You are here
Home > ଫ୍ୟୁଚର ପ୍ଲସ୍

ଦିଲ୍ଲୀରେ ଗର୍ଜିବ ବିଜେଡି

ଚାଷ ଓ ଚାଷୀ ପ୍ରସଂଗକୁ ନେଇ ଯୋର ଧରିଛି ରାଜ୍ୟ ରାଜନିତୀ । ଚକଡା ପୋକ,ଫସଲ ପୋଡି ସାଙ୍ଗକୁ ଚାଷୀ ଆତ୍ମହତ୍ୟା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥା ବଢାଇ ଦେଇଛି । ଏହାକୁ ପ୍ରସଂଗ କରି ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ବିଜେଡି ଲାଗି ସବୁଠୁ ବେଶୀ ଅଡୁଆ ହୋଇଛି ବିଜେପିର ଆଚରଣ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ବାହାନାରେ ଚାଷୀଙ୍କୁ ନିଜ ପଟକୁ ନେବାକୁ ଅଣ୍ଟା ଭିଡିଛି ବିଜେପି

ଆକ୍ସନ ମୁଡରେ ନାହାନ୍ତି ସୁପ୍ରିମୋ

ତୁଣ୍ଡ ଖୋଲିଲେ ମୁଣ୍ଡ ଗଡୁଥିଲା । ଲକ୍ଷ୍ମଣ ରେଖା ଟପିଲେ ତୁରନ୍ତ କାଯ୍ୟାନୁଷ୍ଠାନ ହେଉଥିଲା । ଇମେଜରେ ଟିକେ ବି ଦାଗ ଲାଗିଲେ ଫଟା ଫଟ ଆକ୍ସନ ମୁଡକୁ ଆସୁଥିଲେ ବିଜେଡି ସୁପ୍ରିମୋ । ହେଲେ ଏବେ ସମୟ ବଦଳିଛି । ଆଗ ଭଳି ଆକ୍ସନ ମୁଡରେ ନାହାନ୍ତି ନବୀନ । ଏମିତିକି ତୁଣ୍ଡ ହୁଡିଲେ ବି ଆଉ ଆକ୍ସନ ମୁଡକୁ ନଆସି ନିରବ ରହୁଛନ୍ତି ନବୀନ । ଆଗ୍ରେସିଭ

ସାହସୀ ଜିତେ

ଗୋଟିଏ ଛେଳି ଥିଲା । ତାର ଗୋଟେ ଛୁଆ ଥିଲା । ଦୁହେଁ ଜଙ୍ଗଲରେ ଚରୁଥିଲେ । ଘାସ ଚରୁ ଚରୁ ଛେଳିକୁ ଶୋଷ ଲାଗିଲା । ତା ଛୁଆକୁ ବି ଶୋଷ ଲାଗିଲା । ଛେଳି କହିଲା, ଚାଲ ପାଣି ପିଇ ଆସିବା ଛୁଆ ବି କହିଲା, ହଁ ମାଆ ଚାଲ ପାଣି ପିଇବା । ପାଇ ପିଇବାକୁ ଛେଳି ନଦୀ ଆଡେ ଚାଲିଲା, ପଛେ ପଛେ ତା

ଲାଲ୍ କିଲ୍ଲାର ନିର୍ମାତା ହିନ୍ଦୁରାଜା

ଲାଲ କିଲ୍ଲା କାହାର? କିଏ ନିର୍ମାଣ କରିଥିଲେ ଲାଲ କିଲ୍ଲା? ମୋଗଲ ଶାସକ ନା ହିନ୍ଦୁ ରାଜା? ମୋଗଲ ସମ୍ରାଟ ଶାହାଜାହନ ନୁହେଁ ବରଂ ହିନ୍ଦୁ ରାଜା ଅନଙ୍ଗପାଳ ଦିଲ୍ଲୀରେ ରେଡ୍ ସାଣ୍ଡଷ୍ଟୋନରେ ଅପୂର୍ବ କଳାକୃତି ଖଚିତ ଏହି ଦୁର୍ଗ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ସମ୍ରାଟ ଶାହଜାହନ ଲାଲ କିଲ୍ଲା ଅକ୍ତିଆର କରିବା ପରେ ଏଥିରେ କିଛି ନବୀକରଣ କାର୍ଯ୍ୟ କରିଥିଲେ । ଏ ସଂପର୍କିତ ବହୁ

ଆଖି ମିଟିକା

ମୂଳ ଲେଖକ: ଆଲେକଜାନ୍ଦ୍ର ରସ୍କିନ ଅନୁବାଦ: ସମ୍ପଦ ମହାପାତ୍ର ବାପାଙ୍କୁ ପିଲାଦିନେ କ୍ଷୀର, ଚା, ପାଣି ଏବଂ ମାଛ ତେଲ ପିଇବାକୁ ମିଳୁଥିଲା । ପିଲାଙ୍କ ବଢିବା ପାଇଁ ମାଛ ତେଲ ସବୁଠୁ ଭଲ ବୋଲି ମନେ କରାଯାଉଥିଲା । କିନ୍ତୁ ଏହାର ସ୍ୱାଦ ଅତି ଖରାପ ଥିଲା । ବାପା ଭାବୁଥିଲେ ମାଛ ତେଲଠୁ ଆଉ ଗନ୍ଧିଆ ଦୁନିଆରେ କିଛି ନାହିଁ । କିନ୍ତୁ ତାଙ୍କ ଧାରଣା ଭୁଲ ଥିଲା

ନବୀନଙ୍କ ଇଶାରା

ମୁହଁ ଖୋଲିଲେ  ବିଜେପି ବିଧାୟକ । ମୋହର ମାରିଲେ ମଖ୍ୟମନ୍ତ୍ରୀ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁକୁ ନିର୍ମାଣକୁ ନେଇ ଏମିତି ଏବେ ଚର୍ଚ୍ଚା । ପୋଲ ନିର୍ମାଣକୁ ନେଇ ନିଜ ଦଳର ପ୍ରଧାନମନ୍ତ୍ରୀଙ୍କୁ ବାର ବାର ସମାଲୋଚନା କରୁଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ପୋଲକୁ ପ୍ରସଙ୍ଗ କରି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଟେଣ୍ଡର ପକ୍ରିୟା ଆରମ୍ଭ ପରେ ନବୀନଙ୍କ

ନିସ୍ତେଜ ତ୍ୱଚାକୁ କରନ୍ତୁ ସତେଜ

ଆମ ତ୍ୱଚାରେ ନିରନ୍ତର ନୂଆ କୋଷିକା ଉତ୍ପନ୍ନ ହୁଏ ଓ ପୁରୁଣା କୋଷିକା ବାହାରିଯାଏ । ପୁରୁଣା କୋଷିକା ପରିଷ୍କାର ହେଲେ ସେହି ସ୍ଥାନରେ ନୂଆ କୋଷିକା ସୃଷ୍ଟି ହୁଏ । ଯଦି ଏହି ପୁରୁଣା କୋଷିକା ଯାହାକୁ ଆମେ ଡେଡ୍୍ ସେଲ୍ସ ବୋଲି କହିଥାଉ, ଠିକ ଭାବରେ ପରିଷ୍କାର ନହୁଏ, ସେହି ସ୍ଥାନରେ ନୂଆ ସେଲ୍ସ ଉଠିବାରେ ଅସୁବିଧା ହେବ । ତ୍ୱଚାରେ ରକ୍ତ ସଞ୍ଚାର ଠିକ୍୍ ଭାବେ

ବାପା ଯେବେ ପିଲା ଥିଲେ

ବାପା ଡାକ୍ତରଙ୍କୁ କାମୁଡ଼ି ଦେଲେ ୟବାପା ଯେତେବେଳେ ଛୋଟ ଥିଲେ ତାଙ୍କୁ ପ୍ରାୟ ସବୁବେଳେ ଥଣ୍ଡା ଧରୁଥିଲା । ସେ କାଶୁଥିଲେ, ଛିଙ୍କୁଥିଲେ । କେବେ ଗଳା ଦଋକ୍ସ ହୋଇଯାଉଥିଲା ତ କେବେ କାନ ବିନ୍ଧୁଥିଲା । ଦିନେ ତାଙ୍କୁ ତାଙ୍କ ବାପା ମାଆ ଡାକ୍ତରଙ୍କ ପାଖକୁ ନେଇଗଲେ । ଡାକ୍ତରଙ୍କ କୋଠରୀ ବାହାରେ ଦୁଆ ମୁହଁରେ ଗୋଟେ ବୋର୍ଡ ଟଙ୍ଗା ହୋଇଥିଲା ଯେଉଁଥିରେ ଲେଖାଥିଲା, କାନ-ନାକ-ଗଳା । ଏଇଟା ଡାକ୍ତରଙ୍କ ନାଁ,

ଦି ଗେଷ୍ଟ ହାଉସ୍୍

ଖୁବଶୀଘ୍ର ବଡ ପରଦାକୁ ଆସିବ ଓଡିଆ ଫିଲ୍ମ ଦି ଗେଷ୍ଟ ହାଉସ୍୍ । ଆଉ ଏହି ଫିଲ୍ମରେ ଓଲିଉଡର ବରିଷ୍ଠ ଅଭିନେତା ଅସୀତ ପତିଙ୍କୁ ଭିନ୍ନ ଭିନ୍ନ ଗେଟଅପରେ ଦେଖିବାକୁ ମିଳିବ । ଖାସକରି ଜଣେ ଗେଷ୍ଟ୍ ହାଉସର କେୟାର ଟେକର୍୍ ଚରିତ୍ର ରଘୁକୁ ନେଇ ବେଶ ଚର୍ଚ୍ଚା । ଖଳନାୟକ ଭାବେ ଅସୀତଙ୍କର ଓଲିଉଡରେ ବେଶ ନାଁ ରହିଛି । ଫିଲ୍ମର କାହାଣୀ ଅନୁସାରେ ଅସୀତ ଫିଲ୍ମରେ ତିନୋଟି

ବିଶେଷଜ୍ଞ ପଦ ଖାଲି, ରୋଗୀ ହନ୍ତସନ୍ତ

ବାଲିଗୁଡ଼ା, (ସାହସ ବୁ୍ୟରୋ): ଲୋକମାନଙ୍କୁ ହାତପାଆନ୍ତାରେ ସ୍ୱାସ୍ଥ୍ୟ ସେବା ଯୋଗାଇ  ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାନା ଯୋଜନା କରୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଡାକ୍ତରଖାନା ଖୋଲା ଯାଉଛି । ହେଲେ ଆବଶ୍ୟକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉନାହିଁ । ଏଥିପ୍ରତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବି ନଜର ନାହିଁ । ଯେଉଁଥିପାଇଁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ

ଶୁଷ୍କ ତ୍ୱଚା ପାଇଁ ବ୍ଲାକହେଡ ସମସ୍ୟା

ଆମ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମ ଚେହେରା । ଚେହେରା ଆକର୍ଷଣୀୟ ଓ ସୁନ୍ଦର ରହିଲେ ଆପଣ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବେ । ତେବେ ଆମମାନଙ୍କ ମଧ୍ୟରୁ କେତକଙ୍କର ଚର୍ମ ସମସ୍ୟା ଦେଖାଯାଇଥାଏ । ଯାହାଫଳରେ କି ଚେହେରା ଅସୁନ୍ଦର ଦେଖାଯାଇଥାଏ । ତେବେ ଚେହେରାକୁ ଅସୁନ୍ଦର କରିବାର ଆଉ ଏକ ପ୍ରମୁଖ କରାଣ ହେଉଛି ବ୍ଲାକହେଡ ସମସ୍ୟା । ବିଶେଷ କରି

ଏକା କଲା କିଏ?

ଭୁବନେଶ୍ୱର: ଉତ୍ତରପ୍ରଦେଶକୁ ବିଜେପି ଦଖଲ କରିବା ପରେ ଚିନ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଜନତା ପରିବାରକୁ ଢାଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଧମକ ଦେଉଥିଲେ, ତାହା ଏବେ ବୁମେରାଂ ହୋଇଛି । ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳର କିଛି ଘଣ୍ଟା ପରେ ହିଁ ନବୀନ ବାହାରିଲେ ଦିଲ୍ଲୀ । କୁହାଗଲା ଯେ ନବୀନ ଭଉଣୀ ଗୀତା ମେହେଟ୍ଟା ଓ ଭାଇ ପ୍ରେମ ପଟ୍ଟନାୟକଙ୍କ ସହ ଦିଲ୍ଲୀରେ

ଅନ୍ତିମ ସଂସ୍କାର

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଭାରତ ସମ୍ବିଧାନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଛି । ପ୍ରାଚୀନ ଯୁଗରେ ରାଜାନୁଗତ ଧର୍ମ ପ୍ରଚଳିତ ଥିଲା । କିନ୍ତୁ ସ୍ୱାଧୀନତା ପରେ ଦେଶରେ ଗଣତନ୍ତ୍ର ଶାସନ ·ଲିଛି । ଭୋଟ ମାଧ୍ୟମରେ ନାଗରିକମାନେ ନିଜର ମତାଧିକାର ପ୍ରୟୋଗ କରି ଶାସକମାନଙ୍କୁ ନିର୍ବାଚିତ କରିଥାନ୍ତି । ଭାରତ ବର୍ଷରେ ବହୁ ଦଳୀୟ ରାଜନୀତିକ ବ୍ୟବସ୍ଥା ପ୍ରଚଳିତ

କାହିଁକି ବାହା ବାହା

 ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ସରକାରୀ ଗଣତି ସରି ଫଳାଫଳ ପଦାକୁ ଆସିଛି । ଏଥରର ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣଭାବେ ସରିଥିବା କହୁଛନ୍ତି କମିଶନ । ହେଲେ ବାସ୍ତବ ସ୍ଥିତି କଣ ତାହା ଅନେକଙ୍କୁ ଭଲ ଭାବରେ ଜଣା । ଏଥର ନିର୍ବାଚନ ଏତେ ହିଂସ୍ର ହୋଇଛି ଯେ, ରାଜ୍ୟର ଅନେକ ସ୍ଥାନରେ ମୁଣ୍ଡ ଗଡିଛି । ୧୫ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।

ଗୋଷ୍ଠୀ ବିବାଦରୁ ଦି’ ଫାଳ

ଭୁବନେଶ୍ୱର: ରାୟଗଡା ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଚିତପଟାଙ୍ଗ ମାରିଛି ।  ୫ଟି ବ୍ଲକର ୮ ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ କେବଳ ଚନ୍ଦ୍ରପୁର ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ଆସନ ବିଜେଡି ହାତେଇଛି । ସେହିପରି ବିଜେପି ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଓ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିଏ ଆସନ ହାତେଇ ଜିଲ୍ଲାରେ ଖାତା ଖୋଲିବାରେ ସକ୍ଷମ ହୋଇଛି । ବଳକା

Top