You are here
Home > ଲାଟେଷ୍ଟ > ୧୯ରେ ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ !

୧୯ରେ ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ !

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧୯ ତାରିଖ ଦିନ ଦେଶରେ ଥିବା ସମସ୍ତ ରିଜର୍ଭ ବ୍ୟାଙ୍କର କର୍ମଚାରୀମାନେ ଗୋଟିଏ ଦିନ ପାଇଁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି। ଆର୍ଥିକ କାରବାର କ୍ଷେତ୍ରରେ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ଭାବେ ପରିଚିତ ଥିବା ରିଜର୍ଭ ବ୍ୟାଙ୍କର କର୍ତ୍ତୃତ୍ୱକୁ ହ୍ରାସ କରି କେନ୍ଦ୍ର ସରକାର ଏହି ମାମାଲାରେ ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଭାରତୀୟ ରିଜର୍ଭ ବ୍ୟାଙ୍କର କର୍ମଚାରୀମାନେ ଏପରି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ରିଜର୍ଭ ବ୍ୟାଙ୍କ ଅଫିସରସ୍‌ ଏବଂ କର୍ମଚାରୀ ସଂଘର ପ୍ରାୟ ୧୭୦୦୦ରୁ ଊର୍ଧ୍ୱ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ ବୋଲି ରିଜର୍ଭ ବ୍ୟାଙ୍କ୍‌ ଅଫିସରସ୍‌ ଓ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସମିର ଘୋଷ ସୂଚନା ଦେଇଛନ୍ତି।

ONA

Leave a Reply

Top