You are here
Home > ବିଜିନେସ୍

ବିଜେଡିକୁ ଧର୍ମେନ୍ଦ୍ର ଅଛୁଆଁ, ସମାଲୋଚକା କଲେ ନିରଞ୍ଜନ

ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ଟକରାଟକରି ରାଜନୀତି ଜୋର୍ଦାର ଚାଲିଛି । ଉଭୟ ପକ୍ଷ ପରସ୍ପରକୁ ପ୍ରତି କଥାରେ ବିରୋଧ କରିବା ଦେଖାଦେଇ ଆସୁଛି । ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ପାଇଁ ଆଡୁଆ ହୋଇଛନ୍ତି । ଧର୍ମେନ୍ଦ୍ରଙ୍କ କଥା ଶୁଣିଲେ ବିଜେଡି ନେତାମାନେ ଏବେ ମୁହଁ ମୋଡୁଛନ୍ତି । ବିଜେଡି ପାଇଁ ଧର୍ମେନ୍ଦ୍ର ଅଛୁଆଁ ହୋଇ ରହିଥିବା ଦେଖାଯାଉଛି । ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଯାହା ସବୁ

ଧାମରା ବନ୍ଦର ସମ୍ପ୍ରସାରଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭଦ୍ରକ: ଭଦ୍ରକ ଜିଲ୍ଲାସ୍ଥିତ ଧାମରା ବନ୍ଦରର ୨ୟ ପର୍ଯ୍ୟାୟ ସମ୍ପ୍ରସାରଣରେ ବିଭିନ୍ନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ କରିଛନ୍ତି । ଧାମରା ବନ୍ଦରଠାରେ ଏହି ପ୍ରକଳ୍ପ ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଉଦଘାଟିତ କରିବା ସହିତ ଧାମରାରୁ କୋଷ୍ଟାଲ ହାଇୱେ ବା ଉପକୂଳବର୍ତ୍ତୀ ରାଜପଥ ନିର୍ମାଣ କାର୍ଯ୍ୟ ଖୁବ ଶିଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । ଖୁବ ଶିଘ୍ର ଡ଼ିପିଆର ହେବା ସହିତ ଏହି

ବଜେଟ ପରେ: ବଢିଲା ମୋବାଇଲ ଫୋନ୍ ଦାମ୍,କମିଲା ଇମ୍ପୋର୍ଟେଡ କାଜୁର ଦାମ ହ୍ରାସ

ଭୁବନେଶ୍ବର : ଚଳିତ ବଜେଟରେ କୃଷି ଓ ସ୍ବାସ୍ଥ୍ୟ ସେବା ଉପରେ ବେଶି ଗୁରୁତ୍ବ ଦେଇ ରିଅଲ ଭୋଟରଙ୍କୁ ସିନା ଲୋଭେଇବାକୁ ଚେଷ୍ଟା କଲେ ମୋଦି ସରକାର । କିନ୍ତୁ ଦୈନନ୍ଦିନ ଜୀବନରେ କିଛି ବ୍ୟବହୃତ ଜିନିଷର ଦାମ ବଢାଇ ପକେଟ୍ ଖାଲି କରିବାକୁ ପୂରା ଯୋଜନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଚଳିତ ବଜେଟରେ କାର୍, ମୋଟରସାଇକେଲ ଠାରୁ ଆରମ୍ଭ କରି ଟିଭି ଓ ମୋବାଇଲ

ଶିଳ୍ପାୟନକୁ ଧକ୍କା: ବିକ୍ରି ହେବ ଇଣ୍ଡ୍-ବାରାଥ୍

ଝାରସୁଗୁଡା : ତାପଜ ବିଦୁ୍ୟତ କେନ୍ଦ୍ର ଇଣ୍ଡ-ବାରାଥ୍ର ମାଲିକାନାରେ ହେବ ପରିବର୍ତ୍ତନ । ମାଲିକାନା ପରିବର୍ତ୍ତନ ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନଥିଲେ ମଧ୍ୟ ବିକ୍ରି ପଦକ୍ଷେପ ଭୁଲ ନୁହେଁ ବୋଲି କମ୍ପାନୀର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ (ଆର୍ଥିକ)ଭି. କ୍ରିଷ୍ନା ସୂଚନା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ଉତ୍ପାଦନକ୍ଷମ ହେବା ପାଇଁ ଆହୁରି ୫୦କୋଟି ଟଙ୍କା ଆବଶ୍ୟକ । ହେଲେ କମ୍ପାନୀ ନିକଟରେ

ମାର୍ଚ୍ଚ ସୁଦ୍ଧା ୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କରାଯିବ : ନବୀନ ଜିନ୍ଦଲ

ଭୁବନେଶ୍ୱର: ଆଜି ସଚ୍ଚିବାଳୟ ସ୍ଥିତ ମୁଖ୍ୟମନ୍ତ୍ରୀ ଅଫିସକୁ ଯାଇଥିଲେ ଶିଳ୍ପପତି ନବୀନ ଜିନ୍ଦଲ । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ବାହାରି ନବୀନ ଜିନ୍ଦଲ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଅନୁଗୁଳ ପ୍ଲାଣ୍ଟ ଭଲ ଚାଲିଛି, ଅଗଷ୍ଟ ସୁଦ୍ଧା ଉତ୍ପାଦନ ଦେଢ଼ ଗୁଣା ହେବ ବୋଲି କହିଛନ୍ତି ଜିନ୍ଦଲ । ନବୀନ ଜିନ୍ଦଲ କହିଛନ୍ତି ଆସନ୍ତା ମାର୍ଚ୍ଚ ସୁଦ୍ଧା ୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କରାଯିବ । ଲୁହାପଥର ପାଇଁ କୌଣସି

ପୁରୁଣା ନୋଟ ଜମା ଉପରେ କଟକଣା ହଟିଲା

ମୁମ୍ବାଇ: ବିମୁଦ୍ରାୟନ ପରେ ଟଙ୍କା ଉଠାଣ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ପ୍ରଥମ ଥର ପାଇଁ ପୁରୁଣା ନଗଦ ଟଙ୍କା ଜମା ଉପରେ କଟକଣା ଜାରି କରିଥିଲେ ରିଜର୍ଭ ବ୍ୟାଙ୍କ । ଡିସେମ୍ବର ୩୦ ତାରିଖ ସୁଦ୍ଧା ଜଣେ ବ୍ୟକ୍ତି ଥରକୁ ୫ ହଜାର ଟଙ୍କା ଜମା କରିପାରିବେ ବୋଲି ଯେଉଁ କଟକଣା ଜାରି ହୋଇଥିଲା ତାହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରତ୍ୟାହାର କରାଯାଇଥିବା ସୂଚନା ଦେଇଛନ୍ତି

ତୈଳ,ଗ୍ୟାସ କ୍ଷେତ୍ରରେ ରୁଷ୍‌ ସହ ଚୁକ୍ତିନାମା

ଗୋଆ : ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀ ତଥା ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିମାନ ବନ୍ଦରରୁ ଭାରତ ପକ୍ଷରୁ ସ୍ୱାଗତ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ପ୍ରଧାନମନ୍ତ୍ରୀ ଓ ରୁଷିଆର ରାଷ୍ଟ୍ରପତି ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନାରେ ଭାରତର ପ୍ରତିନିଧିତ୍ୱ କରିବା ସହ ତୈଳ ଓ ଗ୍ୟାସ କ୍ଷେତ୍ରରେ ଦ୍ୱିପାକ୍ଷିକ

ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର:ବୟନ ଓ ପୋଷାକ ଶିଳ୍ପର ବିକାଶ ପାଇଁ  ଦେଶରେ ନୂତନ ନୀତି ପ୍ରଣୟନ କରାଯିବା ଆବଶ୍ୟକ । ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶା ଭଳି ରାଜ୍ୟ ବିଭିନ୍ନ ପ୍ରୋସôାହନ ଓ ସୁବିଧା ଯୋଗାଇ ଦେଉଛି ।  ଏଭଳି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ସଂସ୍ଥା ଗୁଡ଼ିକ ଏହାର ସୁଯୋଗ ନେବାକୁ ଆଗେଇ ଆସିବା ପାଇଁ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମତବ୍ୟକ୍ତ କରିଛନ୍ତି । ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଦୁଇଦିନିଆ

Top