You are here
Home > ଟୁରିଜିମ୍

ଲାଲ୍ କିଲ୍ଲାର ନିର୍ମାତା ହିନ୍ଦୁରାଜା

ଲାଲ କିଲ୍ଲା କାହାର? କିଏ ନିର୍ମାଣ କରିଥିଲେ ଲାଲ କିଲ୍ଲା? ମୋଗଲ ଶାସକ ନା ହିନ୍ଦୁ ରାଜା? ମୋଗଲ ସମ୍ରାଟ ଶାହାଜାହନ ନୁହେଁ ବରଂ ହିନ୍ଦୁ ରାଜା ଅନଙ୍ଗପାଳ ଦିଲ୍ଲୀରେ ରେଡ୍ ସାଣ୍ଡଷ୍ଟୋନରେ ଅପୂର୍ବ କଳାକୃତି ଖଚିତ ଏହି ଦୁର୍ଗ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ସମ୍ରାଟ ଶାହଜାହନ ଲାଲ କିଲ୍ଲା ଅକ୍ତିଆର କରିବା ପରେ ଏଥିରେ କିଛି ନବୀକରଣ କାର୍ଯ୍ୟ କରିଥିଲେ । ଏ ସଂପର୍କିତ ବହୁ

୮ ତାରିଖ ପର୍ୟ୍ୟନ୍ତ ଦର୍ଶକଙ୍କ ପାଇଁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ: ବଉଳା କୁମ୍ଭୀର ଗଣନା ପାଇଁ (ଆସନ୍ତାକାଲି ଠାରୁ) ୨ରୁ୮ ତାରିଖ ପର୍ୟ୍ୟନ୍ତ ଦର୍ଶକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ୟ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବୋଟ୍ ଯୋଗୁଁ ସାଧାରଣତଃ କୁମ୍ଭୀରମାନେ ଉପରକୁ ଉଠନ୍ତି ନାହିଁ। ଦୁଇ ଓ ତିନି ତାରିଖରେ ବୋଟ୍ ଚଳାଚଳ ବନ୍ଦ ରହିବ। ଅନ୍ୟ ଦିନ ଗୁଡ଼ିକରେ ପ୍ରକୃତ ଗଣନା କାର୍ୟ୍ୟ କରାଯିବ।”ମହାକାଳପଡ଼ା, କନିକା, ଗହୀରମଥା

କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ: ସପ୍ତାହେ ଚାଲିବ ଯାତ୍ରା

କଟକ: ଆଜି ଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ୭ଦିନ ଧରି ଚାଲିବାକୁ ଥିବା ଯାତ୍ରାରେ ୧୩୦୦ ଷ୍ଟଲ ଓ ୪୦୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଦୋକାନ ଖୋଲାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର ବାଲିଯାତ୍ରା  ରାମଦୋଳି, ବ୍ରେକ୍ ଡ୍ୟାନସ ଓ ପିଲାଙ୍କ ପାଇଁ ଚକ୍ରି ଦୋଳି ଭଳି ଦୋଳି ଦେଖିବାକୁ

ପର୍ୟ୍ୟଟକଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା : ପର୍ୟ୍ୟଟକଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ।  ଶିମିଳିପାଳ ବ୍ୟାଘ୍ର ସରଂକ୍ଷଣ ପ୍ରକଳ୍ପର ଉପ-କ୍ଷେତ୍ର ନିର୍ଦ୍ଦେଶକ ଅଜିତ କୁମାର ଶତପଥୀ ସୂଚନା ଦେଇଛନ୍ତି। ଦୀର୍ଘଦିନର ଅପେକ୍ଷା ପରେ ଚଳିତ ମାସ ୧ ତାରିଖରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବଳ ବର୍ଷା କାରଣରୁ ୪ ତାରିଖରୁୁ ବନ୍ଦ କରି ଦିଆଯାଇଥିଲା। ତେବେ ପାଣିପାଗ ଠିକ୍‌ଠାକ୍‌ ହୋଇଯିବାରୁ ଏହାକୁ ପୁଣି ପର୍ୟ୍ୟଟକଙ୍କ ନିମନ୍ତେ ଖୋଲାଯିବାକୁ ନିଷ୍ପତ୍ତି

ବିଶ୍ୱ ଐତିହ୍ୟ ତାଲିକାରେ ଭିତରକନିକା

ଭୁବନେଶ୍ୱର: ବିଶ୍ୱର ୯ଟି ପ୍ରାକୃତିକ ପରିବେଶସ୍ଥଳୀ ମଧ୍ୟରେ ଭିତରକନିକା ଚିହ୍ନଟ ହୋଇଛି । ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ୟୁନିୟନ୍ (ଆଇୟୁସିଏନ୍) ଏକ ୫ ଜଣିଆ ବିଶେଷଜ୍ଞ ଦଳ ଭିତରକନିକାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଓଡିଶା ଆସିଛନ୍ତି । ଏମାନେ ଆସନ୍ତାକାଲି ଏହି ଅଞ୍ଚଳ ଗସ୍ତ କରିବେ । ଆଜି ଏହି ପ୍ରତିନିଧି ଦଳ ସଚିବାଳୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ବୈଠକ କରିଥିଲେ ।

ବାଲେଶ୍ୱର:ପର୍ୟ୍ୟଟକଙ୍କ ଲାଗି ଖୋଲିଲା କୁଲଡ଼ିହା ଅଭୟାରଣ୍ୟ

ବାଲେଶ୍ୱର:ଜୁନ୍‌ ୧୫ ତାରିଖରୁ ବନ୍ଦ ରଖାଯାଇଥିବା କୁଲଡିହା ଅଭୟାରଣ୍ୟ ଖୋଲିଲା । ନୀଳଗିରି ଅଞ୍ଚଳରେ ଥିବା ଏହି ଅଭୟାରଣ୍ୟରେ ହାତୀ,ମୟୂର, ଗୟଳ ଓ ସମ୍ବର ଭଳି ଜୀବଜନ୍ତୁଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ୟ୍ୟଟକ। ବନ ବିଭାଗର ପକ୍ଷରୁ ପର୍ୟ୍ୟଟକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୁଲଡିହା ଜଙ୍ଗଲ ମଧ୍ୟରେ ପର୍ୟ୍ୟଟକଙ୍କ ରହିବା ପାଇଁ ତମ୍ବୁର ବ୍ୟବସ୍ଥା ହୋଇଛି। ଜୀବଜନ୍ତୁ ପାଣି ପିଇବାକୁ ଆସିବାବେଳେ ପର୍ୟ୍ୟଟକମାନେ ସେମାନଙ୍କୁ ଦେଖିପାରିବେ।

କାର୍ତ୍ତିକ ହବିଷ୍ୟାଳି ବ୍ରତ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ସଚିବାଳୟରୁ କାର୍ତ୍ତିକ ହବିଷ୍ୟାଳି ବ୍ରତ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପୁରୀଠାରେ ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ୨ହଜାର ହବିଷ୍ୟାଳିଙ୍କ ପାଇଁ  ରହିବା, ଖାଇବା, ସ୍ୱାସ୍ଥ୍ୟ ତଦାରଖ  ଓ ନିରାପତ୍ତା ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ବର୍ଷରୁ ଅଧିକ ହବିଷ୍ୟାଳିଙ୍କୁ ଏହି ଯୋଜନାରେ  ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ

ଏନ୍ସେଫାଲାଇଟିସ୍ ଆତଙ୍କ: ମୃତୁ୍ୟ ସଂଖ୍ୟା ୪୮ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍ ଏନ୍ସେଫାଲାଇଟିସ୍ ପ୍ରକୋପ କମିବାର ନାଁ ନେଉନାହିଁ  । ଆଜି ସକାଳେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଦୁଇ ଜଣ ଶିଶୁଙ୍କର ମୃତୁ୍ୟ ଘଟିଥିବା ବେଳେ ଦିନ ୧୨ଟାରେ ଆଇସିୟୁରେ ଚିକିତ୍ସାଧୀନ ଥିବା ଆଣେ ଶିଶୁର ମୃତୁ୍ୟ ଘଟିଛି  । ମୃତ ଶିଶୁମାନେ ହେଲେ ମାଥିଲି ବ୍ଲକ ଦୁର୍ଗାଗୁଡା ଗାଁର ଶୁଭମ ନାୟକ, କୋରାକଣ୍ଡା ବ୍ଲକ ଆଲୁର ଗାଁର ଅର୍ଜୁନ ପଡିଆମୀ ଓ କାଲିମେଳା

Top