You are here
Home > ଅଧିକ ଖବର (Page 2)

ଲୁଲୁ ସେନା ମାଲିକାନା ବିବାଦ

ଭୁବନେଶ୍ୱର: ୧୪ ଫେବ୍ରୁଆରି । ଏହି ଦିନକୁ କଂଗ୍ରେସ ଶିବିରରେ ଏକ ବଡ ଦିନ ଭାବେ ପାଳନ କରାଯାଇଥାଏ । କାରଣ ୧୯୬୪ ମସିହାର ଏହି ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପୂର୍ବତନ କଂଗ୍ରେସ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁ ଭାଇ । ଜୀବନର ଶେଷ ଯାଏ ସେ ରହିଥିଲେ କଂଗ୍ରେସରେ । ବାରମ୍ବାର ଦୁର୍ଘଟଣାରେ ହୁଏତ ଲୁଲୁଙ୍କର ଶରୀର ସେତେଟା ଭଲ ରହୁ ନଥିଲା ଚାଲିବାରେ

ନାଁକୁ ନେଇ କେଁ!

ଛାତ୍ର ଓ ଯୁବର ବୟସ ଢେର ଗଡିଗଲାଣି । ଗାଡିରେ ଲାଗିଥିବା ନାଲିବତି ବି କଢା ସରିଲାଣି । ପାୱାର କରିଡରରେ ସବୁ ସ୍ୱାଦ ଚାଖି ସାରିଲେଣି । ହେଲେ ମନରୁ କ୍ଷମତା ମୋହ ଛାଡୁନି । ସେଥିଲାଗି ଦଳର ଯୁବ ଓ ଛାତ୍ର ସଂଗଠନକୁ ନିଜ ନିଜ ଅକ୍ତିଆରରେ ରଖିବାକୁ ପ୍ରୟାସ ଚଳାଇଛନ୍ତି ବିଜେଡିର ଦୁଇ ପୂର୍ବତନ ମନ୍ତ୍ରୀ । ନିଜ ନିଜ ଅନୁଗତଙ୍କ ଦ୍ୱାରା ଛାତ୍ର ଓ

ଘରେ କରି ପାରିବେ ଫେସିଆଲ

ସୁନ୍ଦରତା ପାଇଁ ଆଜିକାଲି ସମସ୍ତେ ସଚେତନ । ତ୍ୱଚାକୁ ସୁନ୍ଦର ଓ ଆଟ୍ରାକ୍ଟିଭ କରିବାକୁ ଆମେ ବିଭିନ୍ନ ଉପାୟ ଆପଣାଇଥାଉ । ସେଥିମ୍ମରୁ ଗୋଟିଏ ହେଉଛି ଫେସିଆଲ । ତ୍ୱଚାର ଯତ୍ନ ପାଇଁ ଫେସିଆଲ୍୍ ହେଉଛି ଏକ ଆଧୁନିକ ଉପଚାର । ଫେସିଆଲ୍୍ କରିବା ଦ୍ୱାରା ତ୍ୱଚା ପରିଷ୍କାର ରହିବା ସହ ଫ୍ରେଶ୍୍ ଲାଗିଥାଏ । ତେବେ ଖାଲି ଯେ ବିୟୁଟି ପାର୍ଲର ଯାଇ ପଇସା ଖର୍ଚ୍ଚ କରି ଫେସିଆଲ

ଜାଫର, ସୁଖରାମ ପାଇଁ ବିଶ୍ୱକପ ସୁଯୋଗ

ଦୃଷ୍ଟିହୀନ କ୍ରିକେଟରେ ଦୁଇ ଓଡ଼ିଆ ତାରକା ମହମ୍ମଦ ଜାଫର ଇକବାଲ ଓ ସୁଖରାମ ମାଝିଙ୍କ ଚମକ ଦେଖିବାକୁ ମିଳିଛି । ୨୦୦୩ରୁ କ୍ରିକେଟ ପଡିଆକୁ ଓହ୍ଲାଇଥିବା ଜାଫର ୨୦୧୧ ପରଠାରୁ ଭାରତୀୟ ଦଳରେ ନିୟମିତ ସଦସ୍ୟ ଭାବେ ଖେଳିଆସୁଛନ୍ତି । ଏକାଧିକବାର ବିଶ୍ୱକପ୍ ବିଜେତା ବନିଥିବା ଭାରତୀୟ ଦଳରେ ଜାଫର ସାମିଲ ରହି ଅଭିଜ୍ଞତା ସାଉଁଟିଛନ୍ତି । ଚଳିତ ବର୍ଷ ଟି-୨୦ ବିଶ୍ୱକପର ଏକ ମ୍ୟାଚ୍ ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ

ଏକେଲା ଚଲୋ

ଗୁଜୁରାଟ ନିର୍ବାଚନରେ ଶିବସେନା ଏକଲା ଚଲୋ ନୀତି ଆପଣେଇବାକୁ ଯାଉଛି । ଗୁଜୁରାଟ ବିଧାନ ସଭା ନିର୍ବାଚନ ଏକାକି ଲଢି ଦଳ ନିଜର ଅସ୍ଥିତ୍ୱ ଜାହିର କରିବାକୁ ଇଛା କରିଥିବା ସୂଚନା ମିଳିଛି । ପ୍ରଥମ ଥର ଲାଗି ଶିବସେନା ୪୦ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁ ହେଉଛି । ଗୁଜୁରାଟର ମରାଠୀ ଭାଷୀ ଭୋଟରଙ୍କୁ ଟାଗେର୍ଟ କରି ଦଳ ପ୍ରାର୍ଥୀ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି । ଗୁଜୁରାଟରେ

ଆଗ୍ରେସିଭ ମୁଡରେ ଯୁବରାଜ

ଆଜି କାଲି କଂଗ୍ରେସ ଯୁବ ରାଜ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଗ୍ରେସିଭ ମୁଡକୁ ଆସିଯାଇଛନ୍ତି । ପୂର୍ବରୁ ଭିନ୍ନ ପ୍ରସଂଗରେ ଅଧିକ ମୁହଁ ଖୋଲୁ ନଥିବା ରାହୁଲ ଗତ କିଛି ଦି ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରଙ୍କୁ ଆଟାକ କରିଚାଲିଛନ୍ତି । ଖାସ କରି ସୋସିଆଲ ମିଡିଆରେ ସ୍ୱର ଶାଣିତ କରିଛନ୍ତି ରାହୁଲ । ମୋଦିଙ୍କ ଆର୍ଥିକ ନୀତିକୁ ସମାଲୋଚନା କରି ଚାଲିଛନ୍ତି । ଜିଏସଟିକୁ

ଗସିପ୍ ଟାଇମ୍ସ

ବାପ-ପୁଅଙ୍କୁ ବଏକଟ ବଲାଙ୍ଗିର ଜିଲ୍ଲା ବିଜେଡି ରାନୀତିରେ ବାପ- ପୁଅଙ୍କୁ ଏକ ଘରିକିଆ କରାଯାଇଥିବା କୁହାଯାଉଛି । ନିକଟରେ ବଲାଙ୍ଗିର ଲୋକ ମହୋତ୍ସବରେ ସ୍ଥାନୀୟ ନେତାଙ୍କ ଆଚରଣରୁ ଏକଥା ସ୍ପଷ୍ଟ ହୋଇଥିବା ସାରା ଜିଲ୍ଲାରେ ଆଲୋଚନା ହେଉଛି । ବଲାଙ୍ଗିର ଲୋକ ମହୋତ୍ସବ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା । ଏଥିରେ ଅତିଥିଙ୍କୁ ଡାକିବାକୁ କମିଟିର ଦାୟିତ୍ୱ ଥିଲା । ହେଲେ ଉତ୍ସବକୁ ଆସିଥିବା ଅତିଥୀ ମାନଙ୍କୁ କୁଆଡେ ବିରୋଧୀ

ଶାସକ ଦଳ ମୁହାଁ ବିରୋଧୀ

ଝାରସୁଗୁଡା ଜିଲ୍ଲା ରାଜନିତୀରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଦଳୀୟ ନିଷ୍ପତ୍ତିକୁ ପଛରେ ପକାଇ ଶାଶକ ଦଳ ସହ ହାତ ମିଳାଇଛନ୍ତି ଜିଲ୍ଲାର ବିଧାୟକ ମାନେ । ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ଏପରି ଦଳ ବିରୋଧୀ ସାଲିସ ରାଜନିତୀକୁ ନେଇ ଝାରସୁଗୁଡାରୁ ରାଜଧାନୀ ଯାଏ ଚାଲିଛି ଚର୍ଚ୍ଚା । ଝାରସୁଗୁଡା : ରାଜ୍ୟରେ ବିରୋଧୀ ଓ ଶାଶକ ଦଳ ଭିତରେ ଟକ୍କରା ଟକ୍କରି ଯୋର

କଂଗ୍ରେସ୍ ରାଲିରେ ବିଜେଡି କର୍ମୀ

ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): ନଭେମ୍ବର ୮, ୨୦୧୭ । ୧୮ଟି ବିରୋଧୀ ଦଳ ଦେଶବ୍ୟାପୀ ପାଳିଲେ କଳା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣକୁ ବଫଳ ଅଭିଯୋଗ କରି ଏହାର ବର୍ଷ ପୂର୍ତ୍ତିକୁ କଳା ଦିବସ ଭାବେ ବିରୋଧ କରାଗଲା । କଂଗ୍ରେସ ଧରିଲା ଏହାର ମଙ୍ଗ । ଓଡିଶାରେ ବିଜେଡି ବିମୁଦ୍ରାକରଣକୁ ବିଫଳ କହିଲା ସତ, ହେଲେ କଳା ଦିବସ ପାଳିବାରେ ସାମିଲ ହେଲା ନାହିଁ । ତେବେ

ଦିଲ୍ଲୀରେ ଗର୍ଜିବ ବିଜେଡି

ଚାଷ ଓ ଚାଷୀ ପ୍ରସଂଗକୁ ନେଇ ଯୋର ଧରିଛି ରାଜ୍ୟ ରାଜନିତୀ । ଚକଡା ପୋକ,ଫସଲ ପୋଡି ସାଙ୍ଗକୁ ଚାଷୀ ଆତ୍ମହତ୍ୟା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥା ବଢାଇ ଦେଇଛି । ଏହାକୁ ପ୍ରସଂଗ କରି ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ବିଜେଡି ଲାଗି ସବୁଠୁ ବେଶୀ ଅଡୁଆ ହୋଇଛି ବିଜେପିର ଆଚରଣ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ବାହାନାରେ ଚାଷୀଙ୍କୁ ନିଜ ପଟକୁ ନେବାକୁ ଅଣ୍ଟା ଭିଡିଛି ବିଜେପି

କ୍ୱାଟର୍ସ ଛାଡିବେ ଆଇଏଏସ୍ ଅଧିକାରୀ

ଲଗାତାର୧୮ ବର୍ଷ ହେଲାକ୍ଷମତାରେ ରହିଛି ବିଜେଡି । ଆଉ ପଞ୍ଚମ ଥର ଲାଗି କ୍ଷମତାରେ ରହିବାକୁ ଦଳର ଢେର ଆଗରୁ ରଣନିତୀ ବଦଳାଇଛି । ଦଳର କଳେବର ବଢିଛି । ଆଇନ ସାମ୍ମୁଖ୍ୟ, ଶ୍ରମିକ ସାମ୍ମୁଖ୍ୟ, ସୋସିଆଲ ମିଡିଆ ସେଲ ଭଳି ଦଳରେ ଅନେକ ନୂଆ ଶାଖା ମେଲିଛିି । ହେଲେ ଏସବୁ ଲାଗି ଦଳୀୟ କାର୍ଯ୍ୟାଳୟରେ ରୁମ କମ ପଡୁଛି । ତେଣୁ ବାସ୍ତୁ ଦୋଷ ଦୂର କରିବାକୁ

ବିଜେଡି-ବିଜେପିି ଚୁପ୍

ଭୁବନେଶ୍ୱର: କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କୁ ସୁରକ୍ଷା ଦେବାରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ପ୍ରମୁଖ ଭୂମିକା ଅଛି ଓ ତାଙ୍କର ଗିରଫ ନିଶ୍ଚିତ ବୋଲି ଦୃଢ଼ୋକ୍ତି ବାଢ଼ୁଥିବା ବିଜେଡି ଏବେ ସମ୍ପୂର୍ଣ୍ଣ ନିରବ । ଗୋଲକଙ୍କ ଭୂମିକାକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ କିଛିଦିନ ଛକାପଞ୍ଝା ଲାଗି ରହିବା ଏବଂ ପରସ୍ପର ପ୍ରତି କଟୂ ଆକ୍ଷେପକୁ ନେଇ ରାଜ୍ୟ

ନରମୁଛନ୍ତି ସୁପ୍ରିମୋ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି,ବିଜେଡି ସୁପ୍ରିମୋ ନିଜ ରଣନିତୀ ସେତିକି ବଦଳଉଛନ୍ତି । କଡା ଆଭିମୁଖ୍ୟ ପୋଷଣ କରି ୪ଟି ନିର୍ବାଚନ ପାର ହୋଇଥିବା ନବୀନ ଏଥର ଭିନ୍ନ ରଣନୀତି ଆପଣାଇବାକୁ ଯାଉଛନ୍ତି । ନିଜ ନେତାଙ୍କ ଉପରେ କଡା ନୁହେଁ, ନରମ ଆଭିମୁଖ୍ୟ ରଖି ସମସ୍ତଙ୍କୁ ସାଙ୍ଗରେ ନେଇ ଏଥର ନିର୍ବାଚନ ଲଢିବାକୁ ନବୀନ ଯିବେ ବୋଲି ଚର୍ଚ୍ଚା । ଏବେ ଦଳରେ ସବୁ ବରିଷ୍ଠ ନେତାକୁ

ଜଳ ଜଳ ଫାଟ

ଫଟା କାନ୍ଥରେ କାଦୁଅ ଲେସା ହୋଇଥିଲା । ଉପରକୁ ଗୋଟାପଣେ ଚିକ୍କଣ ଦେଖାଗଲା । ହେଲେ କିଛି କାମ ଦେଲାନି । ଦିନ କେଇଟା ନ ଯାଉଣୁ କାନ୍ଥ ଫାଟି ପୁଣି ଆଁ କଲାଣି । ଏମିତି ସ୍ଥିତି ଏବେ ରାଜ୍ୟ କଂଗ୍ରେସରେ । ସଭାପତି ଚୌକିକୁ ନେଇ ପିସିସି ଓ ସିଏଲପି ଭିତରେ ବିବାଦ ଢେର କିଛି ଦିନ ଲାଗି ରହିଥିଲା । ଆଉ ଏସବୁକୁ ପଛରେ ପକାଇ

ବ୍ରହ୍ମାସ୍୍ରେ ଆଲିଆ

ରଣବୀର କପୁର-ଆଲିଆ ଭଟ୍ଟ ଷ୍ଟାରର୍ ଫିଲ୍ମ ବ୍ରହ୍ମାସକୁ ନେଇ କାଫି ଚର୍ଚ୍ଚା । ବର୍ତ୍ତମାନ ଫିଲ୍ମର ବଜେଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ବଜେଟ୍୍ ୧୫୦ କୋଟି ବୋଲି ଖୋଦ୍୍ ଫିଲ୍ମର ସହ ପ୍ରଯୋଜକ ନମିତ ମାଲହୋତ୍ରା ସ୍ୱୀକାର କରିଛନ୍ତି । ଫିଲ୍ମକୁ ପୁରା ହଲିଉଡ ଷ୍ଟାଣ୍ଡର୍ଡ ଭଳି କରିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି । ଫିଲ୍ମରେ ରଣବୀର ଜଣେ ସୁପରହିରୋ ଭୂମିକାରେ ନଜର

Top