27.8 C
Bhubaneswar
Wednesday, April 17, 2024
Homeବ୍ରେକୀଙ୍ଗକାଶ୍ମୀରରେ ଏନକାଉଣ୍ଟର;୪ ଯବାନ ସହିଦ

କାଶ୍ମୀରରେ ଏନକାଉଣ୍ଟର;୪ ଯବାନ ସହିଦ

ଜାମୁ-କାଶ୍ମୀର :ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲା ଠାରେ ଆତଙ୍କବାଦୀ ହମଲାରେ ୪ଜଣ ଯବାନ ସହିଦ ହୋଇଛନ୍ତି ଏଲ୍‌ଓସି ଠାରେ ବଡ଼ଧରଣର ଅପରେସନ ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନମୟରେ ୩ ଆତଙ୍କବାଦୀ ନିହତ ହେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking