You are here
Home > କ୍ରାଇମ୍‍

ଗୁଣୁପୁର-ପୁରୀ ଟ୍ରେନରେ ମହିଳାଙ୍କ ମୃତଦେହ :  ଡେଲାଙ୍ଗରୁ ମିଳିଲା ମୁଣ୍ଡ, ପୁରୀରେ ଗଣ୍ଡି

ପୁରୀ  : ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ  ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ । ପୁରୀରେ ଟ୍ରେନରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଛି । ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ୍ ପାଇଖାନାରୁ ମହିଳାଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଛି । ସେପଟେ ଡେଲାଙ୍ଗ ଗାନ୍ଧୀ ପୀଠ ଫାଟକ ନିକଟ ରେଳ ଧାରଣାରୁ ଗୋଟିଏ କଟା ମୁଣ୍ଡ ଉଦ୍ଧାର ହୋଇଛି । ଗଣ୍ଡି ମୁଣ୍ଡ ସେହି ମହିଳାଙ୍କର ବୋଲି ସନ୍ଦେହ

ଅଟୋରେ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାଲିଗୁଡା  : ଅଟୋରେ ଯିବା ସମୟରେ ଯୁବତୀଙ୍କୁ ଦୁଷ୍କର୍ମ । ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ।  ଜିଲ୍ଲାର ସାରଙ୍ଗଡ ଥାନା ଅଂଚଳରେ ଜଣେ ଯୁବତୀ ଘରକୁ ଯିବା ସମୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି । ସେ ଅଟୋରେ ଘରକୁ ଯିବାବେଳେ ତାଙ୍କୁ ଅଭିଯୁକ୍ତଜଣକ ସ୍ଥାନୀୟ ଏକ ହାଇସ୍କୁଲ ପରିସରରେ ଦୁଷ୍କର୍ମ କରିଥିଲା । ଏନେଇ ଥାନାରେ ଏତଲା ଦେବାପରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି

ସ୍ତ୍ରୀକୁ ଅପହରଣ ଉଦ୍ୟମ: ସ୍ୱାମୀକୁ ଛେଚିଲେ ଗ୍ରାମବାସୀ, ଦେଲେ ପୋଲିସ ଜିମା

କଳାହାଣ୍ଡି : ସ୍ୱାମୀ - ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ । ହେଲେ ପବିତ୍ର ସମ୍ପର୍କରେ  ଫାଟ । ସ୍ୱାମୀ ନାମରେ ସ୍ତ୍ରୀକୁ, ବଳପୂର୍ବକ ଅପହରଣ କରାଯିବା ନେଇ ମଧ୍ୟ  ଅଭିଯୋଗ ହୋଇଛି । ଆହୁରି ମଧ୍ୟ ଏପରି ଘଟଣାକୁ ବିରୋଧ କରି ଉଭୟ ସ୍ୱାମୀ ଏବଂ ଗାଡିର ଡ୍ରାଇଭରଙ୍କୁ ଉତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ସୂଚନାଯୋଗ୍ୟ କି, କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରେ ୩ ବର୍ଷ ହେଲା ଅଲଗା ରହୁଥିବା

ସାଇକେଲ ଶିଖାଇଦେବାକୁ ଡାକିନେଇ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା

ଭୁବନେଶ୍ବର : ପୁଣି ଜଣେ ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଶିକାର । ରଜରେ ସାରା ରାଜ୍ୟ ମଉଜ କରୁଥିବା ବେଳେ ପ୍ରାଣ ହରାଇଛି ବେତନଟୀ ଗରୁଡ଼ବସା ଗାଁର ଜଣେ ଆଦିବାସୀ ନାବାଳିକା  ଜଙ୍ଗଲ ଭିତରେ ପଡ଼ିଛି ଜଣେ ନାବାଳିକା ଝିଅର ମୃତଦେହ । ରଜ ପାଇଁ ସେ ନୂଆ ଡ୍ରେସ୍ ପିନ୍ଧିଥିଲା । ଖୁସି ମନରେ ଗାଁ ଦାଣ୍ଡରେ ବଲୁଥିଲା । ହେଲେ ଆଜି ମିଳିଛି ତାର ମୃତଦେହ

ଲଭ୍‌-ସେକ୍ସ-ଧୋକା : ବାହା ହେବାକୁ କହି ଶାରୀରିକ ସଂପର୍କ ରଖିବା ପରେ ପ୍ରେମିକ ଅନ୍ୟତ୍ର ବିବାହ କରୁଥିବା ଜାଣି ଥାନାର ଅଭିଯୋଗ କଲେ ପ୍ରେମିକା

ବାଲେଶ୍ବର : ଦୋକାନରେ କାମ କରିବାବେଳେ ଗ୍ରାହକ ଭାବେ ହୋଇଥିଲା ପ୍ରଥମ ଦେଖା । ବାସ ତାପରେ ପରିଚୟ,ଦେଖା ଚାହାଁ ଆଉ ପ୍ରେମ । ପ୍ରେମ ଆଗକୁ ବଢି ବିବାହ ଆଡକୁ କଥାଯାଇଥିଲା । ବିଭାହ କରିବାକୁ ପ୍ରେମିକାକୁ ପ୍ରତିଶୃତି ଦେିଥିଲେ ପ୍ରେମିକ ।  ଆଉ ଏହି ପ୍ରତିଶୃତି ପାଇ ପ୍ରେମିକ ସହ ଏକାଠି ରହୁଥିଲେ ଯୁବତୀ,ପ୍ରଲୋଭନ ଦେଇ ଶାରୀରିକ ସଂପର୍କ ବି ରଖିଲେ । ହେଲେ ଶେଷକୁ ଧୋକ୍କା

କେନ୍ଦ୍ରାପଡାରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ,ଥାନାରେ ଏତଲା ଦେଲେ ବାପା

ପଟ୍ଟାମୁଣ୍ଡାଇ  : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପେଣ୍ଠରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ହୋଇଛି। ଗତ ଦୁଇ ଦିନ ହେଲା ଏହି ଅଶୀଳ ଭିଡିଓ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି । ରାଜନଗର ବ୍ଲକର ପେଣ୍ଠ ବେଳାଭୂମିରେ ଏହି ଅଶ୍ଳୀଳ ଭିଡିଓ ଓ ଫଟୋ ଉଠାଯାଇଛି । ଏନେଇ ଛାତ୍ରୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ

ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର

ବାରିପଦା : ପୋଲିସ୍ ଜାଲରେ ନକଲି ଆଇଏଏସ୍ ଅଫିସର । ଫେସବୁକରେ ଫେକ୍ ବୁକ୍ ଆଇଡି କରି ବାବୁ ଚଳାଇଥିଲେ କାରସାଦି । ନକଲି ଆଇଏଏସ୍ ଅଫିସରର ପରିଚୟ ଦେଇ ସାଦି କରିବା ଠାରୁ ଆରମ୍ଭ କରି ଅନେକ ପ୍ରକାର ଠକି ଚାଲିଥିଲେ । ତେବେ ଜଣେ ଆଇଏଏସ୍ ଅଫିସର ଜିଲ୍ଲା ଆଇବି-ରେ ନରହି, ଛତୁଆ ସେଣ୍ଟରରେ ରହିବା କାଳ ହେଲା । ହାବଭାବକୁ ଲୋକେ ସନ୍ଦେହ କଲେ, ଆଉ

ଫୁଡ ଜଙ୍କସନରେ ପଡିଲା ବୋମା…ଖେଳିଗଲା ଆତଙ୍କ

ଭୁବନେଶ୍ୱର,: ସମୟ ରାତି ପ୍ରାୟ ସାଢ଼େ ୯ । ସ୍ଥାନ ବାପୁଜୀନଗରର ଫୁଡ ଜଂକସନ । ହଠାତ ଖେଳିଗଲା ଆତଙ୍କ । ଶୁଭିଲା ପ୍ରଚଣ୍ଡ ଶବ୍ଦ । ଚାହୁଁଚାହୁଁ ପୂରା ଏରିଆ ବିି ଧୂଆଁମୟ ହୋଇଗଲା । ଯିଏ ଯୁଆଡେ ପାରିଲେ ଜୀବନ ବିକଳେ ଦୌଡିଲେ । ଅକସ୍ମାତ ବୋମାମାଡ଼ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀନଗରରେ ଥିବା ଫୁଡ ଜଂକସନରେ । ତେବେ କିଏ

ପୂର୍ବତନ ବିଧାୟକଙ୍କ ଗାଡିକୁ ବୋମାମାଡ଼

ଢ଼େଙ୍କାନାଳ,: ବୋମାମାଡ଼ । ତାହା ପୁଣି ପୂବର୍ତନ ବିଧାୟକଙ୍କ ଗାଡି ଉପରକୁ । ଆଜି ଢ଼େଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଯଦିଓ ଏଥିରେ ବିଶେଷ କିଛି କ୍ଷତି ହୋଇନାହିଁ ତଥାପି ବୋମାମାଡ଼ରେ ଗାଡିର ପଛ କାଚ ଭାଙ୍ଗିଯାଇଛି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ନୂଆ ଠାକୁରପାଳ ଅଞ୍ଚଳରୁ ପରିଦର୍ଶନରେ ଯାଇଥିଲେ

ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନ ଲାଗି ଚାଲିଗଲା ୧୪ ଜୀବନ

ଝାରଖଣ୍ଡ,: ଡାକ୍ତର ଓ ନର୍ସଙ୍କ ଅଚାନକ ଆନ୍ଦୋଳନ ଯୋଗୁ ୧୪ ଜଣ ରୋଗୀଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରଖଣ୍ଡରେ । ରିପୋର୍ଟ ଅନୁସାରେ, ଝାରଖଣ୍ଡରେ ରହିଛି ରିମ୍ସ(ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ) । ଶୁକ୍ରବାର ଜଣେ ରୋଗୀ ସେଠାକୁ ଚିକିତ୍ସା ହେବାକୁ ଆସିଥିଲେ । ତେବେ ସେଠାରେ ଡ୍ୟୁଟି କରୁଥିବା ନର୍ସ ଗୀତା ଦେବୀ ତାଙ୍କୁ ଏକ ଇଞ୍ଜକ୍ସନ ଦେବା ପରେ ଅଚାନକ

ଦେହବ୍ୟବସାୟ ଆଡ୍ଡାରେ ଚଢଉ : ତାମିଲ ଅଭିନେତ୍ରୀ ସଂଗୀଥା ଗିରଫ

ଚେନ୍ନାଇ: ଜଣାଶୁଣା ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ସଂଗୀଥା ବାଲନ ଚେନ୍ନାଇ ସହରର ଇଷ୍ଟକୋଷ୍ଟ ରୋଡ ସ୍ଥିତ ଏକ ଘରୋଇ ରିସୋର୍ଟରେ ଦେହବ୍ୟବସାୟ ର୍ୟାକେଟ ଚଳାଉଥିବା ଅଭିଯୋଗରେ ତାଙ୍କୁ ଚେନ୍ନାଇ ପୋଲିସ୍ ଗିରଫ କରିଛି । ସଂଗୀଥା ଯୁବତୀମାନଙ୍କୁ ନିଯୁକ୍ତି ଦେବା ଏବଂ ବିଭିନ୍ନ ଟିଭି ସୋ’ରେ କାର୍ଯ୍ୟ କରାଇଦେବା ବାହାନାରେ ଆଣି ସେମାନଙ୍କୁ ଦେହବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ । ସଂଗୀଥା ଦୀର୍ଘଦିନ ଧରି ବିଭିନ୍ନ

ଜଖମ ହେଲା କାବୁଲି…ଏନକାଉଣ୍ଟର କଲା ନୟାଗଡ଼ ପୁଲିସ

ନୟାଗଡ଼,: ଏକାଧିକ ଅପରାଧ ମାମଲାରେ ଜଡିତ ରହି ପୁଲିସକୁ ଚକମା ଦେଇ ଆସୁଥିବା କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର । ନୟାଗଡ଼ ପୁଲିସ କୁଖ୍ୟାତ ଅପରାଧୀ କାବୁଲି ଖାଁକୁ ଏନକାଉଣ୍ଟର କରିଛି । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛି କାବୁଲି । ତା’ ଗୋଡରେ ଗୁଳି ବାଜିଛି । ଚିକିତ୍ସା ଲାଗି ତାକୁ ହସପିଟାଲରେ ଭର୍ତ୍ତି କରାଯାଇଛି । କାବୁଲି ନାଁରେ ବିଭିନ୍ନ ଥାନାରେ ପାଖାପାଖି

ଚିକିତ୍ସାରେ ଅବହେଳାକୁ ନେଇ କିମ୍ସରେ ଉତ୍ତେଜନା

ଭୁବନେଶ୍ୱର,: ଚିକିତ୍ସାରେ ଅବହେଳାକୁ ନେଇ କିମ୍ସ ହସପିଟାଲରେ ଉତ୍ତେଜନା । ଡାକ୍ତରଙ୍କ ଅବହେଳା ଯୋଗୁ ଅକାରଣେ ଚାଲିଗଲା ମା’ ଓ ଛୁଆର ଜୀବନ । ଏଭଳି ଅଭିଯୋଗ ଆଣି ମୃତକଙ୍କ ସମ୍ପର୍କୀୟ ହୋହାଲ୍ଲା କରିବା ସହ ଧାରଣା ଦେଇଛନ୍ତି । ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ବି ଏଯାବତ ଉତ୍ତେଜନା ଥମିନଥିବା ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁସାରେ, ଟାଙ୍ଗିବନ୍ତ ଅଞ୍ଚଳର ଜଣେ ପ୍ରସୂତୀଙ୍କୁ ଗତ ୧୧ ତାରିଖରେ କିମ୍ସରେ ଭର୍ତ୍ତି

ଶିକ୍ଷକଙ୍କୁ ହାଣି ହତ୍ୟା, ବର୍ତ୍ତିଲାନି ନାବାଳିକା ଝିଅ

ବରଗଡ଼,: ଶିକ୍ଷକଙ୍କୁ ଟାଙ୍ଗୀଆରେ ହାଣି ହତ୍ୟା । ଏଭଳି ଏକ ଘଟଣା ଘଟିଛି ଖଇରିପଲ୍ଲୀ ଗାଁରେ । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛି ତାହା ଏଯାବତ ଜଣାପଡିନାହିଁ । ମୃତ ଶିକ୍ଷକଙ୍କ ନାଁ ସାଧୁ ଚରଣ ପ୍ରଧାନ । ସବୁଠୁ ବଡ଼ କଥା ହେଉଛି ଏଥିରେ ସାଧୁଙ୍କ ନା ବାଳିକା ଝିଅ ମଧ୍ୟ ଗୁରୁତର ଆହତ ହୋଇଛି । ତାଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି

କାରରୁ ମିଳିଲା ସହକାରୀ ଯନ୍ତ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ବିଏମସି ସହକାରୀ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର । କାର ଭିତରୁ ମିଳିଥିବା ମୃତଦେହକୁ ନେଇ ଉପୁଜିଛି ସନ୍ଦେହ । ଗାଡିଟି ଦୁର୍ଘଟଣାଗସ୍ତ ହୋଇଥିବା ବେଳେ ସହକାରୀ ଯନ୍ତ୍ରୀଙ୍କ ଦେହରେ ନାହିଁ ଟିକେ ବି କ୍ଷତ । ଯାହାକି ସନ୍ଦେହକୁ ଆହୁରି ଦୃଢ଼ିଭୁତ କରୁଛି । ସେପଟେ ହାଟଆର୍ଟାକକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏପରିସ୍ଥଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ରିପୋର୍ଟ ଆସିବା ପରେ

Top