You are here
Home > ସଞ୍ଜିବନୀ

ଜଷ୍ଟିସ୍‌ କେ.ଏସ୍‌. ଜାଭେରୀ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି !

ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ନୂଆ ମୁଖ୍ୟବିଚାରପତି ନିଯୁକ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଷ୍ଟିସ୍ କେ.ଏସ୍ ଜାଭେରୀ ଓଡ଼ିଶା ହାଇକାର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାର ସମ୍ଭାବନା ରହିଛି। ସୁପ୍ରିମକୋର୍ଟ  କଲେଜିୟମ ଦ୍ୱାରା ଜଷ୍ଟିସ୍  ଜାଭେରୀଙ୍କ ନାମ ସ୍ଥିରୀକୃତ ହୋଇଛି  । ଗୁଜୁରାଟ ହୋଇକୋର୍ଟର ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ୍ ଜାଭେରୀ । ବର୍ତ୍ତମାନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍‌ ବିନୀତ ସରନ୍‌ଙ୍କୁ କଲେଜିୟମ୍‌, ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ପଦୋନ୍ନତି

ଓଜନ କମାଇବ କଞ୍ଚା ଭଣ୍ଡା

ଭୁବନେଶ୍ୱର:ଫଳମୂଳ ପନିପରିବା ଭଳି କଞ୍ଚ।। ଭଣ୍ଡା ଶରୀର ପାଇଁ ବେଶ୍ ଉପଯୋଗୀ । ଯଦି ଏହାକୁ ନିତିଦିନିଆ ଖାଇବାରେ ସାମିଲ କରିଛନ୍ତି ତେବେ ପେଟ ସମସ୍ୟା ଦୂର ହୋଇଥାଏ । ମ୍ୟାଗ୍ନେସିୟମ, ପୋଟାସିୟମ, ଭିଟାମିନ୍-ଏ, ସି, ଇ ଏବଂ ବି ଯୁକ୍ତ ଭଣ୍ଡା ବେଶ୍ ଉପ ଯୋଗୀ ହୋଇଥାଏ ।  ଯେଉଁମାନେ ଶରୀର ଓଜନକୁ ନେଇ ଚିନ୍ତାରେ ଅଛନ୍ତି, ନିତିଦିନ ଖାଇବାରେ କଞ୍ଚା ଭଣ୍ଡା ସାମିଲ କରନ୍ତୁ । ପାଚିଲା

ଚର୍ମ ରୋଗ ନାସ କରେ ପୋଦିନା

ପୋଦିନା ପତ୍ର ଆମ ଶରୀର ପାଇଁ ଅତି ଉପକାରୀ । ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହା ମାଉଥଫ୍ରେସନର ଭାବେ ମଧ୍ୟ ଭଲ କାମ କରେ । ପୋଦିନାକୁ ରୋଷେଇରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାକୁ ମିଶାଇବା ଦ୍ୱାରା ଖାଦ୍ୟ ସ୍ୱାଦିଷ୍ଟ ହୋଇଥାଏ । ତେଣୁ ନିଜ ବାଡି ବଗିଚାରେ ପୋଦିନାକୁ ଲଗାଇଲେ ଏହାକୁ ସବୁ କାମରେ ଲଗାଇପାରିବେ ଅନେକ ପ୍ରକାର ଚର୍ମ ରୋଗକୁ ନାଶ କରିଥାଏ

ପାଟି ଘା’

ପାଟି ଘା’ ବା ମାଉଥ ଅଲସର ଆଜିକାଲି ଏକ ସାଧାରଣ ସମସ୍ୟା । ବିଭିନ୍ନ କାରଣରୁ ଆମ ଭିତରୁ ଅନେକଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷ କରି ଜ୍ୱର କିମ୍ବା ଥଣ୍ଡା ହେଲେ ପାଟି ଘା ହୋଇଥାଏ । ଆଉ ପାଟି ଘା ହେଲେ ଆମକୁ ଖାଇବାରେ ଅସୁବିଧା ହୋଇଥାଏ । ଆହୁରି ମଧ୍ୟ ଅନେକ କାରଣ ଯୋଗୁଁ ପାଟି ଘା ହୋଇଥାଏ । ତେବେ

ଘରେ କରି ପାରିବେ ଫେସିଆଲ

ସୁନ୍ଦରତା ପାଇଁ ଆଜିକାଲି ସମସ୍ତେ ସଚେତନ । ତ୍ୱଚାକୁ ସୁନ୍ଦର ଓ ଆଟ୍ରାକ୍ଟିଭ କରିବାକୁ ଆମେ ବିଭିନ୍ନ ଉପାୟ ଆପଣାଇଥାଉ । ସେଥିମ୍ମରୁ ଗୋଟିଏ ହେଉଛି ଫେସିଆଲ । ତ୍ୱଚାର ଯତ୍ନ ପାଇଁ ଫେସିଆଲ୍୍ ହେଉଛି ଏକ ଆଧୁନିକ ଉପଚାର । ଫେସିଆଲ୍୍ କରିବା ଦ୍ୱାରା ତ୍ୱଚା ପରିଷ୍କାର ରହିବା ସହ ଫ୍ରେଶ୍୍ ଲାଗିଥାଏ । ତେବେ ଖାଲି ଯେ ବିୟୁଟି ପାର୍ଲର ଯାଇ ପଇସା ଖର୍ଚ୍ଚ କରି ଫେସିଆଲ

କିଡନୀ ରୋଗ

କିଡନୀ ବା ବୃକକ୍ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହା ଶରୀରରୁ ରକ୍ତ ସଫା କରି ପରିଶ୍ରା ତିଆରି କରିବା କାର୍ଯ୍ୟ କରିଥାଏ । ଏହାସହ ଶରୀରରେ ପାଣିର ମାତ୍ରା ସନ୍ତୁଳନ ରଖିବା, ଶରୀରର ବର୍ଯ୍ୟବସ୍ତୁ ନିଷ୍କାସନ, ରକ୍ତଚାପ ନିୟନ୍ତ୍ରଣ, ଶରୀରରେ ରକ୍ତ ଶୁଦ୍ଧ କରିବା ସହିତ ରକ୍ତ କଣିକା ଗଠନ ପାଇଁ ଆବଶ୍ୟକ ହରମୋନ ଇରିଥ୍ରୋ ପ୍ରୋଟିନ ତିଆରି କରିବା, ହାଡ ମଜବୁତ କରିବା ପାଇଁ

ଶରୀରକୁ ଫୂର୍ତ୍ତି ରଖିବାକୁ ଭିଟାମିନ୍

ଶରୀର ସୁସ୍ଥ ରହିବା ପାଇଁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । ଆଉ ଆମେ ଯାହା ବି ଖାଇଥାଉ ତାର ପ୍ରଭାବ ଦିନ ସାରା ଆମ କାର୍ଯ୍ୟଶୈଳୀ ଉପରେ ପଡିଥାଏ । ତେବେ ଅନେକ ସମୟରେ କାମ କଲା ବେଳେ ଦୁର୍ବଳ ଅନୁଭବ ହୋଇଥାଏ । ଆଉ ଏଭଳି ହେବାର କିଛି ନିର୍ଦ୍ଦିଷ୍ଟ କାରଣ ମଧ୍ୟ ରହିଛି । ଆସନ୍ତୁ ସେସମ୍ପର୍କରେ ଜାଣିନେବା... ଆମେ ଯେତେସବୁ ଖାଦ୍ୟ ଖାଉଛେ ସବୁଥିରେ

ଶୀତ ଦିନିଆ ଜ୍ୱର ଓ ଥଣ୍ଡାକାଶ

ଶୀତ ଦିନେ ଥଣ୍ଡା ଜ୍ୱର ହେବା ସାଧାରଣ କଥା । ଛୋଟରୁ ବଡ ସମସ୍ତେ ଏହାର ଶିକାର ହୋଇଥାଆନ୍ତି । ସେଥିପାଇଁ ଶୀତଦିନ ଆସିବା ପୂର୍ବରୁ ହିଁ ଘରେ ଘରେ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାର ଔଷଧ ଆଗରୁ ରଖିଥାଆନ୍ତି । ତେବେ କେବଳ ଔଷଧ ନୁହେଁ, କିଛି ଘରୋଇ ଉପାୟ ଦ୍ୱାରା ମଧ୍ୟ ଥଣ୍ଡା ଜ୍ୱର ଭଳି ସମସ୍ୟାରୁ ନିଜକୁ ଦୂରେଇ ରଖିହେବ ।

ସୌନ୍ଦର୍ଯ୍ୟ ଗନ୍ତାଘର ହଳଦୀ

ହଳଦୀ ଏକ ଏମିତି ଜିନିଷ ଯାହା ଘରେ ଘରେ ମହଜୁଦ । ବିନା ହଳଦୀରେ ରୋଷେଇ ଘରକୁ କଳ୍ପନା ବି କରାଯାଇନପାରେ । ଓଡିଆ ଘରେ ହଳଦୀକୁ ଶୁଭ ମାନିଥାନ୍ତି । ସେଥିପାଇଁ ସବୁ ଶୁଭ କାର୍ଯ୍ୟରେ ହଳଦୀ ଆଗ ଖୋଜାପଡେ । ସେହିପରି ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ମଧ୍ୟ ହଳଦୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ତ୍ୱଚାର ସୁରକ୍ଷା ପାଇଁ ଆମେ ବିଭିନ୍ନ କସମେଟିକ ବା କେମିକାଲ କ୍ରିମ ବ୍ୟବହାର

ଗର୍ଭାବସ୍ଥାରେ ଡାଇବେଟିସ

ଗର୍ଭାବସ୍ଥାରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ଅଧିକ ସଚେତନ ରହିବା କଥା । କାରଣ ଏହି ସମୟରେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ଥାଏ । କିଛି ଦିନ ତଳେ ଆମେ ଆପଣଙ୍କୁ ଗର୍ଭାବସ୍ଥା ସମୟରେ ରକ୍ତହୀନତା ଏବଂ ଏଡସ୍୍ ସମ୍ପର୍କରେ କହିଥିଲୁ । ଆଜି ଆମେ ଜାଣିବା ଗର୍ଭାବସ୍ଥାରେ ଡାଇବେଟିସ୍୍ ସମ୍ପର୍କରେ । କଣ ଏହାର କାରଣ ଓ କେମିତି ଏହାର ନିରାକରଣ କରିହେବ । ଡାଇବେଟିସ୍୍

କଳା ଝିଅଙ୍କ ପାଇଁ ବିୟୁଟି ଟିପ୍ସ

ଋଙ୍ଗ କମ୍ ଅର୍ଥାତ କଳା ରଙ୍ଗର ଝିଅ ମାନେ ବେଳେ ବେଳେ ନିଜର ରଙ୍ଗକୁ ନେଇ ମନ ଉଣା କରିଥାନ୍ତି । ସେମାନେ ଅନ୍ୟମାନଙ୍କ ତୁଳନାରେ କମ ସୁନ୍ଦର ବୋଲି ଭାବିଥାନ୍ତି । ତେବେ ଏଥିରେ ମନ ଉଣା କରିବାରେ କିଛି ନାହିଁ । ନିଜର ତ୍ୱଚାର ଯତ୍ନ ନେବା ସହ କିଛିଟା ଟିପ୍ସ ଆପଣେଇଲେ ଆପଣ ବି ଅନ୍ୟମାନଙ୍କ ପରି ଆକର୍ଷଣୀୟ ଓ ସ୍ମାର୍ଟ ଲାଗିବେ... ⇒   ଗୋଟିଏ

ସବୁ ଛାତି ଯନ୍ତ୍ରଣା ହୃତଘାତ ନୁହେଁ

ଛାତିରେ ଯନ୍ତ୍ରଣା ମାରାତ୍ମକ ଲକ୍ଷଣ । ତେବେ ସବୁ ଯନ୍ତ୍ରଣା ହୃଦଘାତ ନୁହେଁ । ତେଣୁ ଏଥିପାଇଁ ଭୟଭୀତ ହେବା ଉଚିତ୍୍ ନୁହେଁ । ବିଭିନ୍ନ କାରଣରୁ ଆମ ଛାତିରେ ଯନ୍ତ୍ରଣା ହୋଇଥାଏ । ପାକସ୍ଥଳୀରେ ଅମ୍ଳ, ସେହି ଅମ୍ଲ ଛାତିରେ ଥିବା ଖାଇବାନଳୀ ମଧ୍ୟକୁ ପଶ୍ଚାତ ପ୍ରବାହ, ଫୁସଫୁସରେ ଜୀବାଣୁ ପଦାହ, ଫାଇଲେରିଆ, ହୁକ୍ ବାର୍ମ ଓ କେଞ୍ଚୁଆର ଶିଶୁ ପରଜୀବୀମାନଙ୍କର ହୃତପିଣ୍ଡ ଓ ଫୁସଫୁସ ମଧ୍ୟ ଦେଇ

କଳାଜାଈ: ଶୁଭ ନା ଅଶୁଭ

କଳାଜାଈକୁ ନେଇ କେତେ କଣ କଳ୍ପନା ଜଳ୍ପନା । ଆମ ସମସ୍ତଙ୍କ ଶରୀରରେ କଳାଜାଈ ଦେଖିବାକୁ ମିଳିଥାଏ । କାହାର ଛୋଟ କଳାଜାଈ ତ ପୁଣି କାହାର ବଡ କଳାଜାଈ । ସମୁଦ୍ର ଶାସ୍ତ୍ରରେ ଶରୀରରେ ଥିବା କଳାଜାଈର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । କଳାଜାଈର ଉପସ୍ଥିତି ଉଭୟ ଶୁଭ ଓ ଅଶୁଭ ବୋଲି ବର୍ଣ୍ଣନା କରାଯାଇଛି । ତେବେ ଶରୀରରେ ନାଲି ଜାଈ ରହିଲେ ଏହା ଶୁଭ

ୟୁରିନ୍ ଇନଫେକସନ୍

ୟୁରିନ ଇନଫେକସନ ବା ମୂତ୍ର ସଂକ୍ରମଣ ଏକ ଜୀବାଣୁ ଜନିତ ସମସ୍ୟା । ପୁରୁଷ ମାନଙ୍କ ତୁଳନାରେ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ବିଭିନ୍ନ କାରଣରୁ ଏହି ସମସ୍ୟା ଦେଖାଦେଇଥାଏ । ତେବେ ନିଜେ ସଫା ସୁତୁରା ରହିବା ସହ କିଛି ସାବଧାନତା ଅବଲମ୍ବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଲକ୍ଷଣ: ୟୁରିନ ଇନଫେକସନ ହେଲେ ଆପଣ ସହଜରେ ଜାଣିପାରିବେ । କାରଣ ଇନଫେକସନ

ହଜମ ଶକ୍ତି ବଢାଏ ସପୁରୀ

ସପୁରୀ ଏପରି ଏକ ଫଳ ଯାହା କେବଳ ଖାଇବାକୁ ସୁସ୍ୱାଦୁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ ହିତକର । ପାଚିଲା ସପୁରୀ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସପୁରୀରେ ବିଭିନ୍ନ ପ୍ରକାରର ଭିଟାମିନ ସହ ବେଟା କାରୋଟିନ୍୍, କପର୍, ଜିଙ୍କ୍୍, ଫୋଲେଟ୍୍ ଏସିଡ ରହିଛି । ♦   ସକାଳ ଜଳଖିଆରେ ଫ୍ରୁଟ ସାଲାଡ ଖାଇଲେ ସ୍ୱାସ୍ଥ୍ୟ ପାଇଁ ହିତକର । ତେଣୁ ପ୍ରତିଦିନ

Top