ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍‌ସ (ଏମସ୍‌) ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ମାନେ ଏମସ୍‌ର ନିଜସ୍ୱ ୱେବ୍‌ସାଇଟ୍‌ରେ ନିଜର ରେଜଲ୍ଟ ଦେଖିପାରିବେ ବୋଲି ସୂଚନା ଦିଆଯାଇଛି