ଭୁବନେଶ୍ୱର :ପୁରୀ ରାଜଭବନରେ ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ୬ଜଣଙ୍କ ମଧ୍ୟରୁ ଜଣେ ମାଗିଲେ ଭୁଲ ।ନ୍ୟାୟ ଦେବାକୁ ୭ ଦିନ ସମୟ ନେଇଛନ୍ତି ରାଜ୍ୟପାଳ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ରାଜ୍ୟପାଳ। ତେବେ ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ୬ଜଣଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ରୋଷେୟା କ୍ଷମା ମାଗିଛନ୍ତି । ଆଉ ଏହାରି ମଧ୍ୟରେ ରାଜ୍ୟପାଳଙ୍କୁ ଭେଟିଥିଲେ ଏଏସଓ ବୈକୁଣ୍ଠ ଏବଂ ତାଙ୍କ ପତ୍ନୀ ।