You are here
Home > Author: ONA (Page 2)

ନିରଞ୍ଜନଙ୍କ ଟିମକୁ ନେଇ ଉଠିଲା ପ୍ରଶ୍ନ, ପ୍ରସାଦଙ୍କୁ କହୁଥିଲେ ଏବେ ନିଜେ କଲେ କିପରି

ଭୁନନେଶ୍ୱର: ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ବୁଧବାର ତାଙ୍କ ଟିମ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ କିଛି ନେତା ବାଦ ପଡ଼ିଯାଇଛନ୍ତି । ତାକୁ ନେଇ ଅସନ୍ତୋଷ ଦେଖାଦେଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିଲା ବେଳେ ତାଙ୍କ ଟିମ୍ ବଡ଼ ହୋଇଥିବାରୁ ସେତେବେଳେ ତାକୁ ନିରଞ୍ଜନ କଡ଼ା ସମାଲୋଚନା କରିଥିଲେ । ଏହାକୁ ବେଶି ଲୋକରେ ମୂଷା

ସାବଧାନ ! ଆପଣ ମଧ୍ୟ ହୋଇପାରନ୍ତି ଅନ୍ଧ

ଅନେକ ସମୟରେ ଦେଖିବାକୁ ମିଳେ ଛୋଟରୁ ବଡ ଯାଏଁ ଗୋଟିଏ ସମସ୍ୟା ଆଖି ସମସ୍ୟା । ଡିଜିଟାଲ ଉପକରଣରୁ ନିର୍ଗତ ନୀଳ ରଙ୍ଗର ରଶ୍ମି ହୋଇପାରେ ଆପଣଙ୍କ ପାଇଁ ଘାତକ । ଯାହାଫଳରେ ଚାଲିଯାଇପାରେ ଆପଣଙ୍କ ଦୃଷ୍ଟିଶକ୍ତି । ଆମେରିକାର ୟୁନିଭର୍ସିଟି ଅଫ୍ ଟୋଲେଡୋରେ କରାଯାଇଥିବା ଏକ ଅନୁସନ୍ଧାନ ମୁତାବକ, ଲଗାତାର ଭାବେ ନୀଳ ରଙ୍ଗର ରଶ୍ମି ଦେଖିବା କାରଣରୁ ଆଖିରୁ ଉତ୍ପନ୍ନ ପ୍ରକାଶ ପାଇଁ ସମ୍ବେଦନଶୀଳ କୋଷରେ ବିଷାକ୍ତ

ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ତା ଗମ୍ଭୀର !

କିଛି ଦିନ ତଳେ ସୋସିଆଲ ମିଡ଼ିଆ ଜରିଆରେ କର୍କଟ ରୋଗ ବିଷୟରେ ଜଣାଇଥିଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । କର୍କଟ ରୋଗର ଶିକାର ହେବା କଥା ସମ୍ନାକୁ ଆସିବା ପରେ ସେ ନ୍ୟୁୟର୍କ ଯାଇଥିଲେ । ବିଭିନ୍ନ ସମୟରେ ସେ ନିଜ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ତ ତଥ୍ୟ ନିଜ ପ୍ରଶଂସକଙ୍କୁ ଦେଇଥାନ୍ତି । ଫଟୋ କି ଭିଡ଼ିଓ ମାଧ୍ୟମରେ ହେଉ ସେ ନିଜର ଦୁଃଖକୁ ସମସ୍ତଙ୍କ ସହ ସହ

ବର୍ଷା ତାଣ୍ଡବ ଜାରୀ, ୪ ଜିଲ୍ଲାରେ ବ୍ୟାପକ କ୍ଷତି

ଭୁନନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଫଳରେ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ୨ଜିଲ୍ଲାର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇଛି । ବର୍ଷା ଜାରି ରହିବା ଫଳରେ ସ୍ଥିତି ବେଳକୁ ବେଳ ବିଗିଡ଼ିବାରେ ଲାଗିଛି । ଅଧିକାଂଶ ଅଂଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ଥିତି ସବୁଠାରୁ ଖରାପ ହୋଇଛି । ବିଶେଷ କରି ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟର ଅବସ୍ଥା ଅଧିକ

ଗାଳିଗୁଲଜ ପଡିଲା ମହଙ୍ଗା ! ବଲିଉଡ୍ ଗାୟକ ଅଭିଜିତ୍‌ଙ୍କ ନାଁରେ ଥାନାରେ ମାମଲା

ବଲିଉଡ୍ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ବିବାଦ ଘେରକୁ ଆସିଥିବାର ଖବର ମିଳିଛି । ଜଣେ ମହିଳା ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ମୁମ୍ବାଇର ଅମ୍ବେଲି ଥାନାରେ ଅଭିଜିତ୍‌ଙ୍କ ନାଁରେ ଏକ ମାମଲା ରୁଜୁ କରିଛନ୍ତି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଫୋନ୍‌ରେ କଥାବାର୍ତ୍ତା ବେଳେ ଅଭିଜିତ୍‌ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ । ପୁଲିସ୍ କହିଛି, ସୋସାଇଟିରେ ହେଉଥିବା ଡ୍ରିଲିଂ କାମକୁ

‘ଲୋକାଲ ଟୋକା ଲଭ୍‌ ଚୋଖା’ହେଲା ରିଲିଜ, ସନମିରା ହେଲେ ଖୁସି

ରିଲିଜ୍‌ ହୋଇଛି ବାବୁସାନ୍‌ଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଏହି ଫିଲ୍ମରେ ପ୍ରଥମଥର ସନମିରା ବାବୁସାନଙ୍କ ସହ ଫିଲ୍ମ କରିଛନ୍ତି । ଫିଲ୍ମର ପ୍ରିମିୟର ସୋ’ କଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଛି । ଏହି ଫିଲ୍ମରେ ବାବୁସାନ୍‌ ଓ ସନ୍‌ମିରାଙ୍କ ଲଭ୍ ଏବଂ ରୋମାନ୍ସକୁ ଦର୍ଶକ ଦେଖିବାକୁ ପାଇଛନ୍ତି । ଏ ଦୁହିଁଙ୍କ ସମେତ ପ୍ରଦ୍ୟୁମ୍ନ ଲେଙ୍କା ଓ ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ

କଙ୍ଗନା ରାଣାୱତଙ୍କ ‘ମଣିକଣିକା’ର ପୋଷ୍ଟର ହେଲା ଲଞ୍ଚ !

ବଲିଉଡ କୁଇନ କଙ୍ଗନା ରାଣାୱକଙ୍କ ବହୁତ ଚର୍ଚ୍ଚିତ ଫିଲ୍ମ ମଣିକର୍ଣିକା :"ଦ କୁଇନ ଅଫ ଝାନ୍ସୀ" ର ପୋଷ୍ଟର ରିଲିଜ ହୋଇଯାଇଛି । ଫିଲ୍ମର ପ୍ରଥମ ଲୁକରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ପୋଷ୍ଟରରେ ସେ ତାଙ୍କ ପୁଅକୁ କାନ୍ଧରେ ବାନ୍ଧି ବ୍ରିଟିଶଙ୍କ ସହ ଯୁଦ୍ଧ କରୁଥିବାର ନଜରକୁ ଆସିଛନ୍ତି । କଙ୍ଗନାଙ୍କ ସମେତ ଏହି ଫିଲ୍ମରେ ଅଂକିତା ଲୋଖଣ୍ଡେ, ସୋନୁ ସୁଦ, ଅତୁଲ କୁଲକୋନୀ ଓବଂ

କେରଳ ବନ୍ୟା ପୀଡ଼ିତଙ୍କୁ ଓଡ଼ିଶା ଦେଲା ୫ କୋଟି

ଭୁନନେଶ୍ୱର: କେରଳରେ ଦେଖାଦେଇଥିବା ପ୍ରୟଙ୍କରୀ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଲୋକ ମୃତାହାତ ହୋଇଛନ୍ତି । ଏଣୁ ଓଡ଼ିଶା ସରକାର କେଳରକୁ ୫କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କେରଳ ସରକାରଙ୍କୁ ଏହି ଅର୍ଥ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବାଜପେୟୀଙ୍କ ସ୍ଥିତି ଶଙ୍କଟାପନ୍ନ, ଦେଖା କରିବାକୁ ଗଲେ ନବୀନ

ଭୁନନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଶଙ୍କଟାପନ୍ନ ହୋଇଛି । ସେ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଏବେ ଜୀବନରକ୍ଷାକାରୀ ବ୍ୟବସ୍ଥାରେ ରଖାଯାଇଛି । ୨୪ ଘଣ୍ଟା ଭିତରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକ୍ରମେ ଅବନତି ହେବାରେ ଲାଗିଛି । ଏହି ଖବର ଜାଣି ତାଙ୍କ ଆଶୁ ଆରୋଗ୍ୟ କାମନା କରି ଦେଶସାରା ବିଭିନ୍ନ ସ୍ଥାନରେ ପୂଜାପାଠ ଚାଲିଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ପିସିର ନୂଆ କମିଟି  ଘୋଷଣା :  ପ୍ରଚାର କମିଟିରେ ୧୪ ଉପସଭାପତି,୨୪ ସାଧାରଣ ସଂପାଦକ

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟିର  ଘୋଷିତ ହୋଇଛି । ପିସିସି ସଭାପତି ଭାବେ ଦାୟୀତ୍ବ ନେବା ପରେ ପ୍ରଥମ କରି ଘୋଷଣା ହୋଇଛି  ଟିମ ନିରଞ୍ଜନ । ନୂଆ ଟିମରେ ୧୪ ଉପସଭାପତି,୨୪ ସାଧାରଣ ସଂପାଦକ,୯୯ ସଂପାଦକ,ଜଣେ କୋଷାଧ୍ୟକ୍ଷଙ୍କ ସହ ୧୩ ମନୋନିତ ସଦସ୍ୟ ଅଛନ୍ତି । ଦଳର ଶୃଙ୍ଖଳା କମିଟି,ଇସ୍ତାହାର କମିଟି, ନିର୍ବାଚନ କମିଟି ,ପର୍ରଚାର କମିଟି ଘୋଷଣା କରାଯାଇଛି

ବର୍ଷାରେ ପାଂଚ ଜିଲ୍ଲାର ସ୍ଥିତି ବେହାଲ, ଆଗକୁ ଆହୁରି ବର୍ଷିବ

ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର କେତେକ ଅଂଚଳରେ ବହୁତ କ୍ଷତି ପହଁଞ୍ଚିଛି । ବର୍ଷାର ପ୍ରଭାବ ଆଉ 24 ଘଣ୍ଚା ବଳବନ୍ତ ହୋଇରହିବ । ଉପକୂଳ ଏବଂ ଉତ୍ତର ଓଡିଶାର କିଛି ଅଂଚଳରେ ମଧ୍ୟ ଏହାର ପ୍ରଭାବ ରହିବ । 40ରୁ50 କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ମତ୍ସ୍ୟଜୀବୀ ମାନଙ୍କୁ 48ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ଲାଗି ବାରଣ

ବାଲଶ୍ୱର ରେମୁଣାରେ ଦୁଇ ଶିଶୁ ପାଣିରେ ବୁଡି ମୃତ

ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅର୍ନ୍ତଗତ ଚକୁଳିଆ ଗାଁରେ ଦୁଇ ଶିଶୁ କନ୍ୟା ପାଣିରେ ବୁଡି ମୃତ୍ୟୁ ବରଣ କଲାଭଳି ଦୁଖଦ ଖବର ଆସିଛି । ସାତ, ଆଠ ବର୍ଷର ଦୁଇ ଶିଶୁ ପୋଖରୀକୁ ଗାଧୋଇ ବାକୁ ଯାଇଥିବା ବେଳେ ଗୋଡ ଖସିଯାଇଥିଲା । ଲୋକେ ସେମାନଙ୍କୁ ସାଥାନୀୟ ଡାକ୍ତରଖାନା ନେଈଇଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଯ଼ଣା କରିଥିଲେ । ଜଣକର ନାମ ରାଇମଣି ବିନ୍ଧାଣୀ ଓ

ଭାରତରେ ଦିଶା, ସଲାମାନଙ୍କ ସହ କରିବେ ରୋମାନ୍ସ

ଆଗକୁ ଆସୁଛି ଅଲ୍ଲୀ ଆବାସଙ୍କ ନିର୍ଦ୍ଦେଶିତ ଭାରତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଅଭିନେତା ସଲମାନ ଖାନ ଥିବା ବେଳେ କୈଟ୍ରିନା କୈଫ, ତବୁ, ଗୁଲସନ ଗ୍ରୋବର ଏବଂ ଦିଶା ପାଟନୀ ଅଛନ୍ତି । ଚଳଚ୍ଚିତ୍ରରେ ପ୍ରଥମ ସିକ୍ୟୁଲ ସୁଟିଂ ସରିଯାଇଛି । ଦ୍ୱିତୀୟ ସିକ୍ୟୁଲ ସୁଟିଂ ଚାଲୁରହିଛି ବୋଲି ସୂଚନା ମିଳିଛି । ତେବେ ପ୍ରଥମେ ଶୁଣିବାକୁ ମିଳୁଥିଲା କି ଦିଶା ସଲମାନଙ୍କ ଭଉଣୀ ରୂପେ ଅଭିନୟ କରିବେ

ସି-ପ୍ଲେନ ବିବାଦ – ବିଜେପିରେ କଳି

ଚିଲିକାରେ ସି-ପ୍ଲେନ ଅବତରଣ ପ୍ରସଙ୍ଗକୁ ନେଇ ଏବେ ରାଜନୀତି ତିକ୍ତ ହେବାରେ ଲାଗିଛି । ବିଜେପି ଭିତରେ ଏହାକୁ ନେଇ ଦେଖାଦେଇଛି କନ୍ଦଳ । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିରୋଧ ପରେ ଆଉଜଣେ ବରିଷ୍ଠ ବିଶ୍ୱଭୂଷଣ ହରିଚନ୍ଦନ ବିରୋଧ କରିବାକୁ ଆଗେଇ ଆସିଛନ୍ତି । ଅନ୍ୟପଟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସେମାନଙ୍କୁ କଡା ସମାଲୋଚନା କରିଛନ୍ତି । ବିଜେଡିକୁ ବାଣ ମାରିବା ସହ ଦଳୀୟ ନନେତାଙ୍କ

ଆରମ୍ଭ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଉପକୃତ ହେବେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର

ଭୁବନେଶ୍ୱର,ଦେଶ ସ୍ୱାଧିନତା ଦିବସର ୭୨ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜି କ୍ୟାପିଟାଲ ହସ୍ପିଟାଲରେ ଏହି ଯୋଜନାର ଲୋଗୋ ଉନ୍ମୋଚନ ମଧ୍ୟ ହୋଇଯାଇଛି । ଏହି ଯୋଜନାରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ । ରାଷ୍ଟ୍ରୀୟ କୃଷିବିକାଶ ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ପଞ୍ଜିକୃତ ଚାଷୀ ପରିବାର ଏହି ଯୋଜନାର

Top