You are here
Home > ଅଧିକ ଖବର > ମହାନଦୀ ଜଳ ବିବାଦ ପ୍ରସଙ୍ଗ : ବଞ୍ଛାଅ କମିଟି ପକ୍ଷରୁ ଅାରମ୍ଭ ହେବ କଲମା  ଚାଲ   ଅଭିଯାନ

ମହାନଦୀ ଜଳ ବିବାଦ ପ୍ରସଙ୍ଗ : ବଞ୍ଛାଅ କମିଟି ପକ୍ଷରୁ ଅାରମ୍ଭ ହେବ କଲମା  ଚାଲ   ଅଭିଯାନ

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମହାନଦୀ ବଞ୍ଛାଅ କମିଟି ପକ୍ଷରୁ ଅାରମ୍ଭ ହେବ କଲମା  ଚାଲ   ଅଭିଯାନ। ମହାନଦୀ ଉପରେ ମୁଣ୍ଡରେ ଛଡିଗଡ ସରକାରଙ୍କ ମନମୁଖୀ କାର୍ଯ୍ୟ କଳାପ ବିରୋଧରେ  ଜନମତ  ସଂଗ୍ରହ କରାଯିବ। କଲମା ବ୍ୟାରେଜ ର ସମସ୍ତ ଗେଟ ବନ୍ଦ ହେବା ଦ୍ବାରା ମହାନଦୀରେ    ଜଳ ସଂକଟ ଉତ୍କଟ ହୋଇଛି। ମେ ମାସ ଶେଷ  ସପ୍ତାହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅାସନ୍ତା ୧୩ ତାରିଖରେ  ସର୍ବ ଦଳୀୟ ସଭାର  ଅାହ୍ବାନ କରାଯିବ।ଏହା ସହ କଲମା  ବ୍ୟାରେଜ ଗେଟ ଖୋଲିବା  ଦାବି ନେଇ  ଓ  ସୁପ୍ରିମ କୋର୍ଟ ମୁଖ୍ୟ ବିଚାର ପତି ଙ୍କ ଦୃଷ୍ଟି   ଅାକର୍ଷ ଣ କରାଯିବ। ଦାବି ପତ୍ର ଉପରେ   ସଂଗୃହୀତ  ଦସ୍ତଖତ ସମ୍ପଳିତ  ଦସ୍ତାବିଜକୁ  ଅାସନ୍ତା ୨୫ ତାରିଖରେ  ମୁଖ୍ୟ ବିଚାରପତିଙ୍କ  ଉଦ୍ୟେଶ୍ୟରେ  ପଠାଯିବାକୁ ନିଷ୍ପତ୍ତି ନେଇଝି ମହାନସି ବଂଚାଅ ଅାନ୍ସୋଳନ।

ONA

Leave a Reply

Top