You are here
Home > ଗସିପ ଖବର > ପ୍ରିୟାଙ୍କ ନୂଆ ଭିଡ଼ିଓ ଏବେ ଭାଇରାଲ !

ପ୍ରିୟାଙ୍କ ନୂଆ ଭିଡ଼ିଓ ଏବେ ଭାଇରାଲ !

ମୁମ୍ବାଇ: ଆଖିରେ ଆଖିରେ କଥା ପ୍ରେମର କଥା କହି ସାରା ଦେଶରେ ରାତାରାତି ଚର୍ଚ୍ଚିତ ହୋଇପଡ଼ିଥିବା ଆକ୍ଟ୍ରେସ ପ୍ରିୟା ପ୍ରକାଶଙ୍କ ନୂଆ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ନୂଆ ଭିଡ଼ିଓରେ ମଧ୍ୟ ତାଙ୍କ ପୂର୍ବ କୋଷ୍ଟାର୍ ରହିଛନ୍ତି । ପୂର୍ବପରି ସେହିପରି ଆଇବ୍ରୋ ଟେକିଛନ୍ତି ଦୁଇଜଣ । ଦୁଇଜଣ ମୋବାଇଲ୍ରେ କିଛି ଦେଖୁଥିବାର ଦୃଶ୍ୟ ରହିଛି । ଚୁଲବୁଲୀ ତାମିଲ ନାୟିକାଙ୍କ ପଛକୁ ଛିଡ଼ା ହୋଇଛନ୍ତି ତାଙ୍କ କୋଆକ୍ଟର ।

ଏହି ନୂଆ ଭିଡ଼ିଓଟି ଏବେ ଧିରେ ଧିରେ ସମସ୍ତ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ସୁନ୍ଦରୀ ପ୍ରିୟାଙ୍କ ଏକ ରୋମାଞ୍ଚିତ ଭିଡ଼ିଓ ସୋସିଆଲ ମିଡ଼ିଆରେ ଯୁବପୀଢିକୁ ଦୀୱାନା କରିଦେଇଥିଲା ।

ONA

Leave a Reply

Top