You are here
Home > ଟୁରିଜିମ୍ > ବାଲେଶ୍ୱର:ପର୍ୟ୍ୟଟକଙ୍କ ଲାଗି ଖୋଲିଲା କୁଲଡ଼ିହା ଅଭୟାରଣ୍ୟ

ବାଲେଶ୍ୱର:ପର୍ୟ୍ୟଟକଙ୍କ ଲାଗି ଖୋଲିଲା କୁଲଡ଼ିହା ଅଭୟାରଣ୍ୟ

ବାଲେଶ୍ୱର:ଜୁନ୍‌ ୧୫ ତାରିଖରୁ ବନ୍ଦ ରଖାଯାଇଥିବା କୁଲଡିହା ଅଭୟାରଣ୍ୟ ଖୋଲିଲା । ନୀଳଗିରି ଅଞ୍ଚଳରେ ଥିବା ଏହି ଅଭୟାରଣ୍ୟରେ ହାତୀ,ମୟୂର, ଗୟଳ ଓ ସମ୍ବର ଭଳି ଜୀବଜନ୍ତୁଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ୟ୍ୟଟକ। ବନ ବିଭାଗର ପକ୍ଷରୁ ପର୍ୟ୍ୟଟକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୁଲଡିହା ଜଙ୍ଗଲ ମଧ୍ୟରେ ପର୍ୟ୍ୟଟକଙ୍କ ରହିବା ପାଇଁ ତମ୍ବୁର ବ୍ୟବସ୍ଥା ହୋଇଛି। ଜୀବଜନ୍ତୁ ପାଣି ପିଇବାକୁ ଆସିବାବେଳେ ପର୍ୟ୍ୟଟକମାନେ ସେମାନଙ୍କୁ ଦେଖିପାରିବେ।

ONA

Leave a Reply

Top