25.1 C
Bhubaneswar
Friday, February 23, 2024
Homeଦେଶ ବିଦେଶ ଟ୍ରକ୍‌-କାର୍ ଧକ୍କାରେ ୫ ମୃତ

 ଟ୍ରକ୍‌-କାର୍ ଧକ୍କାରେ ୫ ମୃତ

ନାସିକ୍ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲା ଅନ୍ତର୍ଗତ ନନ୍ଦଗାଓଁ ତହସିଲ ନିକଟରେ ରବିବାର ଗୋଟିଏ ଟ୍ରକ୍ ଓ କାର୍ ମଧ୍ୟରେ ଧକ୍କା ହେବାରୁ ୫ ଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ସମସ୍ତେ ନାସିକ ବାସିନ୍ଦା । ଏକ ସ୍ୱିଫ୍ଟ ଡିଜାଏର କାର୍‌ରେ ୫ ଜଣ ବ୍ୟକ୍ତି ୟେଓଲା ଆଡକୁ ଯାଉଥିବାବେଳେ ମନ୍‌ମଡ-ୟେଓଲା ରାଜପଥରେ ସମ୍ମୁଖ ଦିଗରୁ ଆସୁଥିବା ଏକ କଣ୍ଟେନର ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking