You are here
Home > କର୍ପୋରେଟ୍ (Page 2)

“ଲୋକଙ୍କ ଖର୍ଚ୍ଚ ଶୈଳୀ ବଦଳିବ”: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଏକ ରୁଟିନ୍ ସରକାର ନୁହେଁ । କଳାଧନ ଉପରେ ଅଙ୍କୁଶ ଲଗାଇବାକୁ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ଥିଲା । ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ନିଷ୍ପତ୍ତିର ଲାଭ ଦେଶକୁ ମିଳିବ । ତେବ ଆସନ୍ତା ୩-୪ ସପ୍ତାହ ମଧ୍ୟରେ ମୁଦ୍ରାର ସମସ୍ୟା ସମାଧାନ ହେବ । ଦେଶର ୮୫ ପ୍ରତିଶତ ଅର୍ଥ ୫୦୦ ଏବଂ ୧୦୦୦ଟଙ୍କାରେ ଥିଲା । ସେଥି ମଧ୍ୟରୁ ଅଧିକାଂଶ

କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ:୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ

ନୂଆଦିଲ୍ଲୀ: କଳାଧନ ଉପରେ ଆଜି  ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଆଜି ମଧ୍ୟରାତ୍ର ଠାରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଚଳିବନି  । ନୋଟ୍‌ ପ୍ରଚଳନ ଉପରେ ନିଷେଧାଦେଶ ଜାରି ହୋଇଛି  । ଆଜି ମଧ୍ୟରାତ୍ର ଠାରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ସଂଧ୍ୟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

4 ଥାକିଆ GST ହାର ଘୋଷଣା→ ଆମ ଆଦିମ୍ ଖୁସ; କିନ୍ତୁ କାର ହେବ ମହଙ୍ଗା

ନୂଆଦିଲ୍ଲୀ ଘୋଷଣା ହେଲା ଗୁ଼୍ଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ(GST) ହାର। ଗୁରୁବାର GST କାଉନସିଲ୍ ବୈଠକରେ ୪ ଥାକିଆ ଜିଏସଟି ହାର ନିଷ୍ପତ୍ତି ହୋଇଛି । ଏଣିକି ବିଭିନ୍ନ ଦ୍ରବ୍ୟ ଓ ସେବା ଲାଗି 5, 12, 18 କିମ୍ବା 28 ପ୍ରତିଶତ ଟ୍ୟାକ୍ସ ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ସର୍ବନିମ୍ନ ଜିଏସଟି ଦର ୫ ପ୍ରତିଶତ ଏବଂ ସର୍ବାଧିକ ୨୮ ପ୍ରତିଶତ

ମୁଦ୍ରା ଯୋଜନାର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଓଡିଶାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ପ୍ରଦାନ କାର୍ଯ୍ୟକ୍ରମକୁ ମଙ୍ଗଳବାର ଦିନ ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରାୟତ ବ୍ୟାଙ୍କ ମାନଙ୍କର ରାଜ୍ୟ ମୁଖ୍ୟ ଓ ବରିଷ୍ଠ ପ୍ରତିନିଧି ସମେତ କେନ୍ଦ୍ର ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୨୦୧୫- ୧୬ ଆର୍ଥିକ ବର୍ଷରେ ୨୩ ଲକ୍ଷ

‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍’ : ୧୧ନମ୍ବରରେ ଓଡ଼ିଶା

ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ଓ ଡିପାର୍ଟମେଣ୍ଟ୍ ଅଫ୍ ଇଣ୍ଡଷ୍ଟ୍ରୀଆଲ୍ ପଲିସ୍ ଆଣ୍ଡ୍ ପ୍ରୋମୋସନ୍‌ (ଡିଆଇପିପି) ପକ୍ଷରୁ କରାଯାଇଥିବା ‘ଇଜ୍ ଅଫ୍ ଡୁଇଙ୍ଗ ବିଜ୍‌ନେସ୍’ ବା ‘ବ୍ୟବସାୟ ପାଇଁ ପରିବେଶ ସୃଷ୍ଟି କରିବା’ ତାଲିକାରେ ଓଡ଼ିଶା ୧୧ ନମ୍ବର ସ୍ଥାନକୁ ଖସି ଯାଇଛି। ଗତବର୍ଷ ଓଡ଼ିଶା ଏହି ସର୍ଭେରେ ୭ ନମ୍ବର ସ୍ଥାନରେ ଥିଲା। ଏହି ତାଲିକାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ୧ ନମ୍ବର ସ୍ଥାନରେ ରହିଛନ୍ତି। ଦେଶର ୩୨ଟି ରାଜ୍ୟ

ଏସ୍‌ବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କର ଗୃହ ଋଣ ଇଏମ୍‌ଆଇ କମିବ

ମୁମ୍ବାଇ : ଦେଶର ଦୁଇଟି ବୃହତ୍‌ ବ୍ୟାଙ୍କ  ରାଷ୍ଟ୍ରାୟତ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଏବଂ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ଆଜି ସେମାନଙ୍କ ଋଣ ସୁଧ ହାର ହ୍ରାସ ଘୋଷଣା କରିଛନ୍ତି।  ଆଇସିଆଇସିଆଇ ବ୍ୟାଙ୍କ ଏହାର ଋଣ ସୁଧ ହାରରେ ୦.୧୦ ପ୍ରତିଶତ ହ୍ରାସ ଘୋଷଣା କରିଥିବାବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୦.୧୫ ପ୍ରତିଶତ ହ୍ରାସ ଘୋଷଣା କରିଛି। ଏହା ଫଳରେ ଆଗାମୀ ଦିନରେ ଏହି ବ୍ୟାଙ୍କର ଗ୍ରାହକମାନେ କମ୍‌ ସୁଧ

ଓଡ଼ିଶା ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ :  ବଢ଼ିବନି କୋଇଲା ରୟାଲିଟ୍ ଦର

ଭୁବନେଶ୍ବର : ଓଡିଶାର କୋଇଲା ରୟାଲିଟି ଦର ବୃଦ୍ଧି ଦାବିକୁ ଅଗ୍ରାହ୍ୟ କରିଛନ୍ତି କେନ୍ଦ୍ର ସରକାର । "କୋଇଲାର ରୟାଲିଟି ଦର ବୃଦ୍ଧି ହେଲେ ବିଦ୍ୟୁତ ଦର ବଢ଼ିବ । ଫଳରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେବେ । ସେଥିପାଇଁ ଏବେ କୋଇଲା ରୟାଲିଟି ଦର ବୃଦ୍ଧି କରି ହେବ ନାହିଁ "ବୋଲି କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ବରୁପ କହିଛନ୍ତି । ଓଡିଶା ଗସ୍ତରେ ଆସିଥିବା ଅନୀଲ

Top