35.1 C
Bhubaneswar
Tuesday, April 23, 2024
Homeଓଡିଶାପ୍ରତାପ ଜେନା ମାମଲା : ଓହରିଲେ ବିଚାରପତି

ପ୍ରତାପ ଜେନା ମାମଲା : ଓହରିଲେ ବିଚାରପତି

ଭୁବନେଶ୍ୱର : ବିଧାୟକ ପ୍ରତାପ ଜେନାଙ୍କ ମାମଲା ଶୁଣାଣିରୁ ଓହରିଲେ ବିଚାରପତି । ହାଇକୋର୍ଟ ବିଚାରପତି ଜଷ୍ଟିସ ବି.ପି ରାଉତରାୟ ଶୁଣାଣିରୁ ଓହରିଲେ । ଅନ୍ୟ ଏକ ଖଣ୍ଡପୀଠରେ ଶୁଣାଣି ହେବ, ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ । ହାଇକୋର୍ଟରୁ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର । ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଯାଇଛନ୍ତି ପ୍ରତାପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking