You are here
Home > କୃଷି

ଅକ୍ଷିମୁଠି ଅନୁକୂଳ କଲେ ନବୀନ: ରାଜ୍ୟସ୍ତରୀୟ କୃଷକ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ନାକଚି ଗ୍ରାମରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଖିମୁଠି ଅନୁକୂଳ କରିଛନ୍ତି । ରାଜ୍ୟରେ ସମସ୍ତ ଚାଷୀମାନେ ଅକ୍ଷୟ ତୃତୀୟା ପାଳନ କରୁଥିବା ବେଳେ ସରକାରୀ ଭାବେ ଏହି ଦିନଟିକୁ କୃଷକ ଦିବସ ଭାବେ ପାଳନ କରାଯାଉଛି । ରାଜ୍ୟସ୍ତରୀୟ କୃଷକ ଦିବସ

ମହିଳା ଚାଷୀଙ୍କୁ ରାଜ୍ୟ ସରକାର ଦେବେ ଆଣ୍ଟ୍ରଏଡ ଫୋନ

ଭୁବନେଶ୍ୱର : ରାଜ୍ୟ ସରକାର ପୁରୁଷଙ୍କ ପରେ ଏବେ ମହିଳା ଚାଷୀଙ୍କୁ ଆଣ୍ଟ୍ରଏଡ ଫୋନ ଦେବେ । ଆସନ୍ତା ଖରିଫ ଋତୁରେ ସମବାୟ ବିଭାଗ ପକ୍ଷରୁ ଏହି ସ୍ମାର୍ଟ ଫୋନ୍‌ ମହିଳା ଚାଷୀଙ୍କୁ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି, ‘‘ପୂର୍ବରୁ ପୁରୁଷ ଚାଷୀଙ୍କୁ ଫୋନ୍ ଦିଆଯାଇଛି। ଏବେ ମହିଳାଙ୍କୁ ଦିଆଯିବ। ଏହି ଫୋନ୍‌ ସାହାଯ୍ୟରେ ଚାଷ, ପାଣିପାଗ ଓ

ରେଙ୍ଗାଲି  ତାଲବ ଗାଁ ନିକଟରେ ଶାସନ କେନାଳରେ ୨୦ଫୁଟର ଘାଇ , ୭ଶହ ହେକ୍ଟର ଜମିରେ ପାଣି ମାଡିଗଲା

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି  ତାଲବ ଗାଁ ନିକଟରେ ଶାସନ କେନାଳରେ ୨୦ଫୁଟର ଘାଇ । ଏଥି ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ, ୭ଶହ ହେକ୍ଟର ଜମିରେ ପାଣି ମାଡିଯାଇଛି। ଫଳରେ ଚାଷୀଙ୍କ ତଳି,ବିହନ ସବୁ ନଷ୍ଟ ହୋଇଯାଇଛି। ଜଳସେଚନ ବିଭାଗର ଅବହେଳା, ଶାସନ କେନାଳ ମରାମତିରେ ବ୍ୟାପକ ଦୁର୍ନୀତି ଓ ନିମ୍ନ ମାନର କାମ ଯୋଗୁ ଏପରି ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ରବି ଚାଷ

୧୫ ଜିଲ୍ଲା ପାଇଁ କେନ୍ଦ୍ର ଏଫ୍ଏକୁ୍ୟ ମାନ କୋହଳ କଲା

ଭୁବନେଶ୍ବର :ଓଡ଼ିଶାର ୧୫ଟି ଜିଲ୍ଲା ପାଇଁ କେନ୍ଦ୍ର ସରକାର ଧାନ କିଣାରେ ଫେୟାର୍ ଆଭରେଜ୍ କ୍ବାଲିଟି ‘ଏଫ୍ଏକୁ୍ୟ’ ମାନ କୋହଳ କରିଛନ୍ତି। ଆଜି କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ୧୫ ଜିଲ୍ଲାରେ ଚାଷୀଙ୍କ ପାଇଁ ଏଫଏକୁ୍ୟ ମାନ କୋହଳ କରାଯାଇଛି ବୋଲି କେନ୍ଦ୍ର ଖାଦ୍ୟ, େଯାଗାଣ ଓ ଖାଉଟି କଲ୍ୟାଣ ମନ୍ରୀ ରାମ ବିଳାସ ପାଶଓ୍ବାନ୍ ଆଜି କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି

ନକଲି ସାର ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ପ୍ରଦୀପ ମହାରଥୀ

ଭୁବନେଶ୍ୱର: ରୋଗପୋକ ଲାଗି ଫସଲ ନଷ୍ଟ ପ୍ରସଙ୍ଗକୁ ନେଇ ସାର ନକଲି ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଗୁରୁବାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି । ଫସଲରେ ବ୍ୟବହୃତ ହେଉଥିବା ସାର ନକଲି ପ୍ରମାଣିତ ହେଲେ ଉଭୟେ ବ୍ୟବସାୟୀ ଓ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ମହାରଥୀ ଚେତାବନୀ ଦେଇଛନ୍ତି । ସମ୍ପୃକ୍ତ ବ୍ୟବସାୟୀ ଗିରଫ

ଜଳ ବିଭାଜିକା ପ୍ରକଳ୍ପ ଉଦଘାଟିତ

ଗଜପତି: ମୋହନା ବ୍ଲକର ବିରିକୋଟରେ ଜଳ ବିଭାଜିକା ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଆଦିବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ପାଇଁ କ୍ୟାଥୋଲିକ୍ ରିଲିଫ୍ ସର୍ଭିସ୍, (ସିଆରଏସ୍) ଏବଂ ନାବାର୍ଡ ପୁଞ୍ଜି ନିବେଶ କରୁଛନ୍ତି । ରାୟଗଡ଼ାର ସ୍ୱେଚ୍ଛାସେବୀ ସଂଗଠନ ସୋସାଇଟି ଫର୍ ୱେଲଫେୟାର୍ ଆନିମେସନ୍ ଆଣ୍ଡ ଡେଭଲପମେଣ୍ଟ, ସ୍ୱାଦ୍ ଜଳ ବିଭାଜିକା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବ । ଏହି ଜଳ ବିଭାଜିକା ପ୍ରକଳ୍ପ ଅଧୀନରେ

ଚାଷୀଙ୍କ ଲାଗି ଖୁସି ଖବର :ଏନ୍‌ଆର୍‌ଆରଆଇ ବୈଜ୍ଞାନିକଙ୍କ ଦ୍ୱାରା ୭ଟି ନୂଆ ଧାନ ଉଦ୍ଭାବନ,୭ ଦିନ ପାଣିରେ ବୁଡି ରହିଲେ ବି ହେବନି ନଷ୍ଟ

କଟକ : କଟକର ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆରଆର୍‌ଆଇ)ର ବୈଜ୍ଞାନିକମାନେ ୭ଟି ନୂଆ କିସମର ଧାନ ଉଦ୍ଭାବନ କରିଛନ୍ତିା ଏହି କିସମର ଧାନ ମଧ୍ୟରୁ କେତେକ ଅତି ଅଳ୍ପ ପାଣିରେ ଉତ୍ପାଦନ ହୋଇ ପାରିବ ବୋଲି କୁହାଯାଉଥିବା ବେଳେ କେତେକ ଧାନ ବନ୍ୟା ପାଣିରେ ବୁଡି ରହିଲେ ବି ନଷ୍ଟ ହେବ ନାହିାଁ ଏହା ବ୍ୟତୀତ ଗୋଟିଏ କିସମର ଧାନରୁ ପ୍ରସ୍ତୁତ ଚାଉଳରେ ବିରିଆନି, ଫ୍ରାଏଡ୍‌

କ୍ଷତିଗ୍ରସ୍ତ କୃଷକଙ୍କୁ ମିଳିବ ବୀମା ରାଶି

ଭୁବନେଶ୍ୱର, ଓଡିଶାରେ ଗତ ବର୍ଷ ମରୁଡି ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କେନ୍ଦ୍ର ବୀମା ରାଶି ମିଳିବ ।  ଓଡିଶା ସରକାର ଧ୍ୟାର୍ଯ୍ୟ ତାରିଖର ସାଢେ ଚାରି ମାସ ପରେ ଫସଲ ଅମଳର ବିବରଣୀ ପ୍ରଦାନ କରିଥିଲେ । ଅର୍ଥାତ ୨୦୧୫ ଖରିଫ ଫସଲ କଟା ରିପୋର୍ଟ ଅଗଷ୍ଟ ୧୦, ୨୦୧୬ରେ ଏଗ୍ରିକଲଚର ଇନସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆକୁ ପ୍ରଦାନ କରାଯାଇଥିଲା । ନିୟମ ଅନୁସାରେ ଫସଲ କଟା ରିପୋର୍ଟ

ଅସ୍ଥିର ନବୀନ !

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ନବୀନ ପଟ୍ଟନାୟକ କି ଆଭିମୁଖ୍ୟ ଗ୍ରହଣ କରିବେ ତାକୁ ନେଇ ଏବେବି ଦ୍ୱନ୍ଦ୍ୱରେ । କେବେ ତାଙ୍କ ନିଦେ୍ର୍ଦଶରେ ବିଜେଡି ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଦେଉଛି ପୁଣି କେବେ ବିଧାନସଭାକୁ ଅଚଳ କରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଉଛି । ସଂସଦରେ ଗତ ଜୁଲାଇ ୨୭ରେ ବିଜେଡି ସାଂସଦଙ୍କ ଜରିଆରେ ମହାନଦୀ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ମଧ୍ୟ କରାଇଛନ୍ତି ନବୀନ ।

Top