You are here
Home > ଏଣ୍ଟରଟେନମେଣ୍ଟ > ଦେବୁ ବୋଷ ଗୁରୁତର: ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି

ଦେବୁ ବୋଷ ଗୁରୁତର: ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ବରିଷ୍ଠ ସିନେ ଅଭିନେତା ଦେବୁ ବୋଷ ଏବେ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି । ଦେବୁ ବୋଷଙ୍କ ବଡ଼ପୁଅ ସାର୍ଥକ ବୋଷ ତାଙ୍କ ଅସୁସ୍ଥତା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଛନ୍ତି । ସୂଚନାଥାଉକି, ପୂର୍ବରୁ ଦେବୁ ବୋଷ ୨ ଥର ହୃଦଘାତର ଶିକାର ହୋଇ ଚିକିତ୍ସିତ ହୋଇଥିଲେ ଏବେ ଗତ କିଛିଦିନ ଧରି ସେ ହାଇଦ୍ରାବାଦରେ ଥିବା ତାଙ୍କ ସାନପୁଅ ପାଖରେ ରହୁଥିଲେ ।

ONA

Leave a Reply

Top