You are here
Home > ଲାଟେଷ୍ଟ (Page 2)

ଭାଙ୍ଗିଲା ଜାମ୍ମୁ-କାଶ୍ମୀର ମେଣ୍ଟ ସରକାର : ପିଡିପି ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଇସ୍ତଫା ଦେଲେ ମଖ୍ୟମୁନ୍ତ୍ରୀ ମେହେବୁବା ମୁଫତି

ଭୁବନେଶ୍ବର : ଭାଙ୍ଗିଲା ଜାମ୍ମୁ-କାଶ୍ମୀର ମେଣ୍ଟ ସରକାର । ପିଡିପି ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କଲାପରେ ଇସ୍ତଫା ଦେଲେ ମଖ୍ୟମୁନ୍ତ୍ରୀ ମେହେବୁବା ମୁଫତି । ବିଜେପି- ପିଡିପି ଠାରୁ ସମର୍ଥନ ପ୍ରତ୍ୟାହାର ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି ।ମେହେବୁବା ମୁଫତି ସରକାରରୁ ଓହରିବାକୁ ବିଜେପିର ଘୋଷଣା ପରେ ପୁଣି ରାଜନୈତୀକ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି ଆତଙ୍କବାଦ ଅଶାନ୍ତ ଜାମ୍ମୁ-କାଶ୍ମୀର । ଦିଲ୍ଲୀରେ ବିଜେପି ସଭାପତି ଅମିତ

ମୋଦିଙ୍କୁ ନବୀନଙ୍କ ଚିଠି, ଆମ ସମସ୍ୟାକୁ ବିଚାରକୁ ନିଅ

ମୋଦିଙ୍କୁ ନବୀନଙ୍କ ଚିଠି, ଆମ ସମସ୍ୟାକୁ ବିଚାରକୁ ନିଅ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ବିରୋଧୀ ଓ ଶାସକଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଚାଲିଛି । ମୁଖ୍ୟମନ୍ତ୍ରୀ ବୈଠକକୁ ନ ଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନୀତି ଆୟୋଗରେ ଆଲୋଚନା ପାଇଁ

ସୋନାଙ୍କ ଆଳରେ ନବୀନଙ୍କୁ ନିରଞ୍ଜନଙ୍କ ବାଣ

ଭୁବନେଶ୍ୱର: ବମ୍ବେରେ ଥିôବା ଓଡ଼ିଆ ଗାୟିକା ସୋନା ମହାପାତ୍ର ଏବେ ପୁଣି ବିବାଦରେ ଫସିଛନ୍ତି । ପୂର୍ବରୁ ସେ ରଙ୍ଗବତୀ ଗୀତକୁ କଦର୍ଥ କରି ଗାଈଥିବା ଅଭିଯୋଗ କରି ତାଙ୍କ କଡ଼ା ସମାଲୋଚନା କରାଯାଇଥିଲା । ଏଥିନେଇ ମାମଲା ମଧ୍ୟ ସୁପ୍ରିମ୍କୋର୍ଟକୁ ଯାଇଥିଲା । ଏ ନେଇ ‘ଆହେ ନୀଳଶୈଳ’ ପ୍ରାର୍ଥନାକୁ ଗାଈଲାବେଳେ ପୁଣି ଶବ୍ଦକୁ କଦର୍ଥ କରିଥିବା ଅଭିଯୋଗ କରାଯାଇଛି । ଏହାକୁ ନେଇ ତାଙ୍କ ବିରୋଧରେ ପୁରୀରେ

ପ୍ରାକୃତି ବିପର୍ଯ୍ୟୟ କମିଟି ବୈଠରେ ନରସିଂହଙ୍କ ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଯୋଗ ଦେବା ଅବସରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଦେଉଥିବା ପ୍ରସ୍ତାବକୁ ସରକାର ଅଣଦେଖା କରୁଥିବା ନେଇ ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ ତାଙ୍କ ଅସନ୍ତୋଷ

ନବୀନଙ୍କୁ ସାକ୍ଷାତ ପାଇଁ ଧର୍ମେନ୍ଦ୍ର ଆଗ୍ରହୀ, ଲେଖିଲେ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ବ୍ୟବସ୍ଥା ଓ ସହଯୋଗୀମାନେ ତାଙ୍କୁ ଯେତେ ଅପମାନ ଓ ଲାଞ୍ଛନା ଦେଲେ ବି ସେ ସେସବୁକୁ ବିନା ପ୍ରତିବାଦରେ ମୁଣ୍ଡ ପାତି ସହିବାକୁ ସେ ପ୍ରସ୍ତୁତ ଅଛନ୍ତି । ମାତ୍ର ତାଙ୍କ ଉପରେ ରାଗ ରଖି ଓଡ଼ିଆ ଜାତି ଓ ଓଡ଼ିଶାର ଆଗାମୀ ପୀଢ଼ୀପାଇଁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ସୁଯୋଗକୁ ଦୟା ଖରି ଖାରଜ କରନ୍ତୁ ନାହି ବୋଲି ଏକ ଭାବାବେଗପୂର୍ଣ୍ଣ ଚିଠି ମୁଖ୍ୟମନ୍ତ୍ରୀଙ୍କୁ

୨୫ଯାଏଁ ପୁଣି ବଢ଼ିଲା ଖରାଛୁଟି

୨୫ଯାଏଁ ପୁଣି ବଢ଼ିଲା ଖରାଛୁଟି ଭୁବନେଶ୍ୱର: ରାଜ୍ୟରେ ଏବେ ହଠାତ୍ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାରୁ ଏବଂ ଏହା ଆସନ୍ତା ୨୫ ତାରିଖ ଯାଏ ଲାଗି ରହିବ ବୋଲି କୁହାଯାଉଥିବାରୁ ସରକାର ସ୍କୁଲ୍ ଗୁଡ଼ିକର ଗ୍ରୀଷ୍ମବକାଶ ଅବଧି ବୃଦ୍ଧି କରିଛନ୍ତି । ଛୁଟି ସମୟ ଆଉ ୪ ଦିନ ବଢ଼ାଯାଇଛି । ଆବଶ୍ୟକ ହେଲେ ଆହୁରି ମଧ୍ୟ ବଢ଼ିପାରେ । ଆସନ୍ତା ୧୮ ତାରିଖରେ ସ୍କୁଲ୍ ଖୋଲିବାର ଥିଲା । କିନ୍ତୁ

ଅଷ୍ଟ୍ରିଆ ଓ ଜର୍ମାନୀ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଓପେକ ପକ୍ଷରୁ ଆୟୋଜିତ ସପ୍ତମ ଆନ୍ତର୍ଜାତିକ ସେମିନାରରେ ଭାରତୀୟ ଦଳର କରିବେ ନେତୃତ୍ୱ

ଭୁବନେଶ୍ୱର:  କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରିଆ ଓ ଜର୍ମାନୀ ଗସ୍ତରେ ଯାଉଛନ୍ତି । ଅଷ୍ଟ୍ରିଆର ଭିଏନା ଠାରେ ଆଗାମୀ ୧୯ରୁ ୨୦ ପର୍ଯ୍ୟନ୍ତ ଅର୍ଗାନାଇଜେସନ ଅଫ ପେଟ୍ରୋଲ ଏକ୍ସପୋର୍ଟିଂ କଂଟ୍ରିଜ (ଓପେକ) ପକ୍ଷରୁ ଆୟୋଜିତ ସପ୍ତମ ଆନ୍ତର୍ଜାତିକ ସେମିନାରରେ ଭାରତୀୟ ଦଳର ନେତୃତ୍ୱ କରିବା ସହ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ । ଶ୍ରୀ ପ୍ରଧାନଙ୍କର ଏହି ଗସ୍ତ ଏପରି

ପୁଣି ନିତି ଆୟୋଗ ବିବାଦ: ଏଥର ଅଫିସର ନିଯୁକ୍ତିକୁ ନେଇ ମତପାର୍ଥକ୍ୟ, ବିଜେଡ଼ିକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବା ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଏବେ ଆଉ ଏକ ବିବାଦ ଆସି ପହଞ୍ôଚଛି । ଆକାଂକ୍ଷା ଯୋଜନାରେ ସାମିଲ୍ ଜିଲ୍ଲାଗୁଡ଼ିକରେ ସ୍ଥାୟୀ ଅଫିସର ନିଯୁକ୍ତି ନେଇ ନିତି ଆୟୋଗ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି । ଏହି ମର୍ମରେ ଓଡ଼ିଶାକୁ ମଧ୍ୟ ପରାମର୍ଶ ଆସିଛି । ବାରମ୍ବାର ଅଫିସର ନ ବଦଳାଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ଯାଏଁ

କୋରାପୁଟ କଂଗ୍ରେସରେ କନ୍ଦଳ : ନିରଞ୍ଜନଙ୍କ ପାଇଁ ଅଗ୍ନିପରୀକ୍ଷା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିବାଦ କମିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଦେଖା ଯାଉନାହିଁ । ରାଜ୍ୟ ସ୍ତରୀୟ ନେତାଙ୍କ ଭିତରେ କନ୍ଦଳ ଯଦିଓ ପଦାକୁ ଆସିନାହିଁ ଜିଲ୍ଲା ସ୍ତରରେ ଏହା ଦେଖିବାକୁ ମିଳୁଛି । ବିଶେଷ କରି କୋରାପୁଟ ଜିଲ୍ଲା କଂଗ୍ରେସରେ ଗୋଷ୍ଠୀ ବିବାଦ ଓ ମତପାର୍ଥକ୍ୟ ଏତେ ତୀବ୍ରତର ହୋଇଛି ଯେ ଯାହା ଏବେ ପିସିସି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ପିସିସି ସଭାପତି

ଦେଶରେ ଏକକ ନିର୍ବାଚନ ହେବା ପ୍ରସଙ୍ଗ : ବିଜେଡି କହିଲା ଅନୁଧ୍ୟାନ ଚାଲିଛି,ଠିକଣା ସମୟରେ ଦିଆଯିବ ମତ

ଭୁବନେଶ୍ବର  : ଦେଶରେ ଏକକ ନିର୍ବାଚନ କରିବା ପାଇଁ ପୁଣି ନୀତି ଆୟୋଗ ବୈଠକ ପ୍ରସ୍ତାବ ରଖିଛନ୍ତି ପ୍ରଧାନ ମନ୍ତ୍ରୀ। ଏନେଇ ତୁରନ୍ତ ମତାମତ ଦେବାକୁ  ମୁଖ୍ୟମନ୍ତ୍ରୀ ମାନଙ୍କୁ ଆହ୍ବନ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ହେଲେ ବାସ୍ତବରେ କେତେ ଦୂର ଏହା ଲାଗୁ ହୋଇ ପାରିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କାରଣ କୌଣସି ମତେ ଯଦି କୌଣସି ରାଜ୍ୟର

ଚାବି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ବିରୋଧରେ ମାମଲା, ସୋମବାର ଶୁଣାଣି

ଚାବି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ବିରୋଧରେ ମାମଲା, ସୋମବାର ଶୁଣାଣି ଭୁବନେଶ୍ୱର: ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ପୁରୀ ଏସ୍ଡିଜେଏମ୍ଙ୍କ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି । ଏଥିରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ବିରୋଧରେ ମାମଲା ରୁଜୁହୋଇଛି । ଚିନ୍ମୟ ଦାଶ ନାମକ ଜଣେ ବ୍ୟକ୍ତି ୱାନ୍ ସିସିରେ ମାମଲା ରୁଜୁ କରିଛନ୍ତି ।

ଶାହଙ୍କ ଗସ୍ତକୁ ନେଇ ବିଜେଡି, କଂଗ୍ରେସର ତାତ୍ସଲ୍ୟ

ଶାହଙ୍କ ଗସ୍ତକୁ ନେଇ ବିଜେଡି, କଂଗ୍ରେସର ତାତ୍ସଲ୍ୟ ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ଦେଖାଦେଇଛି । ଶାହଙ୍କ ଗସ୍ତ ବିଜେଡି ଓ କଂଗ୍ରେସ ଉପରେ ପଡ଼ିବ ନାହିଁ ବୋଲି ଉଭୟ ଦଳର ନେତା କହିଛନ୍ତି । ଶାହଙ୍କ ବାରମ୍ବାର ଓଡ଼ିଶା ଗସ୍ତକୁ ନେଇ ବିଜେପି କହିଛି ଶାହ ତାଙ୍କ ମିଶନ ୧୨୦କୁ କାର୍ଯ୍ୟକାରୀ କରିବା ପାଇଁ ଫୋକସ୍ରେ ରଖି ଆସୁଛନ୍ତି । ବିଜେପି

ଚାବି ପ୍ରସଙ୍ଗରେ ପୁଣି ବିଜେପି-ବିଜେଡିର କାଦୁଅ ଫିଙ୍ଗା

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ଭିତରେ କାଦୁଅ ଫିଙ୍ଗା ତୀବ୍ରତର ହୋଇଛି । ବିଜେପି ପ୍ରାୟ ଦୈନିକ ସାମ୍ବାଦିକ ସମ୍ମିଳନୀ ଡାକି ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ଅଭିଯୋଗ ବାଢ଼ି ଚାଲିଥିଲା ବେଳେ ବିଜେଡି ମଧ୍ୟ ଚୁପ ନ ରହି ପାଲଟା ଜବାବ ଦେଇଚାଲିଛି । ସୋମବାର ବିଜେପି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଏ ବିବାଦ ଘେରକୁ ଟାଣିବା

ନୀତି ଆୟୋଗରେ ନବୀନ ଯୋଗ ନ ଦେବା ନେଇ ରାଜନୀତି ଜୋର୍ ଧରିଲା

ଭୁବନେଶ୍ୱର: ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବା ନେଇ ଉଭୟ କଂଗ୍ରେସ ଓ ବିଜେପି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରି କି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ମୁଖ୍ୟମନ୍ତ୍ରୀ ନ ଯିବା ଠିକ୍ ନୁହେଁ ବୋଲି କଂଗ୍ରେସ ମତ ରଖିଛି । ବିଜେପି ମଧ୍ୟ ଏହି ଘଟଣାରେ ପ୍ରତିକ୍ରୀୟା ରଖି ସଂଘୀୟ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଅପମାନିତ କରିଛନ୍ତି

ଡଙ୍ଗା ବୁଡ଼ି ଘଟଣା ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଚିକିଲା ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାସନିକ ତଦନ୍ତ ହେବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ଥିଲା କି ନାହିଁ ଆଗକୁ ଏଭଳି କିପରି ଅଘଟଣ ନ ଘଟିବ ସେ ଦିଗରେ ମଧ୍ୟ ତଦନ୍ତ ଅଧିକାରୀ ପରାମର୍ଶ ଦେବେ । ପୋର୍ଟ

Top