You are here
Home > ବିଶେଷ

ଓଲ୍ଡ ଗାର୍ଡ ପାୱାର ଫୁଲ

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ପ୍ରଦେଶ କଂଗ୍ରେସ ଲାଗି ନୂଆ ମୁଣ୍ଡିଆଳ ଖୋଜା ଚାଲିଛି । ଖାସ୍ ସେଥିପାଇଁ ଓଡିଶା ଆସିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ୩ ଜଣିଆ ପର୍ଯ୍ୟବେକ୍ଷକ କମିଟି । ଜିତେନ୍ଦ୍ର ସିଂ, ତାମ୍ରଧ୍ୱଜ ସାହୁ ଓ କଂଗ୍ରେସ ସାଂସଦ ଗୌରବ ଗୋଗଇ ୩ ଦିନିଆ ଗସ୍ତରେ ଆସି ରାଜ୍ୟ କଂଗ୍ରେସ ମୁଣ୍ଡିଆଳ କିଏ ହୋଇପାରେ ତା’ର ତାଲିକା ପ୍ରସ୍ତୁତ କରୁଛନ୍ତି । ପ୍ରସାଦ ହରିଚନ୍ଦନଙ୍କ ପରେ

ଲାଲ୍ କିଲ୍ଲାର ନିର୍ମାତା ହିନ୍ଦୁରାଜା

ଲାଲ କିଲ୍ଲା କାହାର? କିଏ ନିର୍ମାଣ କରିଥିଲେ ଲାଲ କିଲ୍ଲା? ମୋଗଲ ଶାସକ ନା ହିନ୍ଦୁ ରାଜା? ମୋଗଲ ସମ୍ରାଟ ଶାହାଜାହନ ନୁହେଁ ବରଂ ହିନ୍ଦୁ ରାଜା ଅନଙ୍ଗପାଳ ଦିଲ୍ଲୀରେ ରେଡ୍ ସାଣ୍ଡଷ୍ଟୋନରେ ଅପୂର୍ବ କଳାକୃତି ଖଚିତ ଏହି ଦୁର୍ଗ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ସମ୍ରାଟ ଶାହଜାହନ ଲାଲ କିଲ୍ଲା ଅକ୍ତିଆର କରିବା ପରେ ଏଥିରେ କିଛି ନବୀକରଣ କାର୍ଯ୍ୟ କରିଥିଲେ । ଏ ସଂପର୍କିତ ବହୁ

ମରିଯିବ ଇନ୍ଦ୍ରାବତୀ

ଭବାନୀପାଟଣା : ଆଉ ମିଳିବନି ଇନ୍ଦ୍ରାବତୀରୁ ବିଜୁଳି! ଏସିଆ ମହାଦେଶର ସର୍ବବୃହତ ଜଳଭଣ୍ଡାର ଇନ୍ଦ୍ରାବତୀ ଧୀରେ ଧୀରେ ପୋତି ହେବାରେ ଲାଗିଛି । କମିବାରେ ଲାଗିଛି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା । ଅବବାହିକା ଅଞ୍ଚଳରେ ବ୍ୟାପକ ମୃତ୍ତିକା କ୍ଷୟ ଯୋଗୁଁ ଜଳଭଣ୍ଡାର କ୍ରମଶଃ ପୋତି ହୋଇଯାଉଛି । ଇନ୍ଦ୍ରାବତୀର ଜଳଧାରଣ କ୍ଷମତା ୬୪୨ ମିଟର । ଜୁଲାଇ ଶେଷ ସୁଦ୍ଧା ଜଳପତ୍ତନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଢେର

ମିଡିଆ ସହ ବି ରାଜନୀତି: ଡିଭାଇଡ୍ ଆଣ୍ଡ ରୁଲ୍ ଫର୍ମୁଲାରେ ବିଜେଡି ମୁଖପାତ୍ର

ବିନୟ ବରାଳ ବିଜୁ ଜନତା ଦଳର ପାୱାର କରିଡରର ବଡ ନାଁ ହେଉଛନ୍ତି ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବିଶ୍ୱସ୍ତ ସିପାହୀ ପ୍ରତାପ ଦଳର ମୁଖ୍ୟ ମୁଖପାତ୍ର। ବିରୋଧୀଙ୍କ ଯେଉଁ ପରି ବି ପ୍ରଶ୍ନ ବାଣ ହେଉ, ବିଜେଡି ପାଇଁ ତୁଣ୍ଡ ଦ୍ୱାରା ଢାଲ ସାଜନ୍ତି ପ୍ରତାପ। କେନ୍ଦ୍ରାପଡା ଜିଲ୍ଲା ଆଳି ରାଜ ପରିବାର ଟିକାୟତ ପ୍ରତାପ ଦେବଙ୍କ ମିଡିଆ ଓ ସୋସିଆଲ ମିଡିଆରେ

ପିଲାଙ୍କ ଠାରେ ଡାଇବେଟିସ୍

ଡାଇବେଟିସ୍୍ ଏକ ଜଟିଳ ଶାରୀରିକ ଅବ୍ୟବସ୍ଥା । ଏହା ଇନସୁଲିନ ହରମୋନ ଅଭାବରୁ ବା ଇନସୁଲିନର କାର୍ଯ୍ୟକାରୀ କ୍ଷମତା କମିବା ହେତୁ ହୋଇଥାଏ । ଏହି ରୋଗରେ ଗ୍ଲୁକୋଜ ଓ ଅନ୍ୟ ଶକ୍ତିଦାୟୀ ଜୈବ ଜାଳେଣିର ଉପଯୋଗ ଠିକ୍୍ ଭାବେ ହୋଇପାରେ ନାହିଁ । ଏଥିରେ ଅନେକ ରକ୍ତନାଳିକା ସମ୍ବନ୍ଧୀୟ ଓ ସ୍ନାୟୁ ସମ୍ବନ୍ଧୀୟ ବିକାର ଦେଖାଦିଏ । ଏହି ପରିପ୍ରେକ୍ଷୀରେ ପିଲାଙ୍କଠାରେ ଡାଇବେଟିସ୍୍ ଲକ୍ଷଣ ଦେଖାଦେଲେ ତୁରନ୍ତ ତାହାର

ଦି ଗେଷ୍ଟ ହାଉସ୍୍

ଖୁବଶୀଘ୍ର ବଡ ପରଦାକୁ ଆସିବ ଓଡିଆ ଫିଲ୍ମ ଦି ଗେଷ୍ଟ ହାଉସ୍୍ । ଆଉ ଏହି ଫିଲ୍ମରେ ଓଲିଉଡର ବରିଷ୍ଠ ଅଭିନେତା ଅସୀତ ପତିଙ୍କୁ ଭିନ୍ନ ଭିନ୍ନ ଗେଟଅପରେ ଦେଖିବାକୁ ମିଳିବ । ଖାସକରି ଜଣେ ଗେଷ୍ଟ୍ ହାଉସର କେୟାର ଟେକର୍୍ ଚରିତ୍ର ରଘୁକୁ ନେଇ ବେଶ ଚର୍ଚ୍ଚା । ଖଳନାୟକ ଭାବେ ଅସୀତଙ୍କର ଓଲିଉଡରେ ବେଶ ନାଁ ରହିଛି । ଫିଲ୍ମର କାହାଣୀ ଅନୁସାରେ ଅସୀତ ଫିଲ୍ମରେ ତିନୋଟି

ବିଜେଡିକୁ ଅଡୁଆ ନଗରପାଳ

ଝାରସୁଗୁଡ଼ା : ବିଜେଡି ଏମିତି ଗୋଟିଏ କଣ୍ଟା ତିଆରି କରିଛି ଯାହା ଢ଼ୋକିଲେ କାଟୁଛି, କାଢ଼ିଲେ କାଟୁଛି । ଯଦି ନକାଢ଼ିବ ତେବେ ସେହି କଣ୍ଟା କ୍ୟାନ୍ସର ରୋଗ ସୃଷ୍ଟି କରିବ ଭବିଷ୍ୟତରେ ବିଜେଡି ପାଇଁ । ଏଠାରେ ଆମେ ସୁଚାଇବାକୁ ଚାହିଁବୁ ଯେ ଠିକ୍ ଦୁଇ ବର୍ଷ ତଳେ ବେଲପାହାଡ଼ ପୌରପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ୧୯ଟି ୱାର୍ଡରୁ ୧୬ଟିରେ ବିପୁଳ ବିଜୟ ହାସଲ

ଭାରତରେ ୪୮ ହଜାର ‘ରାନସମୱେର ଭାଇରସ୍’ : ପ୍ରଭାବିତ ସହର ତାଲିକାରେ ଭୁବନେଶ୍ୱର ୫ମ

ମୁମ୍ବାଇ: ସାଇବର ଆକ୍ରମଣକୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ୱାନା କ୍ରାଏ ରାନସମୱେର ଭାଇରସ୍ ଭୟ ସୃଷ୍ଟି କରିଛି । ଏହି ଭାଇରସ୍ ଏବେ ଓଡ଼ିଶାରେ ପ୍ରବେଶ କରିସାରିଛି । ୱାନା କ୍ରାଏ ରାନସମୱେର ଭାଇରସ୍ ଯୋଗୁ ବ୍ରହ୍ମପୁର ହସ୍ପିଟାଲ କମ୍ପୁ୍ୟଟର ହ୍ୟାକ୍ ହୋଇଥିବା ଜଣାପଡିଛି । ତେବେ ଦେଶ ବ୍ୟାପି ୪୮ ହଜାର ୱାନା କ୍ରାଏ ରାନସମୱେର ଭାଇରସ ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଜଣାପଡିଛି । 

ଏକା କଲା କିଏ?

ଭୁବନେଶ୍ୱର: ଉତ୍ତରପ୍ରଦେଶକୁ ବିଜେପି ଦଖଲ କରିବା ପରେ ଚିନ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଜନତା ପରିବାରକୁ ଢାଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଧମକ ଦେଉଥିଲେ, ତାହା ଏବେ ବୁମେରାଂ ହୋଇଛି । ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳର କିଛି ଘଣ୍ଟା ପରେ ହିଁ ନବୀନ ବାହାରିଲେ ଦିଲ୍ଲୀ । କୁହାଗଲା ଯେ ନବୀନ ଭଉଣୀ ଗୀତା ମେହେଟ୍ଟା ଓ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ଦିଲ୍ଲୀରେ

ରାୟଗଡା ଜିଲ୍ଲା ପରିଷଦ ରାମ୍ ଭରୋସେ

ରାୟଗଡ଼ା: ଓଡିଶାର ୪ଟି ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦକୁ ନେଇ ଭାରି ଗୋଳମାଳ । କୌଣସି ନିର୍ଦ୍ଧିଷ୍ଟ ଦଳକୁ ବହୁମତ ମିଳିନି ୪ଟି ଉପାନ୍ତ ଜିଲ୍ଲା କନ୍ଧମାଳ, ରାୟଗଡା, ନବରଙ୍ଗପୁର ଓ ସୁନ୍ଦରଗଡରେ । ତେବେ ରାୟଗଡା ଜିଲ୍ଲାର ସ୍ଥିତି ଭାରି ରୋଚକ । ୨୨ଟି ଜିଲ୍ଲା ପରିଷଦ ଜୋନକୁ ନେଇ ଗଠିତ ଅଧ୍ୟକ୍ଷ ପଦଟି ଅନୁସୂଚିତ ଜନଜାତି(ଆଦିବାସୀ)ଙ୍କ ଲାଗି ସଂରକ୍ଷିତ ରହିଛି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ କଂଗ୍ରେସ,

ପରିପକ୍ୱ ନୁହନ୍ତି ଯୁବରାଜ

କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ରାଜନୀତିର ଅ...ଆ ଭଲ ଭାବରେ ପଢି ନାହାନ୍ତି । ବାଚଳାମୀ ଯାଇନି । ରାଜନୀତିରେ ଏଯାଏଁ ପରିପକ୍ୱ ହୋଇ ନାହାନ୍ତି । ବହୁ ସମୟରେ ତାଙ୍କର ବୟାନ ଓ ଭାଷଣବାଜିକୁ ନେଇ ବିରୋଧୀ ଏମିତି ଢଙ୍ଗରେ ତାତ୍ସଲ୍ୟ କରି କାଉଣ୍ଟର କରି ଥାଆନ୍ତି । ଏବେ ନିଜ ଦଳ ଭିତରୁ ବି ଏମିତି କଥା ଶୁଣିବାକୁ ମିଳିଲାଣି । ପ୍ରତ୍ୟକ୍ଷରେ କେହି ମୁହଁ

ଅନ୍ତିମ ସଂସ୍କାର

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଭାରତ ସମ୍ବିଧାନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଛି । ପ୍ରାଚୀନ ଯୁଗରେ ରାଜାନୁଗତ ଧର୍ମ ପ୍ରଚଳିତ ଥିଲା । କିନ୍ତୁ ସ୍ୱାଧୀନତା ପରେ ଦେଶରେ ଗଣତନ୍ତ୍ର ଶାସନ ·ଲିଛି । ଭୋଟ ମାଧ୍ୟମରେ ନାଗରିକମାନେ ନିଜର ମତାଧିକାର ପ୍ରୟୋଗ କରି ଶାସକମାନଙ୍କୁ ନିର୍ବାଚିତ କରିଥାନ୍ତି । ଭାରତ ବର୍ଷରେ ବହୁ ଦଳୀୟ ରାଜନୀତିକ ବ୍ୟବସ୍ଥା ପ୍ରଚଳିତ

କଏଦୀ ନଂ ୯୨୩୫

ଆଶା କରିଥିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ । କ୍ଷମତାକୁ ଉପଭୋଗ କରିବେ । ସେଥିପାଇଁ ଗୋଟି ଚଳାଇଥିଲେ । ପନ୍ନିରସେଲଭମଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲେ । ହେଲେ ଭାଗ୍ୟ ସାଥ୍ ଦେଲାନି । ୨୦ ବର୍ଷ ତଳର ପୁରୁଣା ମାମଲା ଘାଣ୍ଟିଲା । ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ନିଜକୁ ଜୟାଙ୍କ ଉତ୍ତରାଧିକାରୀ ତଥା ନିଜକୁ ଚିନ୍ନାମ୍ମା ବୋଲି କହି ବୁଲୁଥିବା

ବିକାଶ ସାତସପନ

ପାରଳାଖେମୁଣ୍ଡି: ବ୍ଲକ ଅଫିସ ଓ ପଞ୍ଚାୟତ ସଦର ମହୁକମା ଠାରୁ ପ୍ରାୟ ୨କିମି ଦୂରତାରେ ରହିଛି । କିନ୍ତୁ ଏଠି ବିକାଶ ବାଟ ହୁଡିଛି । ବହୁ ବର୍ଷ ପୂର୍ବ ଗ୍ରାମର ଚିତ୍ର ଯାହାଥିଲା ବର୍ତ୍ତମାନ ସେଥିରେ କୌଣସି ପରିବର୍ତ୍ତନ ଘଟି ନାହିଁ । ମୌଳିକ ସୁବିଧା ସବୁ ଏଠାରରେ ପହଞ୍ଚି ପାରୁନାହିଁ । ବିକାଶ କ୍ଷେତ୍ରରେ ପଛୁଆ ରହିଥିବା ଏହି ଗ୍ରାମ ହେଉଛି ଆଡ଼ାଗାଁ । ଗଜପତି ଜିଲ୍ଲା

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଁକୁ ନାହିଁ ରାସ୍ତା

ଝାରସୁଗୁଡା: ଦେଶର ବିକାଶର ଗାଥା ଗାଉଛି ଓଡିଶା । ଏହି ପ୍ରଦେଶରୁ ଦାରିଦ୍ର୍ୟ ହ୍ରାସ ପାଉଛି ବୋଲି ଏଭଳି ସାବାସୀ ସାର୍ଟିଫିକେଟ୍ ଦେଇ ଚାଲିଗଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଗଦଗଦ ହୋଇଗଲେ ଶାସକ ଦଳ ବିଜେଡି । କିନ୍ତୁ ବାସ୍ତବତା ଅଲଗା । ଏଠି ତ ମୁଖ୍ୟମନ୍ତ୍ରୀଙ୍କ ଗାଁ ଲୋକ କଚ୍ଚା ସଡକ ଦେଖି ପାରିଲେ ନାହିଁ । କେଉଁ ଉପାନ୍ତ ଜିଲ୍ଲା ନୁହେଁ, ରାଜ୍ୟର ଶିଳ୍ପଭିତ୍ତିକ

Top