You are here
Home > ବଡ଼ଖବର > ଗରୀବ ଲୋକଙ୍କୁ ପକ୍କା ଘର ମାମଲାରେ ମିଥ୍ୟା ତଥ୍ୟ ଦେଇ ବିଜ୍ଞାପନ ଜରିଆରେ ଓଡିଶା ସରକାର ରାଜ୍ୟବାସୀଙ୍କ ଆଖିରେ ଧୁଳି ଦେଉଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ଗରୀବ ଲୋକଙ୍କୁ ପକ୍କା ଘର ମାମଲାରେ ମିଥ୍ୟା ତଥ୍ୟ ଦେଇ ବିଜ୍ଞାପନ ଜରିଆରେ ଓଡିଶା ସରକାର ରାଜ୍ୟବାସୀଙ୍କ ଆଖିରେ ଧୁଳି ଦେଉଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

  •  ବିଜୁ ପକ୍କା ଘର ଯୋଜନାରେ ରାଜ୍ୟସରକାର ୧୭ ଲକ୍ଷ ପକ୍କା ଘର କରିଥିବା ବିଜ୍ଞାପନ ଦେଇଛନ୍ତି
    ମାତ୍ର ତାଙ୍କର ରୁରାଲ ହାଉସିଂ ୱେବସାଇଟରେ ବିଜୁ ପକ୍କା ଘର ଯୋଜନା, ବିଜୁ ପକ୍କାଘର ଯୋଜନା ଖଣି
    ଏବଂ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ମୋଟ ୨.୮ ଲକ୍ଷ ଘର ନିର୍ମାଣ କରିଥିବା ଉଲ୍ଲେଖ କରିଛନ୍ତି
  • ପକ୍କା ଘର ମାମଲାରେ ମିଛ ତଥ୍ୟକୁ ପ୍ରଚାରିତ କରି କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମିତ ପକ୍କା ଘରକୁ
    ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି
  • ଗରୀବଙ୍କ ପାଇଁ ପକ୍କା ଘର ମାମଲାରେ ଏକ ସକ୍ରିୟ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ
    ପ୍ରଧାନ କଲେ ଅନୁରୋଧ
  •  ଏହି ଜନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସଶ୍ଛନ୍ନ ଯୋଜନା
    ସଂପର୍କରେ ଓଡିଶାବାସୀ ଜାଣି ପାରିବେ ଅନ୍ଧାରରେ ରହିବେ ନାହିଁ
  • ୨୦୧୬ ମସିହାରେ ଗ୍ରାମାଂଚଳବାସୀଙ୍କ ପାଇଁ ଦଶ ଲକ୍ଷ ବିଜୁ ପକ୍କା ଘର ତିଆରି କରିଛନ୍ତି ବୋଲି
    ଘୋଷଣା କରିଥିଲେ ରାଜ୍ୟ ସରକାର
  •  ବିଧାନସଭାରେ ଏହି ପ୍ରଶ୍ନ ଉଠାଇଲା ବେଳେ ରାଜ୍ୟ ସରକାର ଏହି ପ୍ରଶ୍ନର ଉତର ନ ଦେଇ ଡିସେମ୍ବର
    ୦୬, ୨୦୧୬ରେ ତଥ୍ୟ ସଂଗ୍ରହ କରା ଯାଉଛି ବୋଲି କହି ଏଡାଇ ଯାଇଥିଲେ
  • ଗରୀବଙ୍କ ପକ୍କା ଘର ଯୋଜନାରେ ଘର ଗୁଡିକୁ ଦଳୀୟ ଭିତିରେ ବଂଟା ଯିବାର ଅଭିଯୋଗ ସଶ୍ଛକୟଙ୍କର
    କଲେ ଅବଗତ
  • ୨୦୧୧ ମସିହାର ସାମାଜିକ- ଅର୍ଥନୈତିକ ଜନଗଣନା ଓ ଗ୍ରାମ ସଭା ଦ୍ୱାରା ପ୍ରସ୍ତୁତ ତାଲିକାକୁ ସମ୍ମାନ ନ
    ଦେଇ ଦଳୀୟ ଆଧାରରେ ବଂଟା ଯାଉଥିବା ବିଷୟରେ ଗଣମାଧ୍ୟମ ରିପୋର୍ଟ ସଶ୍ଛକୟଙ୍କର କଲେ ଅବଗତ
  • ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କୁ ତାଙ୍କ ଘର ଉପରେ ବିଜୁ ପକ୍କା
    ଘର ଲୋଗୋ ଲଗାଇବା ପାଇଁ କରାଯାଉଛି ବାଧ୍ୟ
  •  କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର କହିବା ଓଡିଶା ସରକାରଙ୍କ ନୂଆ କାମ ନୁହେଁ, ଟଙ୍କିକିଆ ଚାଉଳ,
    ୧୦୮ ଆମ୍ବୁଲାନ୍ସ ପ୍ରସଙ୍ଗ ଉଲ୍ଲେଖ କଲେ ଶ୍ରୀ ପ୍ରଧାନ
  • ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନା ଘୋଷଣା ପରେ ଏହି ଯୁଗାନ୍ତକାରୀ ଯୋଜନାରୁ ଦୃଷ୍ଟି
    ହଟାଇବା ପାଇଁ ଓଡିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ଆଉ ଏକ ଯୋଜନା ଆରମ୍ଭ
    କରିବା ପ୍ରସଙ୍ଗ ସଶ୍ଛକୟଙ୍କର ଅବଗତ କଲେ ଶ୍ରୀ ପ୍ରଧାନ
ONA

Leave a Reply

Top