡ଼ିଶା ସରକାରଙ୍କ ଦ୍ୱରା ସଫଳତାର ସହିତ କୋଣାର୍କ ଠାରେ ଅନୂଷ୍ଠିତ ହେଇଯାଇଛି । ଏହାର ଲୋକପ୍ରିୟତାକୁ ଆଖିରେ ରଖି ଏହି ବର୍ଷ ମଧ୍ୟ ଓଡ଼ିଶା ସରକାର ଆଉ ୪ଟି ଯାଗାରେ ଇକୋ ରେଟ୍ରିଟ କରିବା ପାଇଁ ଯୋଜନା କରିଛନ୍ତି । ୪ଟି ଲୋକପ୍ରିୟ ଦର୍ଶନୀୟ ସ୍ଥାନ ତଥା ହିରାକୁଦ,ସାତକୋଶିଆ ,ଭିତରକନିକା ଓ ଦାରିଙ୍ଗବାଡ଼ିରେ ଏହିଯୋଜନା କରାଯିବ ।
ଏହି ଇକୋ-ରେଟ୍ରିଟ ଯୋଜନା ୪ଟି ଯାଗା ସହ ରାମଚଣ୍ଡିରେ ମଧ୍ୟ ଗତ ବର୍ଷ ଭଳି ଅନୁଷ୍ଠିତ ହେବ । ଏହକେୁ ନେଇ ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking