34.1 C
Bhubaneswar
Friday, March 29, 2024
Homeଓଡିଶାରାଉରକେଲାରେ ଲକ୍ ଡାଉନ୍ ପ୍ରଭାବଶୂନ୍ୟ

ରାଉରକେଲାରେ ଲକ୍ ଡାଉନ୍ ପ୍ରଭାବଶୂନ୍ୟ

ରାଉରକେଲା : ଆଜି ଲକ୍ ଡାଉନରରେ ରାଉରକେଲା ପ୍ରଭାବଶୂନ୍ୟ ରହିଛି l ସହରବାସୀ ନିୟମକୁ ମାନୁନାହାନ୍ତି l ଗତକାଲି ଅପେକ୍ଷା ଆଜି ସହର ଚିତ୍ର ସମ୍ପୂର୍ଣ ଓଲଟା ରହିଛି l ସହରର ପ୍ରାୟ ସମସ୍ତ ଦୋକାନ ଖୋଲା ରହିଛି l ପ୍ରଶାସନକୁ ସହଯୋଗ ନ କରି ଲୋକେ ଘରୁ ବାହାରି ଗହଳି କରୁଛନ୍ତି l ପୁଲିସ ମଧ୍ୟ ସେମାନଙ୍କୁ ବାରଣ କରୁନାହାନ୍ତି | ଇସ୍ପାତ ସହରାଞ୍ଚଳ ରାସନ, ଜଳଖିଆ,ଔଷଧ, ପନିପରିବା,ମାଛ, ମାଂସ,ଅଣ୍ଡା ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି l ସୁନ୍ଦରଗଡ ଵସଷ୍ଟାଣ୍ଡ ପ୍ରତୀକ୍ଷାଳୟ ସଫେଇ କରାଯାଉଛି l ରାଉରକେଲାରୁ ଅନ୍ୟ ଜିଲ୍ଲାକୁ ଯାତାୟତ କରୁଥିବା ସମସ୍ତ ବସକୁ କେମିକାଲ ସ୍ପ୍ରେ କରାଯାଉଛି l ଗୋଆ, ଚେନ୍ନାଇ ଫେରନ୍ତା ଦାଦନ ଶ୍ରମିକଙ୍କ ଯାଞ୍ଚ କରାଯାଉଛି l

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking