You are here
Home > ଏଣ୍ଟରଟେନମେଣ୍ଟ > ବୋଲ୍ଡ ଫଟୋସୁଟକୁ ନେଇ ଚର୍ଚ୍ଚିତ ଏଲି

ବୋଲ୍ଡ ଫଟୋସୁଟକୁ ନେଇ ଚର୍ଚ୍ଚିତ ଏଲି

ଏବେ ବୋଲ୍ଡ ସିନ୍କୁନେଇ ଚର୍ଚ୍ଚିତ ଏଲି । ସେ କେତେବେଳେ ସଲମାନ ଖାନ୍ଙ୍କ ଫଟୋ ଭାଇରାଲ କରି ତ ପୁଣି କେତେବେଳେ ବୋଲ୍ଡ ଫଟୋଶୁଟ ପାଇଁ ଚର୍ଚ୍ଚିତ ଏଲି । ବିଗବସ୍ରୁ ବାହାରିବା ପରେ ଏଲି ସଲମାନ ଖାନଙ୍କ ସହିତ ତାଙ୍କର ଫ୍ରେଣ୍ଡସିପ୍ ଖବରକୁ ବୋଲ୍ଟ ଅନ୍ଦାଜରେ ସେୟାର କରିଥିଲେ, ଯାହା ଖୁବ ଭାଇରାଲ ହୋଇଥିଲା । ଏବେ ଏବେ ସେ ଏକ ବୋଲ୍ଟ ଫଟୋସୁଟ କରିଛନ୍ତି, ଯାହାର ଭ୍ୟୁଅର ସଂଖ୍ୟା ବହୁତ ରହିଛି । ଏହି ଫଟୋରେ ଏଲି ରେଡ୍ ବିକିନି ପିନ୍ଧି ଭାରି ସେକ୍ସି ଲାଗୁଛନ୍ତି । ଅବଶ୍ୟ ଫଟୋଟିରେ ଏଲିଙ୍କ ମୁହଁ ଦେଖିହେଉନି । ଏଠାରେ ସୂଚାଇଦେବା ଜରୁରୀ ନିକଟରେ ଏଲି ତାଙ୍କର ଏକ ମ୍ୟୁଜିକ ଭିଡିଓ ରିଲିଜ କରିଥିଲେ । ଏଲିଙ୍କ୍ ବଲିଉଡ ଡେବ୍ୟୁ ଫିଲ୍ମ ଥିଲା ମନୀଷ ପାଲଙ୍କ ସହିତ ଫିଲ୍ମ ‘ମିଜି ଭାଇରାଲ’ । ୨୦୧୫ରେ ଏଲି କପିଲ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ‘କିସ୍ କିସ୍ କୋ ମେଁ ପ୍ୟାର କରୁ’ରେ ଅଭିନୟ କରିଥିଲେ ।

ONA

Leave a Reply

Top