30.1 C
Bhubaneswar
Friday, September 22, 2023
Homeଅପରାଧସଇତାନ୍ ସାଜିଲା ସ୍ୱାମୀ, ନିଦରେ ଶୋଇଥିବା ବେଳେ ସ୍ତ୍ରୀର ତଣ୍ଟି ଚିପି କଲା ହତ୍ୟା

ସଇତାନ୍ ସାଜିଲା ସ୍ୱାମୀ, ନିଦରେ ଶୋଇଥିବା ବେଳେ ସ୍ତ୍ରୀର ତଣ୍ଟି ଚିପି କଲା ହତ୍ୟା

ସୁନ୍ଦରଗଡ଼: ସଇତାନ୍ ସାଜିଲା ସ୍ୱାମୀ, ନିଦରେ ଶୋଇଥିବା ବେଳେ ସ୍ତ୍ରୀର ତଣ୍ଟି ଚିପି କଲା ହତ୍ୟା । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଭଣ୍ଡାରିଶଙ୍କର ଠାରେ ।

ସୂଚନା ଅନୂସାରେ ଏହି ଅଞ୍ଚଳର ନନ୍ଦୁ କରାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗତକାଲି ସାମନ୍ୟ ବଚସା ହୋଇଥିବା ବେଳେ ରାତିରେ ସ୍ତ୍ରୀ ଶୋଇଥିବା ବେଳେ ତାଙ୍କ ତଣ୍ଟି ଚିପି ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ। ଏହାପରେ ଆଜି ସକାଳୁ ଅଭିଯୁକ୍ତ ସ୍ୱାମୀ ନିଜର ଦୋଷ ସ୍ୱିକାର କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତାକୁ ଗିରଫ କରିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ସ୍ତ୍ରୀର ମୃତ ଦେହ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ତଳସରା ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking