You are here
Home > ପଲିଟିକ୍ସ > ଗଠନ ହେଲା ପିସିସି ସମନ୍ବୟ କମିଟି , ଅଧ୍ୟକ୍ଷଙ୍କ ସହ ୩୧ଜଣିଆ କମିଟିକୁ ଅନୁମୋଦନ ଦେଲେ ରାହୁଲ

ଗଠନ ହେଲା ପିସିସି ସମନ୍ବୟ କମିଟି , ଅଧ୍ୟକ୍ଷଙ୍କ ସହ ୩୧ଜଣିଆ କମିଟିକୁ ଅନୁମୋଦନ ଦେଲେ ରାହୁଲ

ଭୁବନେଶ୍ବର  : ରାଜ୍ୟ କଂଗ୍ରେସର ଲାଗି ସମନ୍ବୟ କମିଟି ଘୋଷଣା କରିଛି ଏଆଇସିସି । ଏଆଇ ସିସି  ଅଧ୍ୟକ୍ଷ ରାହୁଲଗାନ୍ଧି ଏହି କମିଟିକୁ ଅନୁମୋଦନ  କରିଛନ୍ତି । କମିଟିରେ ଜିତେନ୍ଦ୍ର ସିଂହ ଏଆଇସିସି ଇନଚାର୍ଜ , ଚେୟାରମ୍ୟାନ । ଜଗନ୍ନାଥ ପଟ୍ଟନାୟକ ଆବାହକ ଅଛନ୍ତି । ଅନ୍ୟମାନଙ୍କ ଭିତରେ ପିସିସି ସଭାପତି ଓ ଅନ୍ୟ ବରିଷ୍ଟ ନେତାମାନଙ୍କୁ କମିଟିରେ ସଦସ୍ୟ ଭାବେ ନିଆଯାଇଛି । ନିରଞ୍ଜନ ପଟ୍ଟନାୟକ,ଶୁଶିଲା ତିରିଆ,ନରସିଂହ ମିଶ୍ର,ରାମ ଚନ୍ଦ୍ର ଖୁଣ୍ଟିଆ,ଜି.ରୁଦ୍ର ରାଜୁ, ଅନୀଲ କୁମାର ଚୈଧୁରୀ,ମସ୍ତାନ ଭାଲ୍ଲୀ,ଆଦିତ୍ୟ ଶର୍ମା, ଚିରଞ୍ଜୀବୀ ବିଶ୍ବାଳ, ନବ କିକିଶୋର ଦାସ,ପ୍ରଦୀପ ମାଝୀ, ତାରା ପ୍ରସାଦ ବାହୀନିପତି, ଭକ୍ତ ଚରଣ ଦାସ , ହେମାନନ୍ଦ ବିଶ୍ବାଳ, ଶ୍ରୀକାନ୍ତ ଜେନା,ଜୟ ଦେବ ଜେନା,  ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, କାହ୍ନୁ ଚରଣ ଲେଙ୍କା,କାମାକ୍ଷା ପ୍ରସାଦ ସିଂହ ଦେଓ,  ଶରତ ପଟ୍ଟନାୟକ, ବିଶ୍ବ ରଞ୍ଜନ ମହାନ୍ତି, କିଶୋର ଚନ୍ଦ୍ର ପଟେଲ, ସେକ ମତଲୁବ ଅଲ୍ଲୀ,ଶିବାନନ୍ଦ ରାୟ, ସମୀର ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ମହମ୍ମଦ ମୋକିମ, ଶ୍ୟାମ ସୁନ୍ଦର ହାଁସାଦା ।

ONA

Leave a Reply

Top