You are here
Home > ଲାଟେଷ୍ଟ > ନିଜ ପିଠି ନିଜେ ଥାପୁଡେଇଲେ ମନ୍ତ୍ରୀ ମହାରଥୀ, କହିଲେ ସିଏମଙ୍କ ପରୀକ୍ଷାରେ ଫାଷ୍ଟକ୍ଲାସ ପାଇଛି

ନିଜ ପିଠି ନିଜେ ଥାପୁଡେଇଲେ ମନ୍ତ୍ରୀ ମହାରଥୀ, କହିଲେ ସିଏମଙ୍କ ପରୀକ୍ଷାରେ ଫାଷ୍ଟକ୍ଲାସ ପାଇଛି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ସମସ୍ତ ବିଭାଗର ସମୀକ୍ଷା କରୁଛନ୍ତି। ବିଭାଗର କାର୍ଯ୍ୟକୁ କିପରି ଭାବେ ଅଧିକରୁ ଅଧିକ ତ୍ୱରାନ୍ୱିତ କରଯାଇ ପାରିବ ସେ ନେଇ ସମାଲୋଚନା କରୁଛନ୍ତି। ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବା ସ୍ଥାନରେ ହୋଇଥିବା ଅସୁବିଧା ବିଷୟରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ, କୃଷି, ପାନୀୟ ଜଳ, ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସମୀକ୍ଷା କରିଥିଲେ। ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ- ମୁଖ୍ୟମନ୍ତ୍ରୀଙ୍କ ହାବଭାବରୁ ଜାଣିଲୁ ।

ONA

Leave a Reply

Top