29.1 C
Bhubaneswar
Sunday, April 21, 2024
Homeଦେଶ ବିଦେଶଫିଲିପାଇନ୍ସ: ବିସ୍ଫୋରଣରେ ୪ ମୃତ

ଫିଲିପାଇନ୍ସ: ବିସ୍ଫୋରଣରେ ୪ ମୃତ

ମାନିଲା:  ଫିଲିପାଇନ୍ସର ମାରାୱି ସହରରେ ଥିବା ମିଣ୍ଡାନାଓ ବିଶ୍ୱବିଦ୍ୟାଳୟରେ ରବିବାର ବୋମା ବିସ୍ଫୋରଣ ଘଟି ୪ ଜଣ ପ୍ରାଣ ହରାଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ସମୟରେ ସେଠାରେ ଏକ ଧାର୍ମିକ ସଭା ଆୟୋଜିତ ହେଉଥିଲା ।

୨୦୧୭ରେ ମାରାୱି ସହରକୁ ଇସ୍‌ଲାମିକ ଆତଙ୍କବାଦୀମାନେ କବ୍‌ଜା କରିନେଇଥିଲେ । ଫିଲିପାଇନ୍ସ ସେନା କାର୍ଯ୍ୟାନୁଷ୍ଠାନରେ ୧୧ ଆତଙ୍କବାଦୀ ନିପାତ ହୋଇଥିବାବେଳେ ସେମାନଙ୍କୁ ହଟାଇ ଦିଆଯାଇଥିଲା । ସମ୍ଭବତଃ ପ୍ରତିଶୋଧ ଲକ୍ଷ୍ୟରେ ଏଭଳି ବିସ୍ଫୋରଣ କରାଯାଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking