You are here
Home > ଏକ୍ସକ୍ଲୁସିଭ୍

ନବୀନଙ୍କ କଣ୍ଟା ସ୍ୱୟଂସେବକ ପ୍ରସନ୍ନ

ବରଗଡ: ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ଦେଖିବ ଉପନିର୍ବାଚନ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ନିଶ୍ଚିତ ପ୍ରଭାବିତ କରିବ । କିନ୍ତୁ ବିଜେପୁର ଭୋଟର ପ୍ରଥମ ଥର ଉପନିର୍ବାଚନ ଦେଖୁ ନାହାନ୍ତି । ୧୯୯୧ରେ ଜନତା ଦଳ ବିଧାୟକ ନିକୁଞ୍ଜ ବିହାରୀ ସିଂଙ୍କ ଅକାଳ ବିୟୋଗ ପରେ ବିଜେପୁରରେ ହୋଇଥିଲା ଉପନିର୍ବାଚନ । ଆଉ ସେତେବେଳେ

ଉଡା ଖବର

ନବୀନ ନରମିଲେ ବିଜେଡି ସୁପି୍ରମୋ ତଥା ନବୀନ ପଟ୍ଟନାୟକ ଏବେ ସଂଗଠନରେ ବଢ଼ୁଥିବା ତିକ୍ତତାକୁ ପ୍ରଶମିତ କରିବା ପାଇଁ କୁଆଡ଼େ ଅପେକ୍ଷାକୃତ ନରମ ଆଭିମୁଖ୍ୟ ପୋଷଣ କରୁଛନ୍ତି ବୋଲି ରାଜ୍ୟ ସାରା ଖବର ଉଡୁଛି । ବିଜେପୁର ନିର୍ବାଚନ ଘୋଷଣା ଏପର୍ଯ୍ୟନ୍ତ ହୋଇନଥିଲେ ବି ସେଠାରେ ବିଜୟ ସୁନିଶ୍ଚିତ କରିବା ପାଇଁ ଏବେ ବିଜେଡି ସବୁପ୍ରକାରର ଉଦ୍ୟମ ଆରମ୍ଭ କରିଦେଇଛି । ବିଦ୍ରୋହୀ ବିଜେଡିଙ୍କ ପାଇଁ କାଳେ ବିଜେପୁର ସିଟ୍ ହାତଛଡ଼ା

ବିଧାୟକ ହଟହଟ୍ଟା : ପ୍ରସାଦ ନଟଆଉଟ୍

ପ୍ରଦେଶ କଂଗ୍ରେସ କମିଟିରେ ସଭାପତି ଚୌକିକୁ ନେଇ ଚାଲିଥିବା ମ୍ୟାଚରେ ପ୍ରସାଦଙ୍କୁ ଓାକଭର ମିଳିଛି । ବିଧାୟକ ଦଳର ସବୁ ଗୁଗୁଲି ସତ୍ତେ ନଟଆଉଟ ରହିଛନ୍ତି ପ୍ରସାଦ । ସଭାପତି ପଦରୁ ପ୍ରସାଦଙ୍କୁ ହଟାଇବା ଲାଗି ଧାଁ ଦୌଡ କେବଳ କୁହୁଡିରେ ପହଁରିବା ପରି ହୋଇଛି । ସବୁ ଚାଲରେ ବିଫଳ ହେବା ପରେ ଏବେ ନିଜ କାନ ମୁଣ୍ଡା ଆଉଁସି ବସିଛନ୍ତି ବିଧାୟକମାନେ  । ସେପଟେ ଏଆଇସିସି ଚୌକିରେ

ନବୀନଙ୍କ ଶାସନରେ ବିରୋଧୀ ନେତା ଲୀନ

ଭୁବନେଶ୍ୱର: ଡିସେମ୍ବର ୨୬, ୧୯୯୭ । ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ଗଠନ କଲେ ନବୀନ ପଟ୍ଟନାୟକ । ସେ ସମୟରେ କଂଗ୍ରେସ ଶାସନ ଚାଲିଥାଏ । ତେଣୁ ବିରୋଧୀ ଦଳ ଭାବେ ବିଜେଡିରୁ ପ୍ରଥମେ ରାମକୃଷ୍ଣ ପଟ୍ଟନାୟକ ଓ ପରେ ପ୍ରଫୁଲ୍ଲ ସାମଲ ହୋଇଥିଲେ ବିରୋଧୀ ଦଳ ନେତା । ହେଲେ ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିଲା । ନବୀନ ପଟ୍ଟନାୟକ

ଦଶହରାରେ ଦେବୀଙ୍କ ରାଗ

ଭୁବନେଶ୍ୱର: ମନ୍ତ୍ରୀ ପଦ ସିନାଗଲା, ହେଲେ କ୍ଷମତାର ଅଳନ୍ଦିରେ ଏବେବି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାୱାର କରିଡରରେ ଏକ ବଡସ୍ଥାନ ରହିଛି ମିଶ୍ର ବାବୁଙ୍କ । ନାଲିବତୀଗାଡି ଯିବା ପରେ ପରେ ଦେବୀଙ୍କୁ ଦଳଭିତରେ ପଦୋନ୍ନତି ଦିଆଯାଇ ସାଧାରଣ ସଂପାଦକରୁ ଉପ-ସଭାପତି କଲେ ନବୀନ । କିଛି ଜିଲ୍ଲା ଦାୟିତ୍ୱବି ଦେଲେ । ବିଜେଡିର ନୂଆ ମୁଖପାତ୍ର ତାଲିକାରେ ବି

ମିଥୁନ ରାଶିର ସ୍ମାର୍ଟ ଝିଅ

ପ୍ରାୟ ସମସ୍ତେ ବିବାହ ପୂର୍ବରୁ ଝିଅର ସ୍ୱଭାବ ଓ ତା’ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟା କରିଥାଏ । ତେବେ ଖାଲି ଯେ ଝିଅଟି ସହ ମିଶିଲେ କି କଥା ହେଲେ ଝିଅର ସ୍ୱଭାବ ଜାଣିହେବ ତା’ନୁହେଁ । ଏହାଛଡା ଆହୁରି ଅନେକ ଉପାୟ ମଧ୍ୟ ରହିଛି । ଯେମିତିକି ରାଶି । ଝିଅର ରାଶିରୁ ଜାଣିହେବ ଝିଅର ସ୍ୱଭାବ କିପରି? ଆସନ୍ତୁ ସେ ସମ୍ପର୍କରେ ଜାଣିନେବା... ମେଷ: ମେଷ ରାଶିର

ରାଜ୍ୟ ଛାଡିବେ ପ୍ରତ୍ୟାଶା

କୁନି ଝିଅର କମାଲ ଦିନେ ସାରା ରାଜ୍ୟକୁ ଗୌରବାନ୍ୱିତ କରିଥିଲା । ପିଲାଟି ଦିନରୁ ଜଣେ ଦକ୍ଷ ସନ୍ତରଣରକାରୀ ହୋଇ ଦେଶର ଟେକ ରଖିବାକୁ ପଣ କରିଥିଲେ । ଆଉ ଏହି ଦିଗରେ ତାଙ୍କ ସଫଳତାର ଆଗେଇ ଚାଲିଥିଲା । କିନ୍ତୁ ଯେତେବେଳେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସ ବନ୍ଦ ହେବା କଥା ଶୁଣିଲେ ‘କୁଇନ ଅଫ୍ ୱାଟର’ ଭାବେ ପରିଚିତ ପ୍ରତ୍ୟାଶାଙ୍କ ପାଦ ତଳୁ ମାଟି

କ୍ୟାପଟେନଙ୍କ ଡେ ଡ୍ରିମ୍!

ଭୁବନେଶ୍ୱର : ୨୦୧୪ ନିର୍ବାଚନରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ମୁଣ୍ଡରେ ସତେ ଯେମିତି ହାତୀ ସୁନା କଳସ ଢାଳିଥିଲା । ଯେଉଁଥିପାଇଁ କ୍ୟାପଟେନ ସାହେବ ଜୁନାଗଡରୁ ବିଜେଡି ଟିକେଟରେ ବିଧାନସଭା ଯାଇଥିଲେ । ଆଉ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ କ୍ୟାପଟେନ ଦିବ୍ୟଶଙ୍କର ଯେ ନବୀନଙ୍କ ଗୁଡବୁକରେ ସ୍ଥାନ ପାଇବେ, ସେକଥା ଜାଣି ନଥିଲେ । ହେଲେ ବହୁ କମ୍ ଲୋକ ଜାଣନ୍ତି ଯେ ବିଜେଡିରୁ ବିଧାୟକ ହୋଇଥିବା କ୍ୟାପଟେନ୍ ମିଶ୍ର

ଗୀତା ପରେ ରୀତା ଭରଷା

ଉଭଣୀ ଗୀତାଙ୍କ ଉପରେ ସବୁଠୁ ଅଧିକ ବିଶ୍ୱାସ କରନ୍ତି ନବୀନ । ଜଟିଳ ପରିସ୍ଥିତିରେ ତାଙ୍କର ପରାମର୍ଶ ନିଅନ୍ତି । ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାରରେ ଭଉଣୀ ଗୀତା ମୁଣ୍ଡ ନ ଖେଳାଇଲେ ଭାଇ ନବୀନଙ୍କ ମୁଣ୍ଡ ଗୋଳମାଳ ହୋଇଯାଏ । ରାଜନୀତିର ପ୍ରଚ୍ଛଦପଟରେ ରହି ସେ ନବୀନଙ୍କୁ ଗାଦିରେ ବସାଉଛନ୍ତି । ହେଲେ ବିଜେପୁର ଉପନିର୍ବାଚନ ଲାଗି ନବୀନ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତାଙ୍କ ଉପରେ ଭରସା

ବାବା ନୁହେଁ ଓକିଲ ରାଜ୍

ଭୁବନେଶ୍ୱର: ବିଜୁ ଜନତା ଦଳର ଏବେ ରକ୍ଷା କବଚ ପାଲଟିଛନ୍ତି ବରିଷ୍ଠ ଆଇନଜୀବୀ ତଥା ପୁରୀ ସାଂସଦ ପିନାକୀ ମିଶ୍ର । ଖଣି ଦୁର୍ନୀତିର ତଦନ୍ତ କରୁଥିବା ଶାହ କମିସନ ସମୟରେ ହେଉ କି ନବୀନ ପଟ୍ଟନାୟକଙ୍କ ୨୦୧୪ ହିଞ୍ଜିଳି ବିଧାନସଭା ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା ସବୁଠି ଢାଲ ପରି ଠିଆ ହୋଇଛନ୍ତି ପିନାକୀ । କଂଗ୍ରେସ ପରିବାରରେ ଜନ୍ମ ପିନାକୀଙ୍କ ଗୁଣକୁ ୨୦୦୯ ମସିହାରେ ବିଜେଡିର ତକ୍ରାଳୀନ

ଦିଲ୍ଲୀପଙ୍କ ଚାଲାକି

ଭୁବନେଶ୍ୱର: ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଓ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ତିକ୍ତତା ଖବର ହାଟରେ ପଡି ଦାଣ୍ଡରେ ଗଡୁଛି । ଏଥିପାଇଁ କିଛି ମାସ ତଳେ ଭୁବନେଶ୍ୱରରେ ହୋଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦିଲ୍ଲୀପ ରାୟଙ୍କ ଦେଖା ମିଳିନଥିଲା । ରାଉରକେଲା ଇସ୍ପାତ ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସପିଟାଲ ମାନ୍ୟତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖି ତାତ୍ସଲ୍ୟ ବି

ଚାଲ କରିବା ଠିଆ ପାଲା

  ଏବେ ଟକମକ ଫୁଟୁଛି ରାଜ୍ୟ ରାଜନୀତି । ଟେମ୍ପରେଚର ୧୦୦ ପରେ । ନିର୍ବାଚନ ଢେର ଦିନ ବାକି ଥିବା ବେଳେ ଚାଲିଛି ଅଙ୍କକଷା । ବିଜେପି, ବିଜେଡି, କଂଗ୍ରେସ ସଂଖ୍ୟାକୁ ନେଇ କେହି ପଛରେ ନାହାନ୍ତି । ଆଉ ଓଡିଶା ପଦ୍ମ ପୋଖରୀରେ ଶାହ ସାହେବ ସଞ୍ଜିବନୀ ସିଞ୍ଚିବା ବେଳେ ଶଙ୍ଖପତିଙ୍କୁ ଆଟାକ କରିବାକୁ ପଛାଇ ନାହାନ୍ତି । ବାସ୍୍, ଏହାପରେ ଦୁଇ ଦଳର ନେତାଙ୍କ ମଧ୍ୟରେ

ଝୁଟ ବୋଲ କୱା କଟେ

ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): ହିନ୍ଦୀରେ ଏକ ବହୁ ପ୍ରଚଳିତ ଲୋକକଥା ଅଛି, “ଝୁଟ୍ ବୋଲେ କୱା କାଟେ ।” ଅର୍ଥାତ୍ ଯିଏ ମିଛ କହିବ, ତାକୁ କାଉ ଖୁମ୍ପିବ । ଏପରି ଅବସ୍ଥା ଦେଇ ବିଜେଡିରେ ଏବେ ଗତି କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଏବେକାର ମୁଖପାତ୍ର ରବି ନାରାୟଣ ନନ୍ଦ । ୨୦୧୨ରେ ଗଣଶିକ୍ଷା ମନ୍ତ୍ରୀ ହୋଇଥିବା ରବି ବାବୁ କେବେ ବି ଭାବି ନଥିଲେ ଯେ ସେ ୨୦୧୪

ଖଣି ଦୁର୍ନୀତି : ଫାଇନ୍ ଦେବେ ଲିଜଧାରୀ; ତ୍ରିବେଣୀ ଛୁ’

ଖଣି ଖୋଳ କରି ଧରାପଡିଲେ ଲିଜଧାରୀ।ଏବେ ଜରିମାନା ଗଣିବେ।ହେଲେ ଖଣି ଖେଳରେ ସବୁଠୁ ଅଧିକ ଫାଇଦା ପାଇଥିବା ତ୍ରିବେଣୀ ଏବେ ଛୁ’।ତ୍ରିବେଣୀକୁ ଖସାଇବା ଲାଗି ସିବିଆଇ ତଦନ୍ତକୁ ମଧ୍ୟ ନାକ ଟେକୁଛନ୍ତି ସରକାର ବୋଲି ଚର୍ଚ୍ଚା।ତ୍ରିବେଣୀ ପ୍ରେମରେ ଉବୁଟୁବୁ ସରକାର ଖଣି ଦୁର୍ନୀତିର ଅଠା ଲିଜଧାରୀଙ୍କ ମୁଣ୍ଡରେ ବୋଳି ନିର୍ବାଚନୀ ପାଣ୍ଠି ଯୋଗାଡରେ ବ୍ୟସ୍ତ।ଏହି ଖେଳରେ ପିଏମଓର ଜଣେ ପୂର୍ବତନ ଅଧିକାରୀ ବି ସାମିଲ ଅଛନ୍ତି ବୋଲି ଚାଲିଛି ଚର୍ଚ୍ଚା। ଭୁବନେଶ୍ୱର:

ସଞ୍ଜୟଙ୍କୁ ନବୀନ ନିବାସ ମନା!

ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): ଓଡିଶାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଭବିଷ୍ୟତ ସବୁବେଳେ ସୂତା ଖିଅରେ । ଯିଏ ବି ଖାଉଟିଙ୍କ କଲ୍ୟାଣ ବିଭାଗ ପାଇଛି, ତାକୁ ସତେ ଯେପରି ଶନି ଗ୍ରାସ କରିଛି । ହବିବୁଲ୍ଲା ଖାନ, ଗଣେଶ୍ୱର ବେହେରା, ବେଦପ୍ରକାଶ ଅଗ୍ରୱାଲ, ମନମୋହନ ସାମଲ, ଶାରଦା ନାୟକ ଓ ପ୍ରତାପ ଦେବ ଏହି ବିଭାଗର ମନ୍ତ୍ରୀ ହେବା ପରେ ଶନିଦଶା ଭୋଗିଛନ୍ତି । ଏମାନେ ପରବର୍ତ୍ତୀ

Top