You are here
Home > Breaking News (Page 2)

ଓଡ଼ିଶା ଯୁବକଙ୍କ ଆତଙ୍କୀ ସଂଗଠନ ସହ ସଂପର୍କ, ୬ ମାସ ତଳୁ ଏନ୍ଆଇଏ ଟିମ୍ ହବିବୁରର ବାପା-ଭାଇଙ୍କୁ ଜେରା କରିଛି

ଭୁନନେଶ୍ୱର: ଆତଙ୍କବାଦୀ ସଂଗଠନ ସହ ସଂପର୍କ ନେଇ ଓଡ଼ିଶାରୁ ଜଣକ ପରେ ଜଣେ ଗିରଫ ହୋଇଥିବା ଏବେ ଦେଖାଦେଇଛି । ଅଲକଏଦା ଓ ସିମି ସଂଗଠନ ସହ ସଂପର୍କ ରଖିଥିବା ବେଳେ ପୂର୍ବରୁ ଜଣେ ଗିରଫ ହେବା ପରେ ଏବେ ପାକିସ୍ତାନ ଲିଙ୍କ୍ରୁ ଜଣେ ଗିରଫ ହୋଇଛି । ଏନ୍ଆଇଏ ଟିମ୍ ସୋମବାର ଦିଲ୍ଲୀ ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ ହବିବୁର ରହମାନଙ୍କୁ ଗିରଫ କରିଛି । ତା’ର ଲସ୍କରୀତୋଇବା

ଶ୍ରୀମନ୍ଦିର ପ୍ରତି ପୁଣି ବିପଦ, ବର୍ଷାରେ ଗଳଗଳ ହୋଇ ପାଣି ଗଳୁଛି ଜଗମୋହ

ଭୁନନେଶ୍ୱର: ପୁରୀ ଶ୍ରୀମନ୍ଦିର ପ୍ରତି ପୁଣି ବିପଦ ଦେଖାଦେଇଛି । ଏବେ ଲଗାଣ ବର୍ଷା ହେବା ପରେ ଏ ବିଷୟ ପଦାକୁ ଆସିଛି । ବାସ୍ତବରେ ଶ୍ରୀମନ୍ଦିରର ଜଗମୋହନ ମରାମତି କାର୍ଯ୍ୟ ଶେଷ ହୋଇଥିବା ନେଇ ଏଏସ୍ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ସାରିଛି । ଏହାପରେ ଏବେ ଜଗମୋହନରୁ ପାଣି ଗଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେବାୟତମାନେ ଏଥିନେଇ ଏଏସ୍ଆଇ କାର୍ଯ୍ୟଧାରା ଉପରେ ସନ୍ଦେହ

ଟିଟୋ ଲିଙ୍କରେ ଭିଜିଲାନ୍ସର ତନାଘନା ଜାରି, ପୁଣି ବିଭିନ୍ନ ଜାଗାରେ ଚଢ଼ଉ

ଭୁନନେଶ୍ୱର: ଗ୍ୟାଙ୍ଗଷ୍ଟାର ଟିଟୋର ଅପରାଧିକ ଓ ବ୍ୟବସାୟ ସାମ୍ରାଜ୍ୟ ଉପରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ତନାଘନା ଚଳାଇଥିବା ବେଳେ ଭିଜିଲାନ୍ସ ଏହି ଘଟଣାରେ ଏବେ ଜୋରଦାର ତା’ର ତଦନ୍ତ ଆରମ୍ଭ କରିଛି । କେନ୍ଦ୍ରାପଡ଼ାରେ ଟିଟୋ ଲିଙ୍କକୁ ନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି । ଆଜି କେନ୍ଦ୍ରାପଡ଼ା ସମେତ ଡେରାବିଶ ଓ ଯାଜପୁର ଜିଲ୍ଲାର ଦର୍ପଣି ତହସିଲରେ ଭିଜିଲାନ୍ସ ଯାଞ୍ଚ ଚଳାଇଛି । କେନ୍ଦ୍ରାପଡ଼ା ମ୍ୟୁନିସିପାଲଟିରେ କାଗଜପତ୍ର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩୪ଟି ପଥପ୍ରାପ୍ତ ସୁବିଧା କେନ୍ଦ୍ର ଉଦ୍ଘାଟିତ

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନ୍ଫରେନ୍ସି ଜରିଆରେ ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାପ୍ତ ସୁବିଧା କେନ୍ଦ୍ର ଉଦ୍ଘାଟିତ କରିଛନ୍ତି । ଏହାଦ୍ୱାରା ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଏବଂ ଦୂରଦୂରାନ୍ତକୁ ଯାଉଥିବା ଲୋକମାନଙ୍କ ଯାତ୍ରା ସୁବିଧାଜନକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଉଦ୍ଘାଟିତ ହୋଇଥିବା ୩୪ଟି ସୁବିଧା କେନ୍ଦ୍ର ମଧ୍ୟରୁ ୫ଟି ସୁବିଧା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଭିଡିଓ

କେନ୍ଦୁଝରରେ କାର ଦୁର୍ଘଟଣା, ୪ ମୃତ

କେନ୍ଦୁଝର: କେନ୍ଦୁଝରରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜର ଅଧ୍ୟକ୍ଷ କଳ୍ପତରୁ ତୀର୍ଥବାସୀ ପରିଡ଼ାଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ପୁଅ କମଳାକ୍ଷ ପରିଡ଼ା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟ ମୃତକଙ୍କ ମଧ୍ୟରେ ଅଛନ୍ତି

ଅଦିତି କହିଲେ ସେ ବି କାଷ୍ଟିଂ କାଉଚର ଶିକାର

ମୁମ୍ବାଇ: ବଲିଉଡରେ ଏବେ ଜଣକ ପରେ ଜଣେ ନାୟିକା କାଷ୍ଟିଂ କାଉଚ ନେଇ ମୁହଁ ଖୋଲିବାରେ ଲାଗିଛନ୍ତି । ଏବେ ଅଭିନେତ୍ରୀ ଅଦିତି ରାଓ ନିଜେ ଏହାର ଶିକାର ହୋଇଥିବା ନେଇ ଖୁଲାସା କରିଛନ୍ତି । ପୂର୍ବରୁ ଅଭିନେତ୍ରୀ ସ୍ୱରା ଭାସ୍କର, ସରୋଜ ଖାନ, ଦିବ୍ୟାଙ୍କା ତ୍ରିପାଠୀ ପ୍ରମୁଖ କାଷ୍ଟିଂ କାଉଚର ଶିକାର ହୋଇଥିବା ବିଷୟରେ ଉଲ୍ଲେଖ କରିଥିଲେ । ଯାହାକୁ ନେଇ ବଲିଉଡଠୁ ଆରମ୍ଭ କରି ବିଭିନ୍ନ ମହଲରେ

ବିଜେଡି ବିରୋଧରେ ବିଜେପିର ଅଭିଯୋଗ ବିଜୁ ଯୁବ ବାହିନୀର ୨ କର୍ମୀ ପାଇଖାନା ଟଙ୍କା ଖାଇଗଲେ

ଭୁନନେଶ୍ୱର: ବିଜେଡି ବିରୋଧରେ ବିଜେପି ଆଣିଲା ଅର୍ଥ ହଡପର ସଙ୍ଗୀନ ଅଭିଯୋଗ । ପାଇଖାନା ନିର୍ମାଣ ପାଇଁ ଆସିଥିବା ଅର୍ଥକୁ ବିଜେଡିର ଯୁବ ବାହିନୀର ଦୁଇ ଜଣ କର୍ମୀ ଆତ୍ମସାତ କରିଥିବା ନେଇ ବିଜେପି ଆଜି ଅଭିଯୋଗ କରିଛି । ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଘଟିଥିବା ବିଜେପି କହିଛି । ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ସ୍ୱଚ୍ଛ

ଦାରିଦ୍ର୍ୟର କରୁଣ ପରୀଣତି, ପୁଣି ଗୋଟିଏ ପରିବାରର ୭ଜଣଙ୍କ ଆତ୍ମହତ୍ୟା, ୨ଶିଶୁ ସାମିଲ

ରାଞ୍ଚି: ଦେଶରେ ଏବେ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଗଣଆତ୍ମହତ୍ୟା ଭଳି ଘଟଣା ଘଟୁଥିବା ପରିଲକ୍ଷିତ ହେଉଛି । ଦିଲ୍ଲୀ, ଝାଡଖଣ୍ଡ ପରେ ଏବେ ରାଞ୍ଚିରେ ଘଟିଛି । ଗତ ଜୁନ୍ ୩୦ରେ ଦିଲ୍ଲୀର ବୁରାରୀରେ ଗୋଟିଏ ପରିବାର ୧୧ଜଣ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ଭିତରେ ୪ଜଣ ନାବଳକ ଓ ବାଳିକା ଥିଲେ । ୭ଜଣ ମିଳା ଓ ୪ଜଣ ପୁରୁଷ ଏହି ଆତ୍ମହତ୍ୟାରେ ସାମିଲ ଥିଲେ ।

ଶ୍ରେୟ ଲଢ଼େଇ ଚାଲିଥିଲାବେଳେ ଗୁରୁପ୍ରିୟା ସେତୁର ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଲେ ସିଏଜି

ଭୁନନେଶ୍ୱର: ମାଲକାନଗିରି ଜିଲ୍ଲାରେ ନବନିର୍ମିତ ଗୁରୁପ୍ରିୟା ସେତୁର ନିର୍ମାଣ ପରେ ଏହାର ଶ୍ରେୟକୁ ନେଇ ରାଜନୀତିକ ବାଦବିବାଦ ଚାଲିଛି । ଶାସକ-ବିରୋଧୀ ଏହି ଘଟଣାରେ ସମାଲୋଚନାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହାର ସମସ୍ତ ଶ୍ରେୟ ଦେବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧୀ ବିରୋଧ କରୁଛନ୍ତି । ଏହାକୁ ନେଇ ଟଣାଉଟରା ଚାଲିଛି । ଅନ୍ୟପଟରେ ନବୀନଙ୍କ ନିକଟତର ହେବା ପାଇଁ ତାଙ୍କୁ ପ୍ରଶଂସା କରି ମହାନ ନେତା

ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ଆଉ ୬ମାସ ବଢ଼ିଲା

ଭୁନନେଶ୍ୱର: ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ଆଉ ୬ମାସ ବୃଦ୍ଧି କରିଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନମୋହନ ଦାସଙ୍କୁ ରାଜ୍ୟ ସରକାର ତଦନ୍ତ କମିଶନ ଆଳରେ ନିଯୁକ୍ତ କରିଛନ୍ତି । କମିଶନ ଇତିମଧ୍ୟରେ ତାଙ୍କର ପଞ୍ଚମ ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇ ସାରିଛନ୍ତି । କିନ୍ତୁ ଚୂଡ଼ାନ୍ତ ରିପୋର୍ଟ ଏଯାଏଁ ଦେଇନାହାନ୍ତି । ପର୍ଯ୍ୟାୟକ୍ରମେ ସେ ତାଙ୍କ ରିପୋର୍ଟ ଦେଉଛନ୍ତି । ବିଭିନ୍ନ ଚିଟଫଣ୍ଡ

ଧରମ ପୁଅର ଅଧର୍ମ କାର୍ଯ୍ୟ, ବାପା-ମାଆକୁ ମାରି ଭଉଣୀକୁ ଦୁଷ୍କର୍ମ

ଭୁନନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ତାଳସିଠା ଗାଁରେ ହୋଇଥିବା ଡବଲ ମର୍ଡର ଓ ଦୁଷ୍କର୍ମ ଘଟଣାକୁ ନେଇ ଏବେ ଆଲୋଡନ ସୃଷ୍ଟି ହୋଇଛି । ଅଭିଯୁକ୍ତ ଧରମ ପୁଅ ସାଜି ଅଧର୍ମ କାର୍ଯ୍ୟ କରିଛି । ମନରେ ପିଲାବେଳୁ ପ୍ରତିଶୋଧ ପରାୟଣ ହୋଇ ଲକ୍ଷ୍ୟ ହାସଲ ପାଇଁ ସଂପୃକ୍ତ ପରିବାର ସହ ଘନିଷ୍ଠ ସଂପର୍କ ଯୋଡ଼ି ଅଭିଯୁକ୍ତ ଶେଷରେ ତାହାର ଉଦ୍ଦେଶ୍ୟ ସାଧନ କରିଛି । ବାପ, ମାଆ

ଏମ୍.କେ.ସି.ଜି, ଭିମ୍ସାର୍ ଓ କ୍ୟାପିଟାଲ ହସପିଟାଲ ସମସ୍ୟା ସଂପର୍କରେ ବୈଠକ

ଭିତିଭୂମିର ବିକାଶ ସହିତ ରୋଗୀସେବାରେ ଉନ୍ନତି ଆଣିବା ଉପରେସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର: ମେଡିକାଲ କଲେଜ ଓ ହସପିଟାଲ ମାନଙ୍କରେ ଭିତିଭୂମିର ବିକାଶ ସହିତ ରୋଗୀସେବାରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱ ଆରୋପ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଆଜି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲ , ଭିମ୍ସାର

ପ୍ରଭାବିତ ଅଞ୍ଚଳରେ କିରୋସିନ, ଏଲ୍ପିଜି ନିରବଚ୍ଛିନ୍ନ ଭାବେ ପହଁଞ୍ଚାଇବାକୁ ଆଇଓସିଏଲ୍ର ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ରାଜ୍ୟରେ ପ୍ରଭାବିତ ଅଞ୍ଚଳରେ କିରୋସିନି, ଏଲପିଜି ଓ ପେଟ୍ରୋଲ, ଡିଜେଲ ଭଳି ଅନ୍ୟାନ୍ୟ ଆବଶ୍ୟକୀୟ ଇନ୍ଧନ ଯୋଗାଣ କିପରି ନିରବିଚ୍ଛିନ୍ନ ଭାବେ ହେବ ସେଥପ୍ରତି ଦୃଷ୍ଟି ଦେବାକୁ ଭିନ୍ନ ତୈଳ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ପାଇବା ପରେ ବିଭିନ୍ନ ତୈଳ କମ୍ପାନୀମାନଙ୍କ ରାଜ୍ୟସ୍ତରୀୟ

ରାଜଧାନୀରେ ଯୁବକଙ୍କ ଦୌରାତ୍ମ୍ୟ ସହି ନପାରି ନାବାଳିକାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜ୍ୟରେ କ’ଣ ଦେଶରେ କ’ଣ ସବୁଆଡେ ଏବେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ବିଶେଷକରି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ଚାରିଆଡେ ବ୍ୟାପିବାରେ ଲାଗିଛି । ନାବାଳିକାମାନେ ମୁଖ୍ୟତଃ ଅଭିଯୁକ୍ତମାନଙ୍କ ଟାର୍ଗେଟରେ ରହୁଛନ୍ତି । ସେମାନଙ୍କୁ ବିଭିନ୍ନ ମାଧ୍ୟମରେ ଧମକାଇ ଦୁଷ୍କର୍ମ କରୁଛନ୍ତି । ଯେଉଁଠି ଫେଲ ମାରୁଛନ୍ତି ସେଠି ହତ୍ୟାଭଳି ଘଟଣା ଘଟାଇବାକୁ ପଛାଉ ନାହାନ୍ତି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଘଟଣା

ଆଶ୍ରୟସ୍ଥଳରେ ନିରାଶ୍ରୟ ୪୦ ନାବାଳିକାଙ୍କୁ ଦୁଷ୍କର୍ମ, ଜଣଙ୍କୁ ହତ୍ୟା

ପାଟନା: ଦେଶରେ ବିଭିନ୍ନ ପ୍ରାନ୍ତରେ ବଳାକ୍ରାର ଭଳି ହୀନ ଘଟଣା ଘଟିବାରେ ଲାଗିଛି । ଆଇନ ଯେତେ କଠୋର କରାଗଲେ ବି ଏହାର କୌଣସି ପ୍ରଭାବ ଅପରାଧିକ ମନୋଭାବ ସଂପନ୍ନଙ୍କ ଉପରେ ପଡୁନାହିଁ । ଗୋଟିଏ ପରେ ଗୋଟିଏ ଅମାନବୀୟ ଓ ଦୁଃଖଦ ଘଟଣା ଘଟିବାରେ ଲାଗିଛି । ଏବେ ଆଉ ଏକ ଚାଂଚଲ୍ୟ କର ଖବର ପହଂଚିଛି ସମସ୍ତ ଦେଶବାସୀଙ୍କ କରିଦେଇଛି । ଆଶ୍ରୟ ଦେବାକୁ ନିରାଶ୍ରୟ ଝିଅମାନଙ୍କୁ

Top