34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭାରତରେ ‘ସ୍ପୁଟନିକ ଭି’ ପରୀକ୍ଷଣକୁ ମିଳିଲା ଅନୁମତି

ଭାରତରେ ‘ସ୍ପୁଟନିକ ଭି’ ପରୀକ୍ଷଣକୁ ମିଳିଲା ଅନୁମତି

ଭୁବନେଶ୍ୱର : କରୋନା ସଙ୍କଟ ସମୟରେ ଭାରତରେ ଋଷ ଟିକା ‘ସ୍ପୁଟନିକ ଭି’ ପରୀକ୍ଷଣକୁ ମିଳିଛି ଅନୁମତି । ‘ସ୍ପୁଟନିକ ଭି’ର ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଅନୁମତି ମିଳିଛି । ପରୀକ୍ଷଣ ପାଇଁ ଡକ୍ଟର ରେଡିଜ ଲାବୋରୋଟୋରିକୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ବା DCGI ଅନୁମତି ଦେଇଛି । ତେବେ ‘ସ୍ପୁଟନିକ ଭି’କୁ ବିଶ୍ୱର ପ୍ରଥମ କରୋନା ଟିକା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking