You are here
Home > ଲାଇଫ୍ ଷ୍ଟାଇଲ୍

ଦାମ୍ପତ୍ୟ ଜୀବନକୁ କରନ୍ତୁ ସୁଖମୟ

କୁହନ୍ତି ଯୋଡି ସବୁ ଉପରବାଲା ବନାଇଥାନ୍ତି । ଯାହା ଭାଗ୍ୟରେ ଯିଏ ଲେଖାଥାଏ ସିଏ ହିଁ ତାକୁ ମିଳେ । ତେବେ ଯୋଡି ଟିଏ ବନିବା ପରେ ତାକୁ ଅତୁଟ ବନ୍ଧନରେ ବାନ୍ଧିବା ଦାୟିତ୍ୱ ହେଉଛି ଆପଣଙ୍କର । ନିଜ ଜୀବନସାଥୀର ମନ ଜିଣି ସମ୍ପର୍କର ଡୋରକୁ ଆହୁରି ମଜବୁତ କରିପାରିବେ । ତେବେ ଅନେକ ସମୟରେ ଦେଖିବାକୁ ମିଳେ ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଅନେକ

ଓଠର ଯତ୍ନ

ସୁନ୍ଦର ଓଠ କାହାକୁ ନ ପସନ୍ଦ । ସବୁ ମହିଳା ଚାହାନ୍ତି ଏକ ନରମ ଓ ଗୋଲାପି ଓଠ । ସୁନ୍ଦର ଓ ଆଟ୍ରାକ୍ଟିଭ ଓଠ ଚେହେରାକୁ ଏକ ଭିନ୍ନ ଲୁକ ଦେଇଥାଏ । ତେବେ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଓଠର ଯତ୍ନ ନେବା କାଠିକର ପାଠ ହୋଇଯାଉଛି । ଉତ୍ତମ ପୋଷାକଯୁକ୍ତ ଖାଦ୍ୟ, ଲିପ୍ ବାମ ଆଦିର ବ୍ୟବହାର ସତ୍ତେ୍ୱ ବେଳେ ବେଳେ ଓଠର ପ୍ରାକୃତିକ ରଙ୍ଗ ନଷ୍ଟ

କଣ୍ଠକୁ କରନ୍ତୁ ସୁମଧୁର

ମଧୁର କଣ୍ଟ ବିଧାତାଙ୍କର ଉପହାର ଅଟେ । ସୁମଧୁର କଣ୍ଠ ଆକର୍ଷଣୀୟ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ । ମଧୁର କଣ୍ଠର ଆକର୍ଷଣ ସୁନ୍ଦରତାର ଆକର୍ଷଣଠାରୁ ମଧ୍ୟ ଅଧିକ ଅଟେ । ସୁମଧୁର ସ୍ୱର ଯେକୌଣସି ବ୍ୟକ୍ତିଙ୍କୁ ସୁନ୍ଦର କରିଦିଏ । ତେବେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଅବହେଳା ଯୋଗୁଁ ସୁନ୍ଦର କଣ୍ଠକୁ ନଷ୍ଟ କରିବା ସହ କଣ୍ଠ ଜନିତ ବିଭିନ୍ନ ସମସ୍ୟାକୁ ଡାକି ଆଣନ୍ତି ।

ଟାଟୁ ମାୟାରେ ଯୁବପୀଢ଼ି

ଷ୍ଟାଇଲରେ ବଞ୍ଚିବାକୁ କିଏ ବା ନଚାହେଁ । ସେଥିପାଇଁ ନିଜ ସାଜସଜ୍ଜା ଓ ବେଶପୋଷାକ ଉପରେ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି । ବିଶେଷ କରି ଆଜିର ଯୁବପୀଢିଙ୍କ ମଧ୍ୟରେ ଷ୍ଟାଇଲକୁ ନେଇ ବେଶି କ୍ରେଜ୍୍ । କିଏ ନିଜ ଡ୍ରେସ୍୍ ଉପରେ ଧ୍ୟାନ ଦିଏ ତ ପୁଣି କିଏ ନିଜ ହେୟାର ଷ୍ଟାଇଲ ଉପରେ । ଏସବୁ ଭିତରେ ଏବେ ଆଉ ଏକ ଫ୍ୟାଶନ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି ।

ଆଉ ଜଣେ ଯଶୋଦା

ବୈପାରିଗୁଡ଼ା: କାହାକୁ ମାଆ ପର ସଂସାର କରିବାକୁ ଆଉ ଜଣଙ୍କ ହାତ ଧରିଲା । ଆଉ ବାପା ଚାଲିଗଲେ ଆରପାରିକି । ଆଉ କିଏ ବାପା ମାଆ ଛେଉଣ୍ଡ ହୋଇଗଲା । ଏପରି ୩ ଅନାଥଙ୍କ ପାଇଁ ଯଶୋଦା ପାଲଟିଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳର ମଇନା ପାଙ୍ଗୀ । ଝୁମ୍ପୁଡି ଘରେ ରହୁଥିବା ମଇନା ତିନି ଜଣଙ୍କୁ ନିଜ ପାଖରେ ଆଣି ରଖିଛନ୍ତି । ଗାଁ ଗାଁ ବୁଲି

ରାସ୍

ସମୟ ସହ ତାଳ ଦେଇ ଚାଲିଛନ୍ତି ଆଜିର ଯୁବପୀଢି । ନିଜର ଜୀବନଶୈଳୀକୁ ଟିକେ ଭିନ୍ନ କରିବାକୁ ସମସ୍ତେ ଲାଗିପଡିଛନ୍ତି । ସେଥିପାଇଁ ସମସ୍ତେ ନିଜ ପୋଷାକ ଓ ଲୁକ୍୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଷ୍ଟାଇଲିସ୍୍ ସାଙ୍ଗକୁ କେମିତି ଟ୍ରେଣ୍ଡି ଓ ଆଟ୍ରାକ୍ଟିଭ ଦେଖାଯିବେ ସେଥିପାଇଁ ସେମାନେ ବେଶ ଧ୍ୟାନ ଦେଇଥାନ୍ତି । ଏହି ଟ୍ରେଣ୍ଡରେ ଏବେ ସାମିଲ ହୋଇଛି ଆମ ରାଜ୍ୟ ଓଡିଶା । ଓଡିଶାର

ମିଥୁନ ରାଶିର ସ୍ମାର୍ଟ ଝିଅ

ପ୍ରାୟ ସମସ୍ତେ ବିବାହ ପୂର୍ବରୁ ଝିଅର ସ୍ୱଭାବ ଓ ତା’ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କରିଥାଏ । ତେବେ ଖାଲି ଯେ ଝିଅଟି ସହ ମିଶିଲେ କି କଥା ହେଲେ ଝିଅର ସ୍ୱଭାବ ଜାଣିହେବ ତା’ନୁହେଁ । ଏହାଛଡା ଆହୁରି ଅନେକ ଉପାୟ ମଧ୍ୟ ରହିଛି । ଯେମିତିକି ରାଶି । ଝିଅର ରାଶିରୁ ଜାଣିହେବ ଝିଅର ସ୍ୱଭାବ କିପରି? ଆସନ୍ତୁ ସେ ସମ୍ପର୍କରେ ଜାଣିନେବା... ମେଷ: ମେଷ ରାଶିର

କଳା ଝିଅଙ୍କ ପାଇଁ ବିୟୁଟି ଟିପ୍ସ

ଋଙ୍ଗ କମ୍ ଅର୍ଥାତ କଳା ରଙ୍ଗର ଝିଅ ମାନେ ବେଳେ ବେଳେ ନିଜର ରଙ୍ଗକୁ ନେଇ ମନ ଉଣା କରିଥାନ୍ତି । ସେମାନେ ଅନ୍ୟମାନଙ୍କ ତୁଳନାରେ କମ ସୁନ୍ଦର ବୋଲି ଭାବିଥାନ୍ତି । ତେବେ ଏଥିରେ ମନ ଉଣା କରିବାରେ କିଛି ନାହିଁ । ନିଜର ତ୍ୱଚାର ଯତ୍ନ ନେବା ସହ କିଛିଟା ଟିପ୍ସ ଆପଣେଇଲେ ଆପଣ ବି ଅନ୍ୟମାନଙ୍କ ପରି ଆକର୍ଷଣୀୟ ଓ ସ୍ମାର୍ଟ ଲାଗିବେ... ⇒   ଗୋଟିଏ

ସବୁ ଛାତି ଯନ୍ତ୍ରଣା ହୃତଘାତ ନୁହେଁ

ଛାତିରେ ଯନ୍ତ୍ରଣା ମାରାତ୍ମକ ଲକ୍ଷଣ । ତେବେ ସବୁ ଯନ୍ତ୍ରଣା ହୃଦଘାତ ନୁହେଁ । ତେଣୁ ଏଥିପାଇଁ ଭୟଭୀତ ହେବା ଉଚିତ୍୍ ନୁହେଁ । ବିଭିନ୍ନ କାରଣରୁ ଆମ ଛାତିରେ ଯନ୍ତ୍ରଣା ହୋଇଥାଏ । ପାକସ୍ଥଳୀରେ ଅମ୍ଳ, ସେହି ଅମ୍ଲ ଛାତିରେ ଥିବା ଖାଇବାନଳୀ ମଧ୍ୟକୁ ପଶ୍ଚାତ ପ୍ରବାହ, ଫୁସଫୁସରେ ଜୀବାଣୁ ପଦାହ, ଫାଇଲେରିଆ, ହୁକ୍ ବାର୍ମ ଓ କେଞ୍ଚୁଆର ଶିଶୁ ପରଜୀବୀମାନଙ୍କର ହୃତପିଣ୍ଡ ଓ ଫୁସଫୁସ ମଧ୍ୟ ଦେଇ

ପୁରୁଷଙ୍କ ପାଇଁ ପାରମ୍ପରିକ ବସ୍ତ୍ର

ଷ୍ଟାଇଲ୍୍ ଓ ଫ୍ୟାଶନରେ କେବଳ ମହିଳା ନୁହନ୍ତି ପୁରୁଷ ମଧ୍ୟ କୌଣସି ଗୁଣରେ କମ୍୍ ନୁହନ୍ତି । ନିଜକୁ ଫିଟ୍ ଏବଂ ଷ୍ଟାଇଲିସ୍୍ ଦେଖେଇବା ପାଇଁ ପୁରୁଷମାନେ ଖୁବ ଯତ୍ନବାନ । ସେଥିପାଇଁ ସେମାନେ ନିଜ ଲୁକ୍ ସହ ଆଉଟ ଫିଟ ଉପରେ ମଧ୍ୟ ବିଶେଷଧ୍ୟାନ ଦେଇଥାନ୍ତି । ଆଜିକାଲି ସେମାନଙ୍କ ଷ୍ଟାଇଲ୍୍ ଓ ଡିମାଣ୍ଡକୁ ଦେଖି ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଆଉଟଫିଟ୍୍ ଉପଲବ୍ଧ । ଯାହାକି

ହଜମ ଶକ୍ତି ବଢାଏ ସପୁରୀ

ସପୁରୀ ଏପରି ଏକ ଫଳ ଯାହା କେବଳ ଖାଇବାକୁ ସୁସ୍ୱାଦୁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ ହିତକର । ପାଚିଲା ସପୁରୀ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସପୁରୀରେ ବିଭିନ୍ନ ପ୍ରକାରର ଭିଟାମିନ ସହ ବେଟା କାରୋଟିନ୍୍, କପର୍, ଜିଙ୍କ୍୍, ଫୋଲେଟ୍୍ ଏସିଡ ରହିଛି । ♦   ସକାଳ ଜଳଖିଆରେ ଫ୍ରୁଟ ସାଲାଡ ଖାଇଲେ ସ୍ୱାସ୍ଥ୍ୟ ପାଇଁ ହିତକର । ତେଣୁ ପ୍ରତିଦିନ

ନିସ୍ତେଜ ତ୍ୱଚାକୁ କରନ୍ତୁ ସତେଜ

ଆମ ତ୍ୱଚାରେ ନିରନ୍ତର ନୂଆ କୋଷିକା ଉତ୍ପନ୍ନ ହୁଏ ଓ ପୁରୁଣା କୋଷିକା ବାହାରିଯାଏ । ପୁରୁଣା କୋଷିକା ପରିଷ୍କାର ହେଲେ ସେହି ସ୍ଥାନରେ ନୂଆ କୋଷିକା ସୃଷ୍ଟି ହୁଏ । ଯଦି ଏହି ପୁରୁଣା କୋଷିକା ଯାହାକୁ ଆମେ ଡେଡ୍୍ ସେଲ୍ସ ବୋଲି କହିଥାଉ, ଠିକ ଭାବରେ ପରିଷ୍କାର ନହୁଏ, ସେହି ସ୍ଥାନରେ ନୂଆ ସେଲ୍ସ ଉଠିବାରେ ଅସୁବିଧା ହେବ । ତ୍ୱଚାରେ ରକ୍ତ ସଞ୍ଚାର ଠିକ୍୍ ଭାବେ

ଫିଟନେସ୍ ଟିପ୍ସ

ସାଧାରଣତଃ ବାହାଘର ପରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ନୂଆ ନୂଆ ଘର ଗଢୁଥିବାରୁ ନିଜ ସ୍ୱାସ୍ଥ୍ ପ୍ରତି ଧ୍ୟାନ ଦେବାକୁ ଏତେଟା ସମୟ ମିଳିନଥାଏ । ବାହାଘର ପରେ କିମ୍ବା ଗୋଟିଏ ଶିଶୁ ଜନ୍ମ ଦେବା ପରେ ମହିଳାମାନଙ୍କର ଓଜନ ବଢିବାରେ ଲାଗେ ।  କେତେକ ମହିଳା ବାହଘରର କିଛି ବର୍ଷ ପରେ ତାଙ୍କର ଆକର୍ଷଣ ହରାଇ ବସନ୍ତି । ତେବେ କିଛିଟା ଦିଗ

ଷ୍ଟାଡିଲରେ ସାଣ୍ଡାଲ

ଫ୍ୟାଶନେବଲ ଲୁକ ପାଇଁ ସମସ୍ତଙ୍କ ଇଚ୍ଛା । ନିଜ ଷ୍ଟାଇଲ ଅନୁସାରେ ସମସ୍ତଙ୍କଠାରୁ ଟିକେ ଭିନ୍ନ ଓ  ଆକର୍ଷଣୀୟ ଲୁକ ପାଇଁ କିଏ ବା ନଚାହେଁ । ଆଉ ସେଥିପାଇଁ ନିଜ ବେଶଭୂଷା ଉପରେ ବେଶ ଧ୍ୟାନ ଦେଇଥାନ୍ତି ଯୁବପୀଢି । ତେବେ ଏଥିପାଇଁ କେବଳ ଚେହେରାରେ ମେକଅପ୍୍ କିମ୍ବା ଭଲ ଡ୍ରେସ ପିନ୍ଧିଲେ ଚଳିବ ନାହିଁ । ନିଜ ପାଦ ଓ ସାଣ୍ଡାଲର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି

ଅପରିପକ୍ୱ ଶିଶୁ ଜନ୍ମ

ସାଧାରଣତଃ ଗର୍ଭଧାରଣ ପରେ ୩୭ ସପ୍ତାହ ପୂର୍ୱରୁ ଜନ୍ମ ନେଉଥିବା ଶିଶୁକୁ ଅପରିପକ୍ୱ ଶିଶୁ ବା ପ୍ରିମ୍ୟାଚିଓର ବେବି କୁହାଯାଏ ।  ମାତୃ ଗର୍ଭରେ ଥିବା ବେଳେ ଶିଶୁର ଶାରୀରିକ ଓ ମାନସିକ ବିକାଶ ସ୍ୱାଭାବିକ ହୋଇଥାଏ । ବିଶେଷ କରି ଗର୍ଭାବସ୍ଥାରେ ଶେଷ ସମୟ ଆଡକୁ ଏହି ବିକାଶ ତ୍ୱରାନ୍ୱିତ ହୁଏ । ଯେଉଁ ଶିଶୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୁଅନ୍ତି, ସେମାନଙ୍କ ଓଜନ ସାଧାରଣ ଶିଶୁଙ୍କର

Top