33.1 C
Bhubaneswar
Tuesday, April 22, 2025
Homeଦେଶ ବିଦେଶହିମାଚଳ: ସଡ଼କ ଦୁର୍ଘଟଣାରେ ୬ ମୃତ

ହିମାଚଳ: ସଡ଼କ ଦୁର୍ଘଟଣାରେ ୬ ମୃତ

ସିମଳା : ହିମାଚଳ ପ୍ରଦେଶର ସିମଳା ଜିଲ୍ଲା ଅନ୍ତର୍ଗତ ସୁନ୍ନି ନିକଟରେ ସୋମବାର ସକାଳେ ଗୋଟିଏ ପିକ୍‌ଅପ୍ ଟ୍ରକ୍ ଗିରିଖାତକୁ ଖସିବା ଫଳରେ ୬ ଜଣ ପ୍ରାଣ ହରାଇଛନ୍ତି । ଆହତ ୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତମାନେ କଶ୍ମୀର ବାସିନ୍ଦା ବୋଲି ଜଣାପଡିଛି ।

୧୨ ଜଣ ଶ୍ରମିକଙ୍କୁ ନେଇ ପିକ୍‌ଅପ୍ ଟ୍ରକ୍‌ଟି କାଦାରଘାଟରୁ ସୁନ୍ନି ଯାଉଥିଲା । ତେବେ ବୁଲାଣି ଘାଟି ରାସ୍ତାରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking