You are here
Home > ଏଣ୍ଟରଟେନମେଣ୍ଟ

୨୭ ବର୍ଷ ପରେ ଏକାଠି

ଦୀର୍ଘ ୨୭ ବର୍ଷ ପରେ ସିଲଭର ସ୍କ୍ରିନରେ ପୁଣି ଥରେ ଏକାଠି ହେଉଛନ୍ତି ହିଟ୍୍ ଯୋଡି ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ । ହଁ ୧୯୯୧ରେ ରିଲିଜ ହୋଇଥିବା ଲୁପରହିଟ୍୍ ଫିଲ୍ମ ସଡକର ସିକ୍ୱେଲ ସଡକ-୨ ହେବାକୁ ଯାଉଛି । ଯାହାକୁ ବନାଉଛନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ । ଏଥିରେ ସଞ୍ଚୟ ଦତ୍ତ ଓ ପୂଜା ଭଟ୍ଟଙ୍କୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ । ଫିଲ୍ମର ସ୍ପ୍ରିପପ୍ଟେ ଓ

ବ୍ରହ୍ମାସ୍୍ରେ ଆଲିଆ

ରଣବୀର କପୁର-ଆଲିଆ ଭଟ୍ଟ ଷ୍ଟାରର୍ ଫିଲ୍ମ ବ୍ରହ୍ମାସକୁ ନେଇ କାଫି ଚର୍ଚ୍ଚା । ବର୍ତ୍ତମାନ ଫିଲ୍ମର ବଜେଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ବଜେଟ୍୍ ୧୫୦ କୋଟି ବୋଲି ଖୋଦ୍୍ ଫିଲ୍ମର ସହ ପ୍ରଯୋଜକ ନମିତ ମାଲହୋତ୍ରା ସ୍ୱୀକାର କରିଛନ୍ତି । ଫିଲ୍ମକୁ ପୁରା ହଲିଉଡ ଷ୍ଟାଣ୍ଡର୍ଡ ଭଳି କରିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି । ଫିଲ୍ମରେ ରଣବୀର ଜଣେ ସୁପରହିରୋ ଭୂମିକାରେ ନଜର

କଣ୍ଠକୁ କରନ୍ତୁ ସୁମଧୁର

ମଧୁର କଣ୍ଟ ବିଧାତାଙ୍କର ଉପହାର ଅଟେ । ସୁମଧୁର କଣ୍ଠ ଆକର୍ଷଣୀୟ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ । ମଧୁର କଣ୍ଠର ଆକର୍ଷଣ ସୁନ୍ଦରତାର ଆକର୍ଷଣଠାରୁ ମଧ୍ୟ ଅଧିକ ଅଟେ । ସୁମଧୁର ସ୍ୱର ଯେକୌଣସି ବ୍ୟକ୍ତିଙ୍କୁ ସୁନ୍ଦର କରିଦିଏ । ତେବେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଅବହେଳା ଯୋଗୁଁ ସୁନ୍ଦର କଣ୍ଠକୁ ନଷ୍ଟ କରିବା ସହ କଣ୍ଠ ଜନିତ ବିଭିନ୍ନ ସମସ୍ୟାକୁ ଡାକି ଆଣନ୍ତି ।

ଓନ୍ଲି ପ୍ୟାର୍

ଓଲିଉଡର ଚକୋଲେଟ୍୍ ବୟ ବାବୁସାନ୍ । ନିକଟରେ ବାବୁସାନଙ୍କ ଅଭିନୀତ ଫିଲ୍ମ ହିରୋ ନମ୍ବର-୧ କାଫିି ସଫଳତା ହାସଲ କରିଛି । ଏହି ଫିଲ୍ମର ସଫଳତା ପରେ ବାବୁସାନ ନିଜ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଅଣ୍ଟା ଭିଡିଲେଣି । ଲଭ୍୍ ପାଇଁ କୁଛ ଭି କରେଗା ଫିଲ୍ମ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ନ୍୍ୟୁକମର୍୍ ସୁପ୍ରିୟା । ଫିଲ୍ମରେ ଦୁହିଁଙ୍କ ଯୋଡିକୁ କାଫି ପସନ୍ଦ କରିଥିଲେ ଦର୍ଶକ । ତେବେ

ରଣବୀରଙ୍କ ସହ ରୋମାନ୍ସ

ବଲିଉଡର ଚକୋଲେଟ୍୍ ବୟ ରଣବୀର କପୁର । ଆକ୍ଟିଂ ସହ ନିଜର ଲୁକ୍୍ ପାଇଁ ଲକ୍ଷ ଲକ୍ଷ ଯୁବତୀଙ୍କ ମନରେ ରାଜ୍୍ କରୁଛନ୍ତି । ଇତି ମଧ୍ୟରେ ତାଙ୍କର ଅନେକ ଫିଲ୍ମ ହିଟ୍୍ ସାବ୍ୟସ୍ତ ହୋଇଛି । ସେହିପରି ଚୁଲବୁଲି ଓ ବିନ୍ଦାସ ଅଭିନେତ୍ରୀ ଆଲିଆ ଭଟ୍ଟ । ନିଜ ମନର ସେ ନିଜେ ରାଣୀ । ଖୁବଶୀଘ୍ର ପରଦାରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଆଉ ଦୁହିଁଙ୍କୁ

ପିଟି ଉଷାଙ୍କ ବାୟୋପିକରେ ପ୍ରିୟଙ୍କା

ବଲିଉଡରେ ବିଭିନ୍ନ ଖେଳାଳିଙ୍କୁ ନେଇ ଅନେକ ବାୟୋପିକ୍୍ ନିର୍ମାଣ କରାଯାଇଛି । କ୍ରିକେଟ ଲିଜେଣ୍ଡ୍ରି ସଚିନ ତେନ୍ଦୁଲକର ହୁଅନ୍ତୁ ବା ଆଥଲେଟ୍୍ ମିଲଖା ସିଂହ, ସମସ୍ତଙ୍କ ଜୀବନ କାହାଣୀକୁ ପରଦାକୁ ଆଣିଛନ୍ତି ନିର୍ମାତା ନିଦେ୍ର୍ଦଶକ । ଏବେ ଏହି ରେସରେ ସାମିଲ ହୋଇଛନ୍ତି ଆଉ ଜଣେ ନିଦେ୍ର୍ଦଶକ । ହଁ, ନିଦେ୍ର୍ଦଶକ ରେବତି ଏସ୍୍ .ବର୍ମା ଏବେ ଅଣ୍ଟା ଭିଡିଛନ୍ତି ଆଉ ଜଣେ ଖେଳାଳିଙ୍କ ଉପରେ ଫିଲ୍ମ ତିଆରି କରିବାକୁ

ଦୀପିକା-ସଲ୍ଲୁ ରୋମାନ୍ସ

କିକି-୨ରେ ଜ୍ୟାକଲିନଙ୍କ ସହ ନୁହେଁ, ଦୀପିକାଙ୍କ ସହ ସ୍କ୍ରିନ ସେୟାର କରିବେ ସଲମନ ଖାନ । ବଲିଉଡର ମୋଷ୍ଟ ଇଲିଜିବଲ ବ୍ୟାଚଲର ଭାବେ ଚର୍ଚ୍ଚାରେ ଥିବା ସଲ୍ଲୁ ମିଆଁ ଦୀପିକା ପାଦୁକୋନଙ୍କ ସହ ରୋମାନ୍ସ କରିବେ । ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଏକାଠି ଦେଖିବେ ଦର୍ଶକ । ମୋଷ୍ଟ ‘କିକ୍-୨’ରେ ସୁପରଷ୍ଟାର୍ ସଲମନ ଖାନ୍ ଓ ଦୀପିକା ପାଦୁକୋନ୍ ଏକାଠି ହେବେ । ସାଜିଦ୍ ନାଦିଆୱାଲାଙ୍କ ନିଦେ୍ର୍ଦଶନାରେ ନିର୍ମିତ ଏହି

କଙ୍ଗନାଙ୍କୁ ଝଟକା!

ନିଜ ଶକ୍ତି ବଳରେ ଫିଲ୍ମ ସଫଳ କରାଇପାରୁଥିବା ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ଲାଗିଛି ଜୋରଦାର ଝଟକା । ନିକଟରେ ମୁକ୍ତିଲାଭ କରିଥିବା, ତାଙ୍କର ଚଳଚ୍ଚିତ୍ର ‘ସିମରନ’ ବକ୍ସ ଅଫିସରେ ଆଣ୍ଠେଇଲାଣି । ୨୦୧୫ରେ କଙ୍ଗନାଙ୍କ ଅଭିନୀତ ‘ତନୁ ୱେଡ୍ସ ମନୁ ରିଟର୍ନସ୍’ ବିପୁଳ ବ୍ୟବସାୟିକ ସଫଳତା ହାସଲ କରିବା ପରେ ତାଙ୍କ ପାଦ ତଳେ ଲାଗୁ ନଥିଲା । ଆତ୍ମବିଶ୍ୱାସ ବଢ଼ି ଔଦ୍ଧତ୍ୟସ୍ତରରେ ପହଞ୍ଚିଥିଲା । ସେ କାହାକୁ ଖାତିର

ଗୁପଚୁପ୍୍ ବିକିବେ ପପୁ

ଓଲିଉଡର କମେଡି କିଙ୍ଗ୍ ପପୁ ପମପମ୍୍ । ହସେଇ ହସେଇ ଲୋକଙ୍କୁ ବେଦମ କରିଛନ୍ତି । ହେଲେ ପପୁ ଏବେ ପପୁ ଏବେ ଗୁପଚୁପ ବିକିବେ । କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନାଁ । ହେଲେ ବିଲକୁଲ ବି କନଫୁ୍ୟଜ ହୁଅନ୍ତୁନି । ରିୟଲ ଲାଇଫରେ ନୁହେଁ ବରଂ ରିଲ୍୍ ଲାଇଫରେ ପପୁ ବନିବେ ଗୁପଚୁପ ବିକାଳୀ । ହଁ ଅପକମିଂ ଓଡିଆ ଫିଲ୍ମ ମୁଁ ଖାଣ୍ଟି ଓଡିଆ

ମାଧବନ୍-ଐଶଙ୍କ ରୋମାନ୍ସ

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଫେରୁଛନ୍ତି ବଲିଉଡ ସୁନ୍ଦରୀ ତଥା ବଚ୍ଚନ ପରିବାର ବୋହୂ ଐଶର୍ଯ୍ୟା ରାୟ ବଚ୍ଚନ । ନିଦେ୍ର୍ଦଶକ ରାକେଶ ଓମପ୍ରକାଶ ମେହେରାଙ୍କ ଆଗାମୀ ଫିଲ୍ମ ଫାନେ ଖାନରେ ଐଶଙ୍କୁ ଲିଡ୍୍ ରୋଲରେ ଦେଖିବାକୁ ମିଳିବ । ଆଉ ଏଥିରେ ତାଙ୍କ ବିପକ୍ଷରେ ନଜର ଆସିବେ ରେହନା ହୈ ତେରେ ଦିଲମେଁ ଫେମ୍୍ ଆର୍୍. ମାଧବନ୍୍ । ଫିଲ୍ମରେ ଦୁହିଁଙ୍କ ଅନସ୍କ୍ରିନ୍୍ ରୋମାନ୍ସର

ପ୍ୟାଡମ୍ୟାନରେ ଅକ୍ଷୟ

ଖିଲାଡି ଷ୍ଟାର ଅକ୍ଷୟ କୁମାର । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ଟଏଲେଟ-ଏକ ପ୍ରେମ କଥା ହିଟ୍୍ ସାବ୍ୟସ୍ତ ହୋଇଛି । ଏହା ଏକ ସାମାଜିକ କୈନ୍ଦ୍ରିକ ଫିଲ୍ମ । ତେବେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାହାଣୀକୁ ଓ ଚରିତ୍ରକୁ ନେଇ ଫିଲ୍ମ କରୁଥିବା ଅକ୍ଷୟ ଏବେ ଆଉ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ । ପତ୍ନୀ ଟ୍ୱିଙ୍କଲ ଖାନ୍ନା ପ୍ରଯୋଜିତ ପ୍ରଥମ ଫିଲ୍ମ ପ୍ୟାଡ୍୍ ମ୍ୟାନରେ

ପ୍ରଭାସଙ୍କ ସହ ରୋମାନ୍ସ

ସାଉଥ ସୁପରଷ୍ଟାର୍୍ ପ୍ରଭାସ । ବାହୁବଲୀର ସଫଳତା ପରେ ପ୍ରଭାସଙ୍କ ଲୋକପ୍ରିୟତା ଢେର ବଢିଯାଇଛି । କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । କେବଳ ଟଲିଉଡ ନୁହେଁ ପ୍ରାୟ ସବୁ ନିଦେ୍ର୍ଦଶକ ପ୍ରଭାସଙ୍କୁ ନିଜ ଫିଲ୍ମରେ ନେବାକୁ ଆଗ୍ରହୀ । ତେବେ ଶୁଣିବାକୁ ମିଳୁଛି ଯେ, ଖୁବଶୀଘ୍ର ବଲିଉଡରେ ନଜର ଆସିବେ ପ୍ରଭାସ । ହଁ ପ୍ରଯୋଜକ ଭି.ଭାମସି କ୍ରିଷ୍ଣାଙ୍କ ଫିଲ୍ମ

ଆଖି ମିଟିକା

ମୂଳ ଲେଖକ: ଆଲେକଜାନ୍ଦ୍ର ରସ୍କିନ ଅନୁବାଦ: ସମ୍ପଦ ମହାପାତ୍ର ବାପାଙ୍କୁ ପିଲାଦିନେ କ୍ଷୀର, ଚା, ପାଣି ଏବଂ ମାଛ ତେଲ ପିଇବାକୁ ମିଳୁଥିଲା । ପିଲାଙ୍କ ବଢିବା ପାଇଁ ମାଛ ତେଲ ସବୁଠୁ ଭଲ ବୋଲି ମନେ କରାଯାଉଥିଲା । କିନ୍ତୁ ଏହାର ସ୍ୱାଦ ଅତି ଖରାପ ଥିଲା । ବାପା ଭାବୁଥିଲେ ମାଛ ତେଲଠୁ ଆଉ ଗନ୍ଧିଆ ଦୁନିଆରେ କିଛି ନାହିଁ । କିନ୍ତୁ ତାଙ୍କ ଧାରଣା ଭୁଲ ଥିଲା

ଆରପାରିରେ ଅଭିନେତା ମୀନକେତନ

♦ ଜୀବନ ନେଲା କ୍ୟାନସର ଭୁବନେଶ୍ୱର: ଓଲିଉଡ୍ର ବର୍ଷିୟାନ ଅଭିନେତା ମୀନକେତନଙ୍କର ଗତକାଲି ରାତିରେ ଦେହାନ୍ତ ହୋଇଛି । ସେ ଭୁବନେଶ୍ୱର ସ୍ଥିତ ବାସଭବନରେ ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ଇହଲୀଳା ସମ୍ବରଣ କରିଥିଲେ  । ମୀନକେତନ ବହୁଦିନ  ଧରି କର୍କଟ ରୋଗରେ ପିଡିତ ଥିଲେ । ସେ କିଛିଦିନ ପୂର୍ବରୁ ମୁମ୍ବାଇରେ କ୍ୟାନସର ରୋଗ ପାଇଁ ଚିକିତ୍ସିତ ହେଉଥିଲେ  । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ତାଙ୍କ

ଦି ଗେଷ୍ଟ ହାଉସ୍୍

ଖୁବଶୀଘ୍ର ବଡ ପରଦାକୁ ଆସିବ ଓଡିଆ ଫିଲ୍ମ ଦି ଗେଷ୍ଟ ହାଉସ୍୍ । ଆଉ ଏହି ଫିଲ୍ମରେ ଓଲିଉଡର ବରିଷ୍ଠ ଅଭିନେତା ଅସୀତ ପତିଙ୍କୁ ଭିନ୍ନ ଭିନ୍ନ ଗେଟଅପରେ ଦେଖିବାକୁ ମିଳିବ । ଖାସକରି ଜଣେ ଗେଷ୍ଟ୍ ହାଉସର କେୟାର ଟେକର୍୍ ଚରିତ୍ର ରଘୁକୁ ନେଇ ବେଶ ଚର୍ଚ୍ଚା । ଖଳନାୟକ ଭାବେ ଅସୀତଙ୍କର ଓଲିଉଡରେ ବେଶ ନାଁ ରହିଛି । ଫିଲ୍ମର କାହାଣୀ ଅନୁସାରେ ଅସୀତ ଫିଲ୍ମରେ ତିନୋଟି

Top