ନିଜ ଅପରାଧ ତଥ୍ୟ ଦେବେ ପ୍ରାର୍ଥୀ

ନୂଆଦିଲ୍ଲୀ: ନିଜ ଅପରାଧ ପୃଷ୍ଠଭୂମି ତଥ୍ୟ ତେବେ ପ୍ରାର୍ଥୀ । ଭୋଟ ଗ୍ରହଣ ପର୍ଯ୍ୟନ୍ତ ୩ ଥର ଗଣମାଧ୍ୟମରେ ତଥ୍ୟ ଦେବାକୁ ନିର୍ଦ୍ଦେଶ । ତଥ୍ୟ ପ୍ରଦାନ ନେଇ ନିର୍ଦ୍ଦେଶ ଦେଲେ ଭାରତୀୟ ନିର୍ବାଚନ କମିଶନ । ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ୪ ଦିନ ମଧ୍ୟରେ ପ୍ରଥମ ତଥ୍ୟ ଦେବେ । ନାମାଙ୍କନ ପ୍ରତ୍ୟାହାରର ପଂଚମରୁ ଅଷ୍ଟମ ଦିନ ମଧ୍ୟରେ ୨ୟ ଥର ତଥ୍ୟ ଦେବେ । ନାମାଙ୍କନ ପ୍ରତ୍ୟାହାରର ନବମ ଦିନରୁ ପ୍ରଚାର ଶେଷ ଦିନ ମଧ୍ୟରେ ୨ୟ ଥର ତଥ୍ୟ ଦେବେ । ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ନିଜ ତଥ୍ୟ ଦେବେ ପ୍ରାର୍ଥୀ ।

LEAVE A REPLY

Please enter your comment!
Please enter your name here