40.1 C
Bhubaneswar
Thursday, April 25, 2024
Homeଓଡିଶାକ୍ରାଇମବ୍ରାଞ୍ଚ ହାତକୁ ଗଲା ଜମି ଜବରଦଖଲ ମାମଲା

କ୍ରାଇମବ୍ରାଞ୍ଚ ହାତକୁ ଗଲା ଜମି ଜବରଦଖଲ ମାମଲା

ଭୁବନେଶ୍ୱର : ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ କ୍ରାଇମବ୍ରାଞ୍ଚ ଏଡିଜିପିଙ୍କୁ ଚିଠି ଲେଖିଲା ରାଜସ୍ୱ ବିଭାଗ ।

ତେବେ ଖୋର୍ଦ୍ଧା ଜିଲ୍ଲାପାଳ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ କରିଥିଲେ । ରାଜସ୍ୱ ବିଭାଗକୁ ତଦନ୍ତ ପାଇଁ ଜିଲ୍ଲାପାଳ ସୁପାରିସ କରିଥିଲେ । ଜମି କିଣାବିକାରେ ଅନିୟମିତତା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରି ଜମି କିଣାଯାଇଥିବା କୁହାଯାଇଛି । ଅନୁସୂଚିତ ଜାତିର ବ୍ୟକ୍ତି ଓରଟେଲର ପୂର୍ବତନ ଡ୍ରାଇଭର ରବୀନ୍ଦ୍ର ସେଠୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking