You are here
Home > ସ୍ପୋର୍ଟସ୍

କୋହଲି-କୁମ୍ବଲେ ବିବାଦ: କିଏ ହେବ ଟିମ୍ ଇଣ୍ଡିଆ କୋଚ?

  ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପଦରୁ ଓହରି ଗଲେ କୁମ୍ବଲେ । ପଦ ଛାଡିବା ପଛରେ ଅଧିନାୟକ କୋହଲିଙ୍କ ସହ ମନାନ୍ତର ମୁଖ୍ୟ ପ୍ରସଙ୍ଗ ବୋଲି କୁହାଯାଉଛି । ଯାହାଙ୍କ ତତ୍ତ୍ୱାବଧାନରେ ଟିମ୍ ଇଣ୍ଡିଆ ଘରୋଇ ସିଜିନ୍ କ୍ଲିନ୍ ସୁଇପ୍ କରିଥିଲା, ଶେଷରେ  ତାଙ୍କୁ ହିଁ ବିଦାଦର ସମ୍ମୁଖୀନ ହେବାକୁ ପଡିଲା । ଅନୁଶାସନକୁ ଜୋର ଦେଉଥିବା କୁମ୍ବଲେ ଓ ସ୍ୱେଚ୍ଛଚାରୀ ମନୋଭାବର କୋହଲିଙ୍କ ମଧ୍ୟରେ ମନାନ୍ତର ଘଟିଲା

ପୁଣି ବଦଳିବ ରଣଜୀ ଟ୍ରଫି ଫର୍ମାଟ୍!

ବିସିସିଆଇର ସର୍ବବୃହତ୍ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର ଢାଞ୍ଚା ବଦଳିବ । ଗୋଟିଏ ବର୍ଷର ନିରପେକ୍ଷ ଭେନୁ୍ୟ ଫର୍ମାଟ ପ୍ରୟୋଗ କରାଯାଇଥିଲା । ହେଲେ ଏହାର ସଫଳ ରୂପାୟନ ହୋଇପାରି ନାହିଁ । ପୂର୍ବ ଘରୋଇ ଓ ପ୍ରତିପକ୍ଷ ଦଳର ଘରୋଇ ଭେନୁ୍ୟ ଫର୍ମାଟ୍କୁ ଫେରିଯିବା ପାଇଁ ନିଷ୍ପତ୍ତି ହୋଇଛି । ଫଳରେ ପୂର୍ବପରି ରଣଜୀ ଟ୍ରଫିରେ ହୋମ୍ ଓ ଆୱେ ଭିତ୍ତିରେ ସବୁ ଦଳ ମ୍ୟାଚ୍ ଖେଳିବେ

ଜାହିର୍ଙ୍କ ନୂଆ ଇନିଂସ୍

କ୍ରିକେଟରୁ ଅବସର ନେଇ ସାରିଥିବା ଭାରତୀୟ କି୍ରକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର୍ ଜାହିର୍ ଖାନ୍ ଖୁବ ଶୀଘ୍ର ଜୀବନର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି  । ଜୀବନସାଥୀ ଭାବେ ଅଭିନେତ୍ରୀ ସାଗରିକା ଘାଟ୍ଗେଙ୍କୁ ଚୟନ କରିଛନ୍ତି ଜାହିର । ଇତିମଧ୍ୟରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇସାରିଛି । କେବଳ ବିବାହକୁ ଅପେକ୍ଷା  । ଆଇପିଏଲ୍ ଚାଲିଥିବା ବେଳେ ଗତ ଏପି୍ରଲ୍ ୨୪ ତାରିଖରେ ସାଗରିକାଙ୍କୁ ଜୀବନସାଥୀ କରିବା

ବିଦା ହେବେ କୁମ୍ବଲେ

ଭୁବନେଶ୍ୱର: ବିଦା ହେବେ ଟିମ୍ ଇଣ୍ଡିଆର ସଫଳ କୋଚ୍ ଅନୀଲ କୁମ୍ବଲେ । ଖେଳାଳିଙ୍କ ବାର୍ଷିକ ଅନୁଦାନ ଓ ନିଜ ପ୍ରାପ୍ୟ ପାଇଁ ଆକ୍ରାମକ ଆଭିମୁଖ୍ୟ କୁମ୍ବଲେଙ୍କ ପାଇଁ ବୁମେରାଂ ସାବ୍ୟସ୍ଥ ହୋଇଛି । ମେନ୍ ଇନ୍ ବ୍ଲୁ କୁ ବର୍ଷକ ମଧ୍ୟରେ ଯଥାସାଧ୍ୟ ସଫଳତା ଦେଇଥିଲେ ବି ବୋର୍ଡ କର୍ମକର୍ତ୍ତାଙ୍କ ମନ ଜିଣିବାରେ ସଫଳ ହୋଇପାରି ନାହାନ୍ତି କୁମ୍ବଲେ । ଫଳରେ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପରେ କୁମ୍ବଲେଙ୍କୁ

ଚାମ୍ପିଅନ୍ସ ଟ୍ରଫି : ଘୋଷଣା ହେଲା ଭାରତୀୟ ଦଳ

⇐ ସ୍ଥାନ ପାଇଲେନି ରାଇନା, ଗମ୍ଭୀର ⇐ ପାକିସ୍ତାନ ବିପକ୍ଷରୁ ଭାରତର ଅଭିଯାନ ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ଅଂଶଗ୍ରହଣକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି  । ସୋମବାର ବିସିିସିଆଇର ବରିଷ୍ଠ ଚୟନକର୍ତ୍ତା ୧୫ଜଣିଆ ଦଳ ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ଦ୍ୱିତୀୟ ସର୍ବବୃହତ୍ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ଜୁନ ପହିଲାରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି । ଗତ ଚାମ୍ପିଅନ୍ସ ଟ୍ରଫିରେ ଭାରତ

ଟ୍ରାକ୍ରେ ଅମିୟ, ଶ୍ରାବଣୀ ଓ ଦୂତୀ

୨୦୧୬ ରିଓ ଅଲିମ୍ପିକ୍ସ ପରେ ଦୌଡ଼ ରାଣୀ ଶ୍ରାବଣୀ ନନ୍ଦ ଓ ଦୂତୀ ଚାନ୍ଦ ଏବଂ  ଓଡ଼ିଆ ସ୍ପିଡ୍ ଷ୍ଟାର ଅମିୟ ମଲ୍ଲିକ ବଡ ଇଭେଣ୍ଟରେ ଅଂଶଗ୍ରହଣ କରି ନାହାନ୍ତି । କିନ୍ତୁ ଆଗାମୀ ଏସିଆନ ଆଥଲେଟିକ ଚାମ୍ପିଅନସିପରେ ଏହି ୩ ଷ୍ଟାର  ଅଂଶଗ୍ରହଣ କରିବା ପାଇଁ ମନ ବଳାଇଛନ୍ତି । କାରଣ ଆସନ୍ତା ଜୁଲାଇ୧ରୁ ୪ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏସିଆନ୍ ଆଥଲେଟିକ୍ ମିଟ୍ ଆୟୋଜିତ ହେବାର

ଟିମ୍ ପରଫରମାନ୍ସ

ଭୁବନେଶ୍ୱର,(ଶକ୍ତି ପ୍ରକାସ ନନ୍ଦ): ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଚଳିତ ଘରୋଇ ସିିଜିନ୍ ବେଶ ସ୍ମରଣୀୟ ହୋଇ ରହିଛି । ବର୍ଷେ କି ଦୁଇ ବର୍ଷର କଥା ନୁହେଁ, ଦୀର୍ଘ ୩୭ ବର୍ଷ ପରେ ଭାରତ  ଘରୋଇ ମାଟିରେ କ୍ରମାଗତ ୧୩ଟି ମ୍ୟାଚ ଖେଳିଥିଲା । ସବୁଠୁ ଲମ୍ବା ଏହି ଘରୋଇ ସିଜିନ୍ରେ ଭାରତ ଅବିଶ୍ୱାସନୀୟ ପ୍ରଦର୍ଶନ ଦେଖାଇ ୧୦ଟି ଜିତିଥିବା ବେଳେ ୨ଟି ଡ୍ର ଓ କେବଳ ଗୋଟିଏ

ଡରିଗଲେ ଶଶାଙ୍କ

ଭୁବନେଶ୍ୱର: ବିସିସିଆଇକୁ ସର୍ବାଧିକ ସଫଳ କରାଇଥିବା ଶଶାଙ୍କ ମନୋହର ବିଫଳତାକୁ ନେଇ ଡରିଗଲେ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ସାମ୍ବିଧାନିକ ଓ ଆର୍ଥିକ ସଂସ୍କାର ଆଣିବା ଲାଗି ସ୍ୱାଧିନ ଅଧ୍ୟକ୍ଷ ଶଶାଙ୍କ ପ୍ରାଣମୂଚ୍ଛା ଉଦ୍ୟମ କରିଥିଲେ । କିନ୍ତୁ ସବୁ କିଛି ଫସର ଫଟିଗଲା । ଆସନ୍ତା ଏପ୍ରିଲରେ ଆଇସିସି ବୋର୍ଡ ବୈଠକରେ ସାମ୍ବିଧାନିକ ଓ ଆର୍ଥିକ ସଂସ୍କାର ନୀତି ପାରିତ ହୋଇଥାନ୍ତା । କିନ୍ତୁ ପଥ ଓଗାଳିବା ପାଇଁ

ଦୋମୁହାଁ ନୀତି

ଢ଼େର ଦିନ ହେବ ଜାତୀୟ ଦଳରୁ ବାଦ ପଡିଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ୍ ପଠାନ । ଫଳରେ ଅର୍ଥ ଉପାର୍ଜନର ଏକମାତ୍ର ମାଧ୍ୟମ ସାଜିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ । ବର୍ଷକୁ ଥରେ ଏଥିରୁ ଯାହା ମିଳୁଛି ସେଥିରେ ସବୁ ସଉକ ପୁରଣ କରିବା ତାଙ୍କ ଲାଗି ସମ୍ଭବ ହେଉନି । ଯଦ୍ୱାରା ବିଦେଶୀ ଟି-୨୦ ଲିଗ୍ ଖେଳିବାକୁ ସେ ମନସ୍ତ କରିଥିଲେ । ପ୍ରଥମ ଭାରତୀୟ

ଆଇପିଏଲ୍-୧୦: ହାଇଦ୍ରାବାଦରେ ଆରମ୍ଭ, ଶେଷ

ଚାହୁଁଚାହୁଁ ବର୍ଷଟିଏ ବିତିଗଲା । ପେସାଦାର ଟି-୨୦ କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ-୧୦)ର ଆଉ ଏକ ସଂସ୍କରଣ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି । ସେପଟେ ଆଇପିଏଲ-୧୦ଖେଳସୂଚୀ ମଧ୍ୟ ସ୍ପଷ୍ଟ ହୋଇସାରିଛି । ଗତଥରର ଚାମ୍ପିଅନ ସନରାଇଜର୍ସ ତାର ହୋମ ଭେନୁ୍ୟ ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ସହ ଫାଇନାଲ ମ୍ୟାଚ ଆୟୋଜନର ଅଧିକାର ପାଇଛି । ଆଇପିଏଲର ୧୦ମ ସଂସ୍କରଣ

ବିସିସିଆଇରେ ବାବୁଙ୍କ ରାଜ୍

ଭୁବନେଶ୍ୱର:୨୦୧୭ବର୍ଷ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ମଙ୍ଗୁଆଳଙ୍କ ପାଇଁ ବେଶ ଯନ୍ତ୍ରଣାଦାୟକ ହୋଇଛି । ବର୍ଷ ଆରମ୍ଭରୁ ସୁପ୍ରିମକୋର୍ଟଙ୍କ କୋରଡା ମାଡରେ ସବୁ କର୍ମକର୍ତ୍ତା ଧରାଶାୟୀ ହୋଇଛନ୍ତି । ତା’ ସହ ଅନୁବନ୍ଧିତ ଆସୋସିଏସନ୍ଗୁଡିକ ବି ଭୋଗିଛନ୍ତି ସମଦଶା । କ୍ରିକେଟକୁ ସ୍ୱଚ୍ଛ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ପାୱାରଫୁଲ୍ ମ୍ୟାନ୍ଙ୍ ପ୍ୟାୱାରଲେସ୍ କରି ଦେଇଛି । ଏବେ ପୁଣି ବିସିସିଆଇ ପରିଚାଳନା ନେଇ ଗଢ଼ାଯାଇଛି ପ୍ରାଶାସନିକ କମିଟି

ବିସିସିଆଇ କର୍ମଚାରୀ ବହିସ୍କୃତ

ମୁମ୍ବାଇ: ବିସିସିଆଇର ନୂତନ ପରିଚାଳନା କମିଟି ବୋର୍ଡର ମିଡିଆ ମ୍ୟାନେଜର ସହିତ ଅନେକ କର୍ମଚାରୀଙ୍କୁ ପଦରୁ ହଟାଇଛି।  ଏହା ସହିତ ଦିଲ୍ଲୀ ଏବଂ ପୁଣେ ସ୍ଥିତ ବିସିସିଆଇ ଅଫିସକୁ ପରିଚାଳନା କମିଟି ବନ୍ଦ କରିଛନ୍ତି। ସୂଚନାଯୋଗ୍ୟ ପଦରୁ ହଟାଯାଇଥିବା ଏହି କର୍ମଚାରୀଙ୍କୁ ପୂର୍ବ ଅଧ୍ୟକ୍ଷ ଅନୁରାଗ ଠାକୁର ଏଵଂ ସଚିବ ଅଜୟ ସିର୍କେ ନିଯୁକ୍ତି ଦେଇଥିଲେ। ସୂଚନା ମୁତାବିକ ବିସିସିଆଇ ମିଡିଆ ମ୍ୟାନେଜର ନିଶାନ୍ତ ଜିତ ଅରୋରା ଟିମ ଇଣ୍ଡିଆର

ବାରବାଟୀ ମ୍ୟାଚ୍‌ ଜିତି,୨-୦ରେ ଶୃଙ୍ଖଳା ଜିତିଲା ଭାରତ

କଟକ: ବାରବାଟୀ ମ୍ୟାଚ୍‌ ଜିତିବା ସହ ଭାରତ ଏହି ଏକ ଦିବସୀୟ କ୍ରିକେଟ୍‌ ଶୃଙ୍ଖଳା ଜିତିଯାଇଛି। ଭାରତରେ ୩୮୧ ରନ୍‌ ଜବାବ୍‌ରେ ଇଂଲଣ୍ଡ ୩୬୬ରନ୍‌ କରିଥିଲା। ଏହାର କ୍ୟାପ୍‌ଟେନ୍‌ ଏଜେଜି ମୋରଗାନ୍‌ ବେଶ୍‌ ଭଲ୍‌ ଖେଳ ପ୍ରଦର୍ଶନ କରିଥିଲେ। ମାତ୍ର ୧୫ ରନ୍‌ରେ ଭାରତ ଏହି ମ୍ୟାଚ୍‌ ସହ ଶୃଙ୍ଖଳା ଜିତି ଯାଇଛି। କ୍ୟାପଟେନ୍‌ ମୋରଗାନ୍‌ ଶତକ କରି ରନ୍‌ ଆଉଟ୍‌ ହୋଇଥିଲେ ସିଆର୍‌ େଓ୍ଵାକ୍ସ୍‍ ୫ ରନ୍‌ କରି ବୁମରାହ୍‌ଙ୍କ

ବାରବାଟୀ ବ୍ୟାଟଲ: ଯୁବୀ, ଧୋନୀଙ୍କ ଶତକ

କଟକ: ବାରବାଟୀରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ପ୍ରାରମ୍ଭିକ ବିପର୍ୟ୍ୟୟ ଘଟିଥିଲା। ମାତ୍ର ୨୫ ରନ୍‌ରେ ଦଳ ୩ଟି ୱିକେଟ୍ ହରାଇଥିଲା। ଓପନର ଲୋକେଶ ରାହୁଲ, ଶିଖର ଧାୱନ ଓ ବିରାଟ କୋହଲି ଆଉଟ୍ ହୋଇଯାଇଥିଲେ। ତେବେ ତଚୁର୍ଥ ୱିକେଟ ଯୋଡ଼ିରେ ମହେନ୍ଦ୍ର ସିଂହ ଧୋନି ଏବଂ ଯୁବରାଜ ସିଂହଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଦଳ ସମ୍ମାନ ରକ୍ଷା କରିବା ସହ ଏକ ବଡ଼ ସ୍କୋର ଆଉକୁ ଗତି

ବାରାବାଟୀ ପ୍ରସ୍ତୁତ: ଗୁରୁବାର ଇଣ୍ଡିଆ-ଇଂଲଣ୍ଡର ଲଢେଇ

ଭୁବନେଶ୍ୱର: ଦୀର୍ଘ ୨୬ମାସ ପରେ ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ କ୍ରିକେଟ ଦିନିକିଆ ମ୍ୟାଚ ଖେଳାଯିବ। ଏଥିପାଇଁ ବୁଧବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଇଣ୍ଡିଆ ଏବଂ ଇଂଲଣ୍ଡ ଦଳର ଖେଳାଳି। ମ୍ୟାଚକୁ ନେଇ କେବଳ ଦ୍ୱୈତନଗରୀ କଟକ-ଭୁବନେଶ୍ବର ନୁହେଁ, ସାରା ଓଡ଼ିଶାରେ ପ୍ରବଳ ଉତ୍ସାହ। ଗୁରୁବାର ଏହି ଦିବାରାତ୍ର ଦିନିକିଆରେ ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ପୁଣେ ଠାରେ ଖେଳା ଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ

Top