You are here
Home > ଏଣ୍ଟରଟେନମେଣ୍ଟ (Page 2)

ଓଡିଆ ପୁଅ ଶିଳ୍ପୀ ପ୍ରଦ୍ୟୁମ୍ନ ମହାନନ୍ଦିଆଙ୍କ ପ୍ରେମ କାହାଣୀକୁ ନେଇ ହେବ ହଲିଉଡ ସିନେମା  

ଭୁବନେଶ୍ୱର: ବାସ୍ତବରେ ପ୍ରେମର କିଛି ସୀମା ନଥାଏ । ଏମିତି ଅନେକ ପ୍ରେମ କାହାଣୀ ଲୋକଙ୍କ ପାଇଁ ଉଦାହରଣ ସାଜିଛି। ଏମିତି ଏକ ପ୍ରେମ କାହାଣୀ ଓଡିଆ ପୁଅ ପ୍ରଦ୍ୟୁମ୍ନଙ୍କ କ୍ଷେତ୍ରରେ ଘଟିଛି। ଏବେ ତାଙ୍କର କାହାଣୀର ସତ୍ୟତାକୁ ନେଇ ହେବାକୁ ଯାଉଛି ହଲିଉଡ୍ ଚଳଚ୍ଚିତ୍ର। ଆନ୍ତର୍ଜାତିକ ସ୍ତରର ଖ୍ୟାତନାମା ପ୍ରତିକୃତି ଶିଳ୍ପୀ ପ୍ରଦ୍ୟୁମ୍ନ ମହାନନ୍ଦିଆ ଯୁବାବସ୍ଥାରେ ସ୍ୱିଡେନର ଏକ ଯୁବତୀଙ୍କ ପ୍ରେମ ପଡିଥିଲେ ।  ଓଡିଆ ପୁଅ ପ୍ରଦ୍ୟୁମ୍ନ କୁମାର

୨୭ ବର୍ଷ ପରେ ଫେରିଲେ:‘ସଡକ ୨’ରେ ସଂଜୟ

ଭୁବନେଶ୍ବର:ବଲିଉଡର ବିଶିଷ୍ଟ ଡାଇରେକ୍ଟର ମହେଶ ଭଟ୍ଟ ୧୯୯୧ ରେ ହିଟ୍ ଫିଲ୍ମ ସଡକର ସୀକ୍ୱେଲ ତିଆରି କରିବାକୁ ଯାଉଛନ୍ତି । ୨୭ ବର୍ଷ ପରେ ସଂଜୟ ଦତ ଓ ପୂଜା ଭଟ୍ଟଙ୍କ ଯୋଡିକୁ ଆଉ ଥରେ ପୁଣି ଦର୍ଶକଙ୍କୁ ଦେଖିବାକୁ ମିଳିବ । ଫିଲ୍ମିର ବାକି କଳାକାରଙ୍କ ବିଷୟରେ କିଛି କୁହାଯାଇନାହିଁ, କିନ୍ତୁ ‘ସଡକ ୨’ସେଟର କିଛି ଫୋଟ ସାମନାକୁ ଆସିଛି । ଏହି ଫଟୋଟି ମହେଶ ଭଟ୍ଟଙ୍କ ଝିଅ ଅଭିନେତ୍ରୀ

ରଙ୍ଗବତୀର ଆଉ ଏକ ନୂଆ ରୂପ । ନାଇଜେରିୟ ଗାୟକଙ୍କ ସ୍ବରରେ ରଙ୍ଗବତୀ

ଭୁବନେଶ୍ବର:ରଙ୍ଗବତୀ ଗୀତ ପୁରୁଣା ମଦ। ଯେତେ ପୁରୁଣା ହେଉଛି ଏହା ସେତେ ଅଧିକ ଲୋକଙ୍କୁ ନିଶାଗ୍ରସ୍ତ କରୁଛି। ଧିରେ ଧିରେ ଏହାର ନୂଆ ନୂଆ ରୂପ ମଧ୍ୟ ପ୍ରକାଶ ପାଉଛି। ନିକଟରେ ସୋନା ମହାପାତ୍ରଙ୍କ କୋକ୍‌ ଷ୍ଟୁଡିଓ ରଙ୍ଗବତୀ ଗୀତ ଯେତିକି ଲୋକପ୍ରିୟ ହୋଇଥିଲା ସେତିକି ବିବାଦୀୟ ହୋଇଥିଲା। ଆଉ ଏବେ ଆସିଛି ରଙ୍ଗବତୀର ଆଉ ଏକ ନୂଆ ରୂପ। ଯେଉଁଥିରେ ଜଣେ ନାଇଜେରିୟ ଗାୟକ ଗାଉଛନ୍ତି ରଙ୍ଗବତୀ। ରଙ୍ଗବତୀର ଇଏ

ଏଫଆଇଆର ଉପରେ ଲାଗିଲା ରୋକ୍ ,ପ୍ରିୟା ଓ୍ଵାରିୟରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ଵସ୍ତି

 ଭୁବନେଶ୍ବର : ମାଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିୟରଙ୍କକୁ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବଡ଼ ଆଶ୍ଵସ୍ତି ମିଳିଛି।  କୋର୍ଟ ପ୍ରିୟା  ପ୍ରକାଶଙ୍କ ବିରୋଧରେ ଥିବା ଏଫଆଇଆର ଉପରେ ରୋକ୍ ଲଗାଇଛନ୍ତି। ଏହା ସହିତ କହିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ  ଏହା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ପ୍ରକ୍ରିୟା ନିଆଯାଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ ପ୍ରିୟା  ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇ ନିଜ ବିରୋଧରେ ହାଇଦ୍ରାବାଦରେ ଦାୟର ହୋଇଥିବା ଏତଲାକୁ ବନ୍ଦ କରିବା ପାଇଁ

ଅରୁ ଆଦାର  ଲଭ୍ର ଆଉ ଏକ ଟିଜର, ବୟଫ୍ରେଣ୍ଡ ରୋସନ୍‌ ଅବଦୁଲ୍ ରହୁଫ୍‌ ଙ୍କୁ କ୍ଲାସ୍‌ ରୁମ୍‌ରେ ଟିଜ୍‌ କରୁଛନ୍ତି ପ୍ରିୟା କେଇ ଘଣ୍ଟାରେ ଦେଖିଲେ ୩୯ ଲକ୍ଷ ଦର୍ଶକ

ଭୁବନେଶ୍ବର :   ମାଲାୟାଲମ୍‌ ଫିଲ୍ମ ଓରୁ ଆଦାରର  ଗୀତ ଫେସବୁକ ହ୍ବାଟସ ଆପ୍‌ ଓ ୟୁଟ୍ୟୁବ୍‌ରେ ବେଶ ଭାଇରାଲ୍ ହେବା ପରେ ଏବେ ଫିଲ୍ମର ଆଉ ଏକ  ଟିଜର ଆସିଛି । ଆଉ ଏଥିରେ ବି ରହିଛି ସେହି ରୋମାନ୍ସ ଓ ଦୁଇ ୟଙ୍ଗ ହାର୍ଟ ଲଭ ଏକ୍ସପ୍ରେସନ୍‌ର ମନଲୋଭା ଅନ୍ଦାଜ୍‌ । ଭାଲେଣ୍ଟାଇନ୍ ଡେରେ ଆସିଥିବା ଏହି ଟିଜର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । କେଇଁଘଣ୍ଟା ମଧ୍ୟରେ ଏହାକୁ

ଭାଲେଣ୍ଟାଇନ ଡେ ରେ ପ୍ରେମି ଯୁଗଙ୍କ ନୂଆ ଫର୍ମୁଲା,ପାର୍କ ନୁହେଁ ଶିବ ମନ୍ଦିରରେ  ପ୍ରେମ ସଫଳ ପାଇଁ ମାଗିଲେ ବର

ଭୁବନେଶ୍ବର : ଗୋଟିଏ ଦିନରେ ଭାଲେଣ୍ଟାଇନ ଡେ  ଓ ଜାଗର । ଏହାକୁ ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିଥିଲା  । ଶିବଙ୍କ ପ୍ରିୟ ଦୁଦୁରା ଫୁଲ , ଆଉ ପ୍ରେମର ପ୍ରଦୀକ ଗୋଲାପ ଫୁଲ ଭିତରେ କାହାର ଭାଉ ଅଧିକ ରହିବ ତାକୁ ଥିଲା ଅପେକ୍ଷା । ଆଉ ଆଜି ଜଣା ପଡିଲା ପ୍ରେମି ଯୁଗଳଙ୍କ ଲାଗି  ଗୋଲାପ ଭାଉ ଠାରୁ ଦୁଦୁରା ଫୁଲର ଭାଉ ବି

‘ପଦ୍ମାବତ’କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ବିବାଦୀୟ ଫିଲ୍ମ ‘ପଦ୍ମାବତ’କୁ ସର୍ବୋଚ୍ଚ ନ୍ୟାୟାଳୟ ସବୁଜ ସଙ୍କେତ ଦେଇଛନ୍ତି । ଜାନୁୟାରୀ ୨୫ରେ ଦେଶର ସବୁ ରାଜ୍ୟରେ ପଦ୍ମାବତ ମୁକ୍ତିଲାଭ କରିବ ବୋଲି ରାୟ ପ୍ରକାଶ ପାଇଛି । ଏହା ସହିତ ମଧ୍ୟପ୍ରଦେଶ, ଗୁଜରାଟ, ହରିୟାଣା ଓ ରାଜସ୍ତାନରେ ଫିଲ୍ମ ରିଲିଜ ଉପରେ ଲଗାଯାଇଥିବା ରୋକ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଫିଲ୍ମ ନିର୍ମାତା ପକ୍ଷରୁ ଆବେଦନ କରାଯାଇଥିବା ଯାଚିକା ଉପରେ ଆଜି ସୁପ୍ରିମକୋର୍ଟ ପ୍ରଧାନ

୨୭ ବର୍ଷ ପରେ ଏକାଠି

ଦୀର୍ଘ ୨୭ ବର୍ଷ ପରେ ସିଲଭର ସ୍କ୍ରିନରେ ପୁଣି ଥରେ ଏକାଠି ହେଉଛନ୍ତି ହିଟ୍୍ ଯୋଡି ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ । ହଁ ୧୯୯୧ରେ ରିଲିଜ ହୋଇଥିବା ଲୁପରହିଟ୍୍ ଫିଲ୍ମ ସଡକର ସିକ୍ୱେଲ ସଡକ-୨ ହେବାକୁ ଯାଉଛି । ଯାହାକୁ ବନାଉଛନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ । ଏଥିରେ ସଞ୍ଚୟ ଦତ୍ତ ଓ ପୂଜା ଭଟ୍ଟଙ୍କୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ । ଫିଲ୍ମର ସ୍ପ୍ରିପପ୍ଟେ ଓ

ବ୍ରହ୍ମାସ୍୍ରେ ଆଲିଆ

ରଣବୀର କପୁର-ଆଲିଆ ଭଟ୍ଟ ଷ୍ଟାରର୍ ଫିଲ୍ମ ବ୍ରହ୍ମାସକୁ ନେଇ କାଫି ଚର୍ଚ୍ଚା । ବର୍ତ୍ତମାନ ଫିଲ୍ମର ବଜେଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ବଜେଟ୍୍ ୧୫୦ କୋଟି ବୋଲି ଖୋଦ୍୍ ଫିଲ୍ମର ସହ ପ୍ରଯୋଜକ ନମିତ ମାଲହୋତ୍ରା ସ୍ୱୀକାର କରିଛନ୍ତି । ଫିଲ୍ମକୁ ପୁରା ହଲିଉଡ ଷ୍ଟାଣ୍ଡର୍ଡ ଭଳି କରିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି । ଫିଲ୍ମରେ ରଣବୀର ଜଣେ ସୁପରହିରୋ ଭୂମିକାରେ ନଜର

କଣ୍ଠକୁ କରନ୍ତୁ ସୁମଧୁର

ମଧୁର କଣ୍ଟ ବିଧାତାଙ୍କର ଉପହାର ଅଟେ । ସୁମଧୁର କଣ୍ଠ ଆକର୍ଷଣୀୟ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ । ମଧୁର କଣ୍ଠର ଆକର୍ଷଣ ସୁନ୍ଦରତାର ଆକର୍ଷଣଠାରୁ ମଧ୍ୟ ଅଧିକ ଅଟେ । ସୁମଧୁର ସ୍ୱର ଯେକୌଣସି ବ୍ୟକ୍ତିଙ୍କୁ ସୁନ୍ଦର କରିଦିଏ । ତେବେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଅବହେଳା ଯୋଗୁଁ ସୁନ୍ଦର କଣ୍ଠକୁ ନଷ୍ଟ କରିବା ସହ କଣ୍ଠ ଜନିତ ବିଭିନ୍ନ ସମସ୍ୟାକୁ ଡାକି ଆଣନ୍ତି ।

ଓନ୍ଲି ପ୍ୟାର୍

ଓଲିଉଡର ଚକୋଲେଟ୍୍ ବୟ ବାବୁସାନ୍ । ନିକଟରେ ବାବୁସାନଙ୍କ ଅଭିନୀତ ଫିଲ୍ମ ହିରୋ ନମ୍ବର-୧ କାଫିି ସଫଳତା ହାସଲ କରିଛି । ଏହି ଫିଲ୍ମର ସଫଳତା ପରେ ବାବୁସାନ ନିଜ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଅଣ୍ଟା ଭିଡିଲେଣି । ଲଭ୍୍ ପାଇଁ କୁଛ ଭି କରେଗା ଫିଲ୍ମ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ନ୍୍ୟୁକମର୍୍ ସୁପ୍ରିୟା । ଫିଲ୍ମରେ ଦୁହିଁଙ୍କ ଯୋଡିକୁ କାଫି ପସନ୍ଦ କରିଥିଲେ ଦର୍ଶକ । ତେବେ

ରଣବୀରଙ୍କ ସହ ରୋମାନ୍ସ

ବଲିଉଡର ଚକୋଲେଟ୍୍ ବୟ ରଣବୀର କପୁର । ଆକ୍ଟିଂ ସହ ନିଜର ଲୁକ୍୍ ପାଇଁ ଲକ୍ଷ ଲକ୍ଷ ଯୁବତୀଙ୍କ ମନରେ ରାଜ୍୍ କରୁଛନ୍ତି । ଇତି ମଧ୍ୟରେ ତାଙ୍କର ଅନେକ ଫିଲ୍ମ ହିଟ୍୍ ସାବ୍ୟସ୍ତ ହୋଇଛି । ସେହିପରି ଚୁଲବୁଲି ଓ ବିନ୍ଦାସ ଅଭିନେତ୍ରୀ ଆଲିଆ ଭଟ୍ଟ । ନିଜ ମନର ସେ ନିଜେ ରାଣୀ । ଖୁବଶୀଘ୍ର ପରଦାରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଆଉ ଦୁହିଁଙ୍କୁ

ପିଟି ଉଷାଙ୍କ ବାୟୋପିକରେ ପ୍ରିୟଙ୍କା

ବଲିଉଡରେ ବିଭିନ୍ନ ଖେଳାଳିଙ୍କୁ ନେଇ ଅନେକ ବାୟୋପିକ୍୍ ନିର୍ମାଣ କରାଯାଇଛି । କ୍ରିକେଟ ଲିଜେଣ୍ଡ୍ରି ସଚିନ ତେନ୍ଦୁଲକର ହୁଅନ୍ତୁ ବା ଆଥଲେଟ୍୍ ମିଲଖା ସିଂହ, ସମସ୍ତଙ୍କ ଜୀବନ କାହାଣୀକୁ ପରଦାକୁ ଆଣିଛନ୍ତି ନିର୍ମାତା ନିଦେ୍ର୍ଦଶକ । ଏବେ ଏହି ରେସରେ ସାମିଲ ହୋଇଛନ୍ତି ଆଉ ଜଣେ ନିଦେ୍ର୍ଦଶକ । ହଁ, ନିଦେ୍ର୍ଦଶକ ରେବତି ଏସ୍୍ .ବର୍ମା ଏବେ ଅଣ୍ଟା ଭିଡିଛନ୍ତି ଆଉ ଜଣେ ଖେଳାଳିଙ୍କ ଉପରେ ଫିଲ୍ମ ତିଆରି କରିବାକୁ

ଦୀପିକା-ସଲ୍ଲୁ ରୋମାନ୍ସ

କିକି-୨ରେ ଜ୍ୟାକଲିନଙ୍କ ସହ ନୁହେଁ, ଦୀପିକାଙ୍କ ସହ ସ୍କ୍ରିନ ସେୟାର କରିବେ ସଲମନ ଖାନ । ବଲିଉଡର ମୋଷ୍ଟ ଇଲିଜିବଲ ବ୍ୟାଚଲର ଭାବେ ଚର୍ଚ୍ଚାରେ ଥିବା ସଲ୍ଲୁ ମିଆଁ ଦୀପିକା ପାଦୁକୋନଙ୍କ ସହ ରୋମାନ୍ସ କରିବେ । ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଏକାଠି ଦେଖିବେ ଦର୍ଶକ । ମୋଷ୍ଟ ‘କିକ୍-୨’ରେ ସୁପରଷ୍ଟାର୍ ସଲମନ ଖାନ୍ ଓ ଦୀପିକା ପାଦୁକୋନ୍ ଏକାଠି ହେବେ । ସାଜିଦ୍ ନାଦିଆୱାଲାଙ୍କ ନିଦେ୍ର୍ଦଶନାରେ ନିର୍ମିତ ଏହି

କଙ୍ଗନାଙ୍କୁ ଝଟକା!

ନିଜ ଶକ୍ତି ବଳରେ ଫିଲ୍ମ ସଫଳ କରାଇପାରୁଥିବା ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ଲାଗିଛି ଜୋରଦାର ଝଟକା । ନିକଟରେ ମୁକ୍ତିଲାଭ କରିଥିବା, ତାଙ୍କର ଚଳଚ୍ଚିତ୍ର ‘ସିମରନ’ ବକ୍ସ ଅଫିସରେ ଆଣ୍ଠେଇଲାଣି । ୨୦୧୫ରେ କଙ୍ଗନାଙ୍କ ଅଭିନୀତ ‘ତନୁ ୱେଡ୍ସ ମନୁ ରିଟର୍ନସ୍’ ବିପୁଳ ବ୍ୟବସାୟିକ ସଫଳତା ହାସଲ କରିବା ପରେ ତାଙ୍କ ପାଦ ତଳେ ଲାଗୁ ନଥିଲା । ଆତ୍ମବିଶ୍ୱାସ ବଢ଼ି ଔଦ୍ଧତ୍ୟସ୍ତରରେ ପହଞ୍ଚିଥିଲା । ସେ କାହାକୁ ଖାତିର

Top