13.1 C
Bhubaneswar
Sunday, December 7, 2025
Homeଓଡିଶାସାପ କାମୁଡାରେ ଅଜା,ନାତି ମୃତ

ସାପ କାମୁଡାରେ ଅଜା,ନାତି ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ  କରଡା କଣା ପଞ୍ଚାୟତର  ଆଦିବାସୀ ଗ୍ରାମ ଶବର ପଲ୍ଲୀରେ ସାପ କାମୁଡାରେ ଅଜା, ନାତିଙ୍କର ମୃତ୍ୟୁ ହୋଇଛି ।  ଗତ ରାତି ପ୍‌ରାୟ ୧୧ଟା ସମୟରେ  ଘରେ ଶୋଇଥିବା ବେଳେ   ଉଭୟଙ୍କୁ ବିଷାକ୍ତ ଚିତ୍ତି ସାପ ମାରି ଦେଇଥିଲା ।  ଉଭୟଙ୍କୁ ରାତି ୧୧ଟା ୫୦ ମିନିଟରେ ଶୋରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ  ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ  ସେଠାରେ ଅଜା, ନାତିଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking