You are here
Home > ଏକ୍ସକ୍ଲୁସିଭ୍ (Page 2)

ରାତିରେ ସୁରାପାନ ମୁହଁରେ ଭକ୍ତ ଗାନ

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ):କିଏ ହେବେ ପରବର୍ତ୍ତୀ ପିସିସି ସଭାପତି, ସେହି ଚର୍ଚ୍ଚାର ଅନ୍ତ ନାହିଁ । ନିରଞ୍ଜନ ପଟ୍ଟନାୟକ ନା ଭକ୍ତ ଦାସ? ନା ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ଉପରେ ଭରସିବେ ହାଇକମାଣ୍ଡ? ଏହାରି ଭିତରେ ବିଧାୟକ ଦଳରେ ଫାଟ କଥା ପଦାରେ ପଡିଲାଣି । ବିଧାୟକମାନେ ଦି’ଭାଗ । ବଡ ଗୋଷ୍ଠୀ ନିରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ ଦେଉଛନ୍ତି । ସେଇଥିପାଇଁ ତ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ୧୫ ବିଧାୟକ

ଶାହଙ୍କ ମିଶନ-୧୨

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ଆଗାମୀ ସାଧାରଣ ନିର୍ବାଚନ ୨୦୧୮ ଶେଷ ଆଡକୁ ହେବାର ଯଥେଷ୍ଟ ସମ୍ଭାବନା । ଏଥିପାଇଁ ସବୁ ଦଳରେ ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟ । ଯଦିଓ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଦୌଡରେ କଂଗ୍ରେସ ଥିଲା ପରି ମନେ ହେଉନାହିଁ; କିନ୍ତୁ ବିଜେଡି-ବିଜେପି ପୂରା ଦମ ଲଗାଇ ଦେଲେଣି । ବିଜେପି ବୁଥ୍ ମଜଭୁତ କଲାବେଳକୁ, ବିଜେଡି ୱାର୍ଡରେ ସଙ୍ଗଠନ କରିବାକୁ ଯାଉଛି । ସେପଟେ ପଞ୍ଚାୟତ ନିର୍ବାଚନ

ହାଜତରେ ଓଡ଼ିଶାର ଶୋଭରାଜ

ଇଏ ବି ଜଣେ ସିରିଏଲ କିଲର । ଠିକ କୁଖ୍ୟାତ ବିକନୀ କିଲର ଚାର୍ଲସ ଶୋଭରାଜ ପରି ମହିଳାମାନଙ୍କୁ ପ୍ରେମ ଫାଶରେ ପକାଇ ସେମାନଙ୍କ ସହ ଶାରୀରିକ ସଂପର୍କ ରଖିବା ପରେ ପ୍ରମାଣ ଲୁଚାଇବାକୁ ହତ୍ୟା କରେ । ଏଥିପାଇଁ ଟାର୍ଗେଟରେ କରୁଥିଲା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ । ଏବେ ପୋଲିସ ହାତକଡି ପିନ୍ଧାଇଛି ଓଡିଶାର ଶୋଭରାଜ ବୁଦ୍ଧଦେବ ବେହେରାକୁ ।  ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବଡଚପଳ ପଞ୍ଚାୟତର ଗିନାହଜା

ଅଡୁଆରେ ନବୀନ, ଉଦ୍ଧାରିବେ ତାରା

ଭାଲୁ ଭାଇନା ହାତ ଛାଡି ଶଙ୍ଖ ଫୁଙ୍କିବେ ! ଜୟପୁର ବିଧାନସଭା ଆସନ ନୁହେଁ  ବ୍ରହ୍ମପୁର ଲୋକସଭା ଆସନରୂୁ ବିଜେଡି ଟିକେଟରେ ଲଢିବେ । ଏଥିପାଇଁ କୁଆଡେ ଭିତିରିଆ ଡିଲ୍ ଚାଲିଛି । ଆଉ ତାରାଙ୍କୁ ବିଜେଡିକୁ ଆଣି ନିଜ ହିଞ୍ଜିଳି ଆସନକୁ ସୁରକ୍ଷିତ ରଖିବା ଚକ୍କରେ ନବୀନ ଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର, (ସମ୍ବ୍ରିତା ମହାନ୍ତି): ବିରୋଧୀ ଦଳ ମୁଖ୍ୟ-ସଚେତକ ତଥା ବିଧାୟକ ତାରା ପ୍ରସାଦ ବାହିନୀପତିି

ଓଲ୍ଡ ଗାର୍ଡ ପାୱାର ଫୁଲ

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ପ୍ରଦେଶ କଂଗ୍ରେସ ଲାଗି ନୂଆ ମୁଣ୍ଡିଆଳ ଖୋଜା ଚାଲିଛି । ଖାସ୍ ସେଥିପାଇଁ ଓଡିଶା ଆସିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ୩ ଜଣିଆ ପର୍ଯ୍ୟବେକ୍ଷକ କମିଟି । ଜିତେନ୍ଦ୍ର ସିଂ, ତାମ୍ରଧ୍ୱଜ ସାହୁ ଓ କଂଗ୍ରେସ ସାଂସଦ ଗୌରବ ଗୋଗଇ ୩ ଦିନିଆ ଗସ୍ତରେ ଆସି ରାଜ୍ୟ କଂଗ୍ରେସ ମୁଣ୍ଡିଆଳ କିଏ ହୋଇପାରେ ତା’ର ତାଲିକା ପ୍ରସ୍ତୁତ କରୁଛନ୍ତି । ପ୍ରସାଦ ହରିଚନ୍ଦନଙ୍କ ପରେ

ରାଧାରାଣୀଙ୍କ ହୋମକମିଂ

ଝାରସୁଗୁଡା : ଓଡ଼ିଶା ସାରା ଶଙ୍ଖନାଦ । କିନ୍ତୁ ଶିଳ୍ପ ସମୃଦ୍ଧ ଜିଲ୍ଲା ଝାରସୁଗୁଡା ଜିଲ୍ଲାରେ ବିଜେଡି ବ୍ୟାକଫଟ୍ରେ । ବ୍ରଜରାଜନଗର ଆସନରୁ ଗତ ନିର୍ବାଚନରେ କଂଗ୍ରେସର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଜେଡି ଲଢ଼ାଇବା ସତ୍ତ୍ୱେ ସେ ଚିତପଟ୍ଟାଙ୍ଗ୍ ମାରିଲେ । ଝାରସୁଗୁଡାରେ ଏବେ ରାଜ କରୁଛି କଂଗ୍ରେସ । ବିଜେଡି ସୁପ୍ରିମୋଙ୍କୁ ନାକେଦମ କରି ଦେଉଥିବା ଝାରସୁଗୁଡାର କଂଗ୍ରେସ ବିଧାୟକ  ନବ କିଶୋର ଦାସ ଓ ବ୍ରଜରାଜନଗର

ଲାଲ୍ କିଲ୍ଲାର ନିର୍ମାତା ହିନ୍ଦୁରାଜା

ଲାଲ କିଲ୍ଲା କାହାର? କିଏ ନିର୍ମାଣ କରିଥିଲେ ଲାଲ କିଲ୍ଲା? ମୋଗଲ ଶାସକ ନା ହିନ୍ଦୁ ରାଜା? ମୋଗଲ ସମ୍ରାଟ ଶାହାଜାହନ ନୁହେଁ ବରଂ ହିନ୍ଦୁ ରାଜା ଅନଙ୍ଗପାଳ ଦିଲ୍ଲୀରେ ରେଡ୍ ସାଣ୍ଡଷ୍ଟୋନରେ ଅପୂର୍ବ କଳାକୃତି ଖଚିତ ଏହି ଦୁର୍ଗ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ସମ୍ରାଟ ଶାହଜାହନ ଲାଲ କିଲ୍ଲା ଅକ୍ତିଆର କରିବା ପରେ ଏଥିରେ କିଛି ନବୀକରଣ କାର୍ଯ୍ୟ କରିଥିଲେ । ଏ ସଂପର୍କିତ ବହୁ

କିଏ ରଖିବ ଭଣ୍ଡାର ଚାବି

ଭଣ୍ଡାର ଘର ହିସାବକୁ ନେଇ ଚିନ୍ତାରେ ପଡ଼ିଛି ବିଜେଡି । ଦଳ ମୁଖିଆଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା କଥା ଅଦାଲତରେ ପହଞ୍ଚିଲାଣି । ବିରୋଧୀ ଏହି ପ୍ରସଙ୍ଗକୁ ଗଣ୍ଠି କରି ଦଳ ଓ ସରକାରଙ୍କୁ ଘେରୁଛନ୍ତି । ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚାଲିଛି ତମ୍ବି ତୋଫାନ । ରାଜ୍ୟ ରାଜନୀତିରେ ନିର୍ବାଚନ ଲାଗି ପାଗଭିଡ଼ା ଚାଲିଥିବା ବେଳେ ଏହି ପ୍ରସଙ୍ଗ ବିଜେଡିକୁ ଅଡୁଆରେ ପକାଇଛି । ଏତିକି ବେଳକୁ ତୃତୀୟ

ମହିଳାଙ୍କ ଦାୟିତ୍ୱ ଅରୁଣଙ୍କର

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): ଏଲ୍ପିଜି ଗ୍ୟାସ ରିହାତି ଉଚ୍ଛେଦକୁ ନେଇ ବିଜେପି-ବିଜେଡି ମଧ୍ୟରେ ଲଢ଼େଇ ଜୋରଦାର । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ବିପିଏଲ ପରିବାରକୁ କମ ଟଙ୍କାରେ ରନ୍ଧନ ଗ୍ୟାସ ସଂଯୋଗ ଦେଇ ମହିଳାମାନଙ୍କ ସମର୍ଥନ  ହାସଲ ପାଇଁ ଉଦ୍ୟମ କରୁଛି ବିଜେପି । ଅଥଚ ଗ୍ୟାସ ଦର ସିଲିଣ୍ଡର ପିଛା ମାସକୁ ୪ ଟଙ୍କା ବୃଦ୍ଧି କରି ୨୦୧୮ ମାର୍ଚ୍ଚ ସୁଦ୍ଧା ସବସିଡି ପ୍ରତ୍ୟାହାର ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର

ପୁଅ ଚିନ୍ତାରେ ନବ

ସବୁବେଳେ ନବ ବାବୁ ଚିନ୍ତାରେ । ଅଶୀ ଦଶକରେ ଚିନ୍ତା କଲେ କିପରି ଛାତ୍ର ଆନେ୍ଦାଳନ ପାଣିଚିଆ ହେବ । ୨୦୦୭ରେ ଚିନ୍ତା କଲେ ଚାଷୀ ଆନେ୍ଦାଳନ ଭଣ୍ଡୁର କରି  ହୀରାକୁଦରୁ ବେଦାନ୍ତ କିପରି ପାଣି ନେବ । ଆଉ ବିଧାନସଭାରେ ଚିନ୍ତା କଲେ କାମନା ବାସନାର କଥା, ଦେଖିଲେ ୟୁ ଟ୍ୟୁବରେ ଭାଇରାଲ ଭିଡିଓ । ଏସବୁ ପରେ  ଏବେ ନବଙ୍କୁ ଘାରିଛି ନେଷ୍ଟ ଜେନେରେସନର ଚିନ୍ତା ।

ବିଗାଡ଼ି ଦେଲା ବିଧାୟକଙ୍କ ମେସେଜ୍

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ଓଡିଶା କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି । କାହା ପଲା କେବେ ଭାରି ରହୁଛି ତ ଆଉ କେବେ ହାଇକମାଣ୍ଡଙ୍କ ଗୁଡବୁକ୍ରେ ଅଚାନକ କେହି ବି ସାମିଲ ହୋଇଯାଉଛି । ଏହାରି ଭିରେ ଘୁଞ୍ଚିଘୁଞ୍ଚି ଯାଉଛି ନୂଆ ପିସିସି ସଭାପତି ଚୟନ ପ୍ରକ୍ରିୟା । ନୂଆ ସଭାପତିଙ୍କ ନାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସୋନିଆ ଗାନ୍ଧିଙ୍କ ଅନୁମୋଦନ ପାଇଁ ଯାଉଥିବା ସମୟରେ ବି ଫାଇଲ ଅଟକି ଯାଇଛି

ଭଙ୍ଗା ଯୋଡାରେ ସାମ୍ବାଦିକ

ଆଠ ବର୍ଷ ତଳେ ହୋଇଥିଲା ଡିଭୋର୍ସ; ସାକ୍ଷିଥିଲେ ସାମ୍ବାଦିକ । ଏବେ ପୁଣି  ପଡିବ ଗଣ୍ଠି । ଦୁଇ ଦଳ ଭିତରେ ହେବ ମଧୁ ଚନ୍ଦ୍ରିକା । ଏବେ ଏହି ମିଳନର ସାକ୍ଷୀ ହେବାକୁ ଯାଉଛନ୍ତି ଅନ୍ୟ ଜଣେ ସାମ୍ବାଦିକ । ଉଭୟ ନବୀନ ଓ ମୋଦିଙ୍କ ଭାରି କ୍ଲୋଜ ସେହି ସାମ୍ବାଦିକ ଜଣଙ୍କ ଲେଖୁଛନ୍ତି ପଦ୍ମ-ଶଙ୍ଖ ହନିମୁନର ସ୍କ୍ରିପ୍ଟ । ଭୁବନେଶ୍ୱର,(ଅମ୍ବୁଜ ବିଶୋୟୀ): ବିହାରରେ ପୁଣି ଥରେ ସରକାରକୁ ଫେରିଛି

ମିଷ୍ଟେକରୁ ମାଫ୍

ଭୁବନେଶ୍ୱର: ନିଲମ୍ବିତ ନେତା ଜୟନାରାୟଣ ମିଶ୍ର ପୁଣି ବିଜେପିକୁ ଫେରିଲେ । ସମ୍ବଲପୁରରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ମାଡ ମରା ଘଟଣାରେ ୬ ବର୍ଷ ଲାଗି ଦଳରୁ ନିଲମ୍ବିତ ହୋଇଥିଲେ ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ଚୟନ ସମୟରେ ଗତ ମାର୍ଚ୍ଚ ୧୨ରେ ବିଜେପି ପର୍ଯ୍ୟବେକ୍ଷକ ସମୀର ମହାନ୍ତିଙ୍କ ଉପରେ ଜୟଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ୬

ଡିନରରେ ବ୍ଲାକମେଲ

ଜୟଲଳିତାଙ୍କ ଚା’ କପରେ ଝଡ ସୃଷ୍ଟି ହେଲା ଆଉ ବାଜପେୟୀ ସରକାରର ପତନ ଘଟିଲା । ସେତେବେଳେ ଜୟଲଳିତାଙ୍କ ସାଙ୍ଗରେ ଥିଲେ ସୁବ୍ରମଣ୍ୟମ ସ୍ୱାମୀ । ଆଉ ଏବେ ନବୀନଙ୍କୁ ଗାଦିଚୁ୍ୟତ କରିବାକୁ ବୈଜୟନ୍ତ ପଣ୍ଡା ଓରଫ୍ ଜୟ ଦେଲେଣି ଡିନର ପାର୍ଟି ।  ବିଜେଡି ସାଂସଦ ଜୟ ଏକାଠି କଲେଣି ବିଜେଡି-ବିଜେପି ସାଂସଦଙ୍କୁ । ଭାଇ ଶୁଭ୍ରକାନ୍ତ ନବୀନଙ୍କ ସହ ପ୍ୟାଚ୍ ପକାଉଛନ୍ତି; ଏପଟେ ଜୟ ଡିନର ପାର୍ଟି

ମୋଦିଙ୍କ ସହ କୋବିନ୍ଦଙ୍କ ପାରିବାରିକ ସମ୍ପର୍କ

♦ ପୁଅ-ଝିଅ ଏୟାରଲାଇନ୍ସରେ ♦ ବୋହୂ ଶିକ୍ଷୟତ୍ରୀ ନୂଆଦିଲ୍ଲୀ: ଦେଶର ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ । ଦେଶର ପ୍ରଥମ ନାଗରିକ ଭାବେ ଶପଥ ନେଇଥିବା ରାମନାଥଙ୍କ ପରିବାର ସମ୍ପର୍କରେ ଆସନ୍ତୁ ଜାଣିବା । କାନପୁରର ଦେହାତରେ ଜନ୍ମଗ୍ରହଣ କରିଥିବା କୋବିନ୍ଦ(୭୧ବର୍ଷ)ଙ୍କ ପତ୍ନୀ ସବିତା ଜଣେ ଗୃହୀଣି । ତାଙ୍କର  ଦୁଇଟି ସନ୍ତାନ । ପୁଅ ପ୍ରଶାନ୍ତ ଓ ଝିଅ ସ୍ୱାତୀ । ଦୁହେଁ

Top