You are here
Home > Uncategorized

ରବିବାର ସରକାରୀ ଛୁଟି ବାତିଲ,ହେଡକ୍ବାଟର ନଛାଡିବାକୁ ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ ଲଗାଣ ବର୍ଷା ଓ ସାମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ରବିବାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ସବୁ ସରକାରୀ ଅଫିସ ଖୋଲାନେଇ ସୂଚନା ଦେିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନ । ରାଜ୍ୟର ସବୁ ଜିଲ୍ଲାର ସରକାରୀ ୍ଫିସ ଖୋଲା ରହିବ । ରବିବାର ସତ୍ବେ ଅଫିସ ଖୋଲା ରଖିବାକୁ ନିର୍ଦେଶ ଦେିଛନ୍ତି ସରକାର । ସବୁ କର୍ମଚାରୀ ଅନ୍ୟ

ବୈଜୟନ୍ତ ପୁଣି ବାଚସ୍ପତିଙ୍କୁ ଭେଟି ଇସ୍ତଫା ଗ୍ରହଣ କରିନେବାକୁ ଅନୁରୋଧ କଲେ

ଭୁନନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ବାଚସ୍ପତିଙ୍କୁ ପୁଣି ଭେଟି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନେବାକୁ ଅନୁରୋଧ କରିଥିଲେ । ବିଜେଡିରୁ ଇସ୍ତଫା ଦେବା ପରେ ସେ ସାଂସଦ ପଦରୁ ଇସ୍ତଫା ପତ୍ର ପଠାଇଥିଲେ । କିନ୍ତୁ ତାହା ଏଯାଏଁ ଗ୍ରହଣ ହୋଇନାହିଁ । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ତାଙ୍କୁ ଭାବିଚିନ୍ତି ମତାମତ ଦେବାପାଇଁ ସୟୟ ଦେଇଥିଲେ । ଶେଷରେ ବୈଜୟନ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ

ଟିଟୋର ଦୁଇ ସାର୍ପସୁଟର ସହଯୋଗୀ ଗିରଫ, ପାରାଦୀପ ଜଣେ ଶ୍ରମିକ ନେତାଙ୍କୁ ଜେରା

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧୀକ ସାମ୍ରାଜ୍ୟ ଭାଙ୍ଗିବା ପାଇଁ କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟ୍ୟାସ୍କ ଫୋର୍ସ (ଏସ୍ଟିଏଫ୍) ଜୋର୍ ଦାର ଉଦ୍ୟମ ଚଳାଇଛି । ଟିଟୋ ପତ୍ନୀଙ୍କୁ ଜେରା କରିବା ପରେ ପରିବାରର ଅନ୍ୟ ୧୦ ସଦସ୍ୟଙ୍କୁ ମଧ୍ୟ ଜେରା କରିବାକୁ ତାଲିକା ପ୍ରସ୍ତୁତ କରିଛି ଏସ୍ଟିଏଫ୍ । ଏପରି କି ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଟିଟୋର ଦୁଇ ଭଉଣୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ରବିବାର ଏସ୍ଟିଏଫ୍

ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରା ଚାର୍ଯ୍ୟଙ୍କୁ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଆଲୋଚନା କରିଛନ୍ତି ।

ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରା ଚାର୍ଯ୍ୟଙ୍କୁ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍ ବର୍ଜନ ପକ୍ରୀୟା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ୍ ବର୍ଜନ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨ ବର୍ଷ ଭିତରେ ସମଗ୍ର ଓଡ଼ିଶାକୁ ପ୍ଲାଷ୍ଟିକ୍ ମୁକ୍ତ ରାଜ୍ୟଭାବେ ପରିଗଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ଲାଷ୍ଟିକ୍ ନିଷିଦ୍ଧ କରାଯିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ରଥମେ ଆସନ୍ତା ଅକ୍ଟୋବର ୨ରୁ ସମସ୍ତ ମ୍ୟୁନିସ୍ପାଲ କର୍ପୋରେସନ୍ ଓ ପୁରୀରୁ ପ୍ଲାଷ୍ଟିକ୍ ବର୍ଜନ କାର୍ଯ୍ୟ ଆରମ୍ଭ

ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବଜାୟ ରଖିବା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,: ପୁରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବଜାୟ ରଖିବା ଏବଂ ଏ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ବ୍ୟାପକ

କାଜଲଙ୍କ ଅବଶୋଷ

ଭୁବନେଶ୍ୱର: ଦକ୍ଷିଣ ସିନେ ଜଗତରେ ବେଶ୍ ଚର୍ଚ୍ଚିତ ଓ ପରିଚିତ ତାରକା କାଜଲ ଅଗ୍ରୱାଲ ଏବେ ଏକ ସାକ୍ଷାତ କାରରେ ତାଙ୍କ ମନକଥା ଖୋଲି କହିଛନ୍ତି । ବିଭିନ୍ନ ସିନେମାରେ ସେ ଅଭିନୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ ମଧ୍ୟ ବଲିଉଡ୍ ଦୌଡ଼ରେ ସାମିଲ ହୋଇ ପାରୁ ନ ଥିବା ହେଉଛି ତାଙ୍କର ଅବଶୋଷ । କାଜଲ ତାମିଲ, ତେଲଗୁ ଭାଷାରେ ସଂଖ୍ୟାଧିକ ସିନେମା କରିଛନ୍ତି । ବହୁ

ଦିଲ୍ଲୀରେ ୧୧ ଜଣଙ୍କ ମୃତ୍ୟୁ ଘଟଣା: ଧାର୍ମିକ ଅନ୍ଧବିଶ୍ୱାସରୁ ଆତ୍ମହତ୍ୟା ନା ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ବୁରାରୀ ଅଞ୍ଚଳ ସନ୍ଥ ଲେନ୍ର ଏକ ଘରୁ ରବିବାର ୧୧ଜଣଙ୍କର ମୃତ ଦେହ ମିଳିଥିଲା । ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଯେଉଁ ଢଙ୍ଗରେ ମୃତ୍ୟୁବରଣ କରିଛନ୍ତି ତାକୁ ନେଇ ସନ୍ଦେହ ଦେଖାଦେଇଛି । ଏହି ମୃତ୍ୟୁ ପଛରେ କିଛି ଗୁଡ଼ ରହସ୍ୟ ରହିଥିବା କୁହାଯାଉଛି । ଘଟଣାଟି ରହସ୍ୟାବୃତ୍ତ ଥିବାରୁ ଏଥିରୁ ପର୍ଦ୍ଦା ହଟାଇବା ପାଇଁ କ୍ରାଇବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଦୁଇ

ସଗରିଆ-ବାହିନୀପତି ବିବାଦ ଏବେ ଜୋରଦାର

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କଂଗ୍ରେସ କନ୍ଦଳ ଏବେ ଆସି ରାଜଧାନୀ ଭୁବନେଶ୍ୱରରେ ଆସି ପହଞ୍ଚିଛି । ଦଳର କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିବାଦ ଚରମ ସୀମାରେ ପହଞ୍ଚିଛି । ସଗରିଆ କଂଗ୍ରେସ ଏସି ସେଲର ମୁଖିଆ ଥିବାରୁ ଏଠାରେ ଅନୁସୁଚିତ ଜାତିର ବୈଠକ ଡାକି ତାରାଙ୍କ ବିରୁଧରେ ପ୍ରସ୍ତାବ ଗ୍ରହଣ କରିଛନ୍ତି । କୁହାଯାଇଛି କଂଗ୍ରେସ ଭବନରେ ସଗରିଆଙ୍କୁ ଏସି

ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଦୁର୍ବ୍ୟବହର ପ୍ରସଙ୍ଗ: ଜିଲ୍ଲାପାଳ ଓ ପୂର୍ବତନ ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଏତଲା

ଭୁବନେଶ୍ୱର: ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର କରିବା ଘଟଣା ବେଳକୁ ବେଳ ନୂଆ ମୋଡ଼ ନେବାରେ ଲାଗିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଦୁର୍ବ୍ୟବହାର ସମ୍ପର୍କରେ ରାଷ୍ଟ୍ରପତି ଭବନରେ କୌଣସି ଚିଠି ଆସି ନ ଥିବା କହିବା ପରେ ଏବେ ସେବାୟତମାନଙ୍କୁ ଅଣ୍ଟା ଭିଡ଼ି ବାହାରିଛନ୍ତି । ମୁଖ୍ୟ ପ୍ରଶାସକଙ୍କ ମତକୁ ଭିତ୍ତିକରି ସୁଆର ଓ ମହାସୁଆର ନିଯୋଗ ପକ୍ଷରୁ ସିଂହଦ୍ୱାର ଥାନାରେ ଜିଲ୍ଲାପାଳ ଓ

ପବିତ୍ର ସ୍ନାନପୂର୍ଣ୍ଣିମା

ଆଜି ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀଜୀଉ ସ୍ନାନ ମଣ୍ଡପରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ସବୁଶ୍ରେଣୀର ଭକ୍ତମାନଙ୍କୁ ଦର୍ଶନ ଦେବାପାଇଁ ଶ୍ରୀଜୀଉ ରଥଯାତ୍ରାରେ ଓ ସ୍ନାନ ପୂର୍ଣ୍ଣିମାରେ ରତ୍ନବେଦି ଛାଡ଼ି ବାହାରକୁ ଆସିଥାନ୍ତି । ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ୧୦୮ ସୁଭାଷିତ ଜଳରେ ସ୍ନାନ କରାଯିବ । ଏହାପରେ ଶ୍ରୀଜୀଉଙ୍କୁ ହାତୀ ବେଶରେ ସଜ୍ଜିତ କରାଯିବ । ଶ୍ରୀଜୀଉଙ୍କର ଏହି ହାତୀ ବେଶ ବିରଳ ବୋଲି କୁହାଯାଇଥାଏ ।

ବିପନ୍ନ ସ୍ୱାସ୍ଥ୍ୟସେବାର ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦିଲିପ ରାୟଙ୍କ ଦାବି

ରାଉରକେଲା/ଭୁବନେଶ୍ୱର : ରାଉରକେଲା ଜେନେରାଲ ହସ୍ପିଟାଲ ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୩୦୦ ଡାକ୍ତର ପଦବୀ ଖାଲିପଡ଼ିଛି । ଏଥିଯୋଗୁ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବାରୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଖାଲିଥିବା ଡାକ୍ତର ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ଲାଗି ବିଧାୟକ ଦିଲିପ ରାୟ ପୁଣିଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଘେନି ବିଧାନସଭା ଭିତରେ

ଆଇଜିଏଚ୍ ବିବାଦ: ନରସିଂହ କହିଲେ ୨୦୦ କୋଟି ଚିଠିର ନକଲ ପ୍ରକାଶ କର

ଭୁବନେଶ୍ୱର: ରାଉରକେଲାରେ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ୍କୁ ନେଇ ରାଜନୈତିକ ବିବାଦ ଜାରି ରହିଛି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଟ୍ୱିଟ୍ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୦ କୋଟି ଟଙ୍କା ହସ୍ପିଟାଲ୍ ପାଇଁ ଦିଆଯାଇ ସାରିଥିବା କହିବା ପରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଆଜି ଏହାର ହିସାବ ମାଗିଛନ୍ତି । ଦିଆଯାଇଥିବା ଚିଠିର ନକଲ ସାଧାରଣରେ ପ୍ରକାଶ କରିବାକୁ ଦାବି କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ପୂର୍ବରୁ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ହାଇକୋର୍ଟ ବିଚାରପତି ତଦନ୍ତ କରିବେ, ୩ ମାସ ମଧ୍ୟରେ କମିଶନ ତାଙ୍କ ରିପୋର୍ଟ ଦେବେ

bêaù^gße, 4.6.2018: _êeú gâúc¦òe eZÜbŠûe Pûaò jRòaû NUYûe aòPûe aòbûMúd Z\« _ûAñ eûRýieKûe ùiûcaûe ^òùŸðg ù\AQ«òö jûAùKûUðe RùY aòPûe_Zò Gjò Z\« Keòùa Gaõ Zò^òcûi c¤ùe Z\« Kû~ðý ùgh Keòaû _ûAñ Kêjû~ûAQòö ieKûeu Gjò ùNûhYûKê ù^A aòbò^Ü cjfùe _âZòKâòdû _âKûg _ûAQòö aòùeû]ú I ùiaûdZ c¤ icûùfûP^û KeòQ«òö @^ý_Uùe aòPûe aòbûMúd Z\«

ବାହୁଡିବେ ଜଗା କାଳିଆ : ୨ ମାସ ଭିତରେ ଦିଲ୍ଲୀ ଏମ୍‌ସରୁ ସୁସ୍ଥ ହୋଇ ଓଡ଼ିଶା ଆସିବେ ଦୁଇ ଭାଇ

ଭୁବନେଶ୍ୱର : ସଂପୂର୍ଣ୍ଣ ସୁସ୍ଥ ହେଲେଣି ଜଗା କାଳିଆ । ଜଗା ଭଳି କାଳିଆ ବି ସାଧାରଣ ଭାବେ ଖାଇବା ଆରମ୍ଭ କଲାଣି । ତା ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ଆସିଲାଣି । ତେଣୁ ଆଉ ମାସେ କିମ୍ବା ୨ମାସ ମଧ୍ୟରେ ଉଭୟ ଶିଶୁ ଦିଲ୍ଲୀ ଏମ୍ସରୁ ଓଡ଼ିଶା ଆସିବେ ବୋଲି ଆଶା କରାଯାଉଛି ।…. ଜଗା ହସୁଛି, ବୁଲୁଛି, ଖେଳୁଛି । ଆଉ ଏବେ କାଳିଆ ବି ହସିଲାଣି ।ଡେରି

Top