You are here
Home > ବଡ଼ଖବର > ଜିଲ୍ଲା ସଭାପତି ତାଲିକା ଘୋଷଣା କଲା ଏଆଇସିସି : ୧୧ ଜିଲ୍ଲାରେ ପୁରୁଣା ମୁହଁ,୨୨ରେ ବଦଳିଲେ ଜିଲ୍ଲା ସଭାପତି

ଜିଲ୍ଲା ସଭାପତି ତାଲିକା ଘୋଷଣା କଲା ଏଆଇସିସି : ୧୧ ଜିଲ୍ଲାରେ ପୁରୁଣା ମୁହଁ,୨୨ରେ ବଦଳିଲେ ଜିଲ୍ଲା ସଭାପତି

ଭୁବନେଶ୍ବର : ବଦଳିଲେ ରାଜ୍ୟ କଂଗ୍ରେସର ଜିଲ୍ଲା ସଭାପତି । ଏଆଇସିସିର ଅଧଯକ୍ଷ ରାହୁଲ ଗାନ୍ଧିଙ୍କ ଅନୁମୋଦନ ପରେ ଅନୁମୋଦପରେ ଏହି ତାଲିକା ଘୋଷଣା କରାଯାଇଛି । ଦାୟିତ୍ବ ନେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ନୂଆ ଟିମ ଗଠନ କରିଛନ୍ତି । ତାଲିକାରେ ଅନେକ ଜିଲ୍ଲାରେ ଜିଲ୍ଲା ସଭଆପତିଙ୍କ ସହ କାର୍ଯ୍ୟକାରୀ ସଭାପତିଙ୍କୁ ମଧ୍ୟ ଘୋଷଣା କରାଯାଇଛି । ୧୧ ଜିଲ୍ଲାରେ ସଭାପତି ବଦଳି ନଥିବାବେଳେ ୨୨ ଜିଲ୍ଲାରେ ସଭାପତି ବଦଳିଛନ୍ତି । ପିସିସି ଟିମ ପରି ଅନେକ ଜିଲ୍ଲାରେ ଅସନ୍ତୋଷ ରୋକିବାକୁ ଏକାଧିକ କାର୍ଯ୍ୟକାରୀ ସଭାପତିଭ୍କୁ ନୂଆ ଟିମରେ ନିଆଯାଇଛି ।
ତାଲିକା
ବରଗଡ଼- ସଭାପତି ସତ୍ୟଭୂଷଣ ସାହୁ ,କାର୍ଯ୍ୟକାରୀ ସଭାପତି ଯୁଗଳ କିଶୋର ସିଂହ, ବିଜ. କୁମାର ସ୍ବାଇଁ
ଦେବଗଡ଼- ଉମାକାନ୍ତ ସାହୁ,
ଅନୁଗୋଳ- ବିପ୍ଳବ ଜେନା,କାର୍ଯ୍ୟକାରୀ ସଭାପତି ଅମ୍ବିକା ଭଟ୍ଟ, ସୁରେଶ ବେହେରା
ଢେଙ୍କାନାଳ- ସୁରେଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ସରୋଜ ପଟ୍ଟନାୟକ , ପ୍ରବଳ କାନ୍ତ ସାହୁ
ବଲାଙ୍ଗିର- ଦିଲ୍ଲୀପ ବେହେରା,ଡମ୍ବୁଧର ଛତ୍ର
ସୁବର୍ଣ୍ଣପୁର- ଶଙ୍କର ଦାସ, କାର୍ଯ୍ୟକାରୀ ସଭାପତି ,ସୁବ୍ରତ କୁମାର ସେଠୀ, ଟ୍ରିପାରାଣୀ ସେଠୀ
ମୟୂରଭଞ୍ଜ- ହେମନ୍ତ ଦାସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସାହୁ,ପୂଣ୍ଣଚନ୍ଦ୍ର ବିଶ୍ବାଳ, ଲକ୍ଷ୍ଣଣ ମାଝୀ,ଭୁବନ ସାହୁ
ସୁନ୍ଦରଗଡ଼-ବେଣୁମାଧବ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ଏକା,ଅଜୟ କୁମାର ବହିଦାର, ସୁନିତା ବିଶ୍ବାଳ
ରାଉରକେଲା- ରବି ରାୟ, କାର୍ଯ୍ୟକାରୀ ସଭାପତି ସବିର ହୁସେନ
ସମ୍ବଲପୁର- ଅଶ୍ବିନୀ ଗୁରୁ, କାର୍ଯ୍ୟକାରୀ ସଭାପତିଦେବେନ ପତି
କେନ୍ଦୁଝର- ମୋହନ ପରିଡା, କାର୍ଯ୍ୟକାରୀ ସଭାପତି ବିପ୍ଳବ କୁମାର ମିଶ୍ର,ନିହାର ର଼ଞ୍ଜନ ଜେନା, ରତିକାନ୍ତ ବରାଳ
ନୟାଗଡ଼- ରଞ୍ଜିତ ଦାସ, କାର୍ଯ୍ୟକାରୀ ସଭାପତି ହୁସେନ ଖାନ,ମନୋଜ କୁମାର ସାହୁ,କମଳ ଚରଣ ସାହୁ
ପୁରୀ- ସତ୍ୟବ୍ରତ ପାତ୍ର, କାର୍ଯ୍ୟକାରୀ ସଭାପତି ଅଜିତ ମଙ୍ଗରାଜ, ପୂଣ୍ଣଚନ୍ଦ୍ର ନାୟକ
ବାଲେଶ୍ବର- ଶରତ ରାଜ, କାର୍ଯ୍ୟକାରୀ ସଭାପତି ତପନ ଦାସ, ସଞ୍ଜିବ ଗିରୀ, ମାନସ ଦାସ ପଟ୍ଟନାୟକ
ଯାଜପୁର- ମନୋଜ ରାଉତ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ, ବଳଭଦ୍ର ଦାସ
ଭଦ୍ରକ- ଅଶୋକ ଦାସ, କାର୍ଯ୍ୟକାରୀ ସଭାପତି ନିଳକଣ୍ଠ ମହାନ୍ତି
କେନ୍ଦ୍ରାପଡ଼ା- ଚିନ୍ମୟ ବେହୁରା, କାର୍ଯ୍ୟକାରୀ ସଭାପତି ଆକବର ଅଲ୍ଲୀ, ପ୍ରଫୁଲ୍ଲ ଦାସ, ମାନସ ମଲ୍ଲକି
ଝାରସୁଗୁଡ଼ା- ଗିରିଶ ରଞ୍ଜନ ପଣ୍ଡା,
ଖୋର୍ଦ୍ଧା- ସୁରେଶ ରାଉତରାୟ, କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ମହାପାତ୍ର, ଯୋଗିନାଥ ବାହୁବଲେନ୍ଦ୍ର,ସ୍ବାଗତିକ ପଟ୍ଟନାୟକ
ଭୁବନେଶ୍ବର- ମାନସ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର
କଟକ ନଗର- ମହମ୍ମଦ ମୋକିମ୍
କଟକ- ଗୁରୁପଦ ନନ୍ଦ, କାର୍ଯ୍ୟକାରୀ ସଭାପତି, ବିଶ୍ବଜିତ ଦାସ,ପୁଷ୍ପା ସାମଲ
ମାଲକାନଗିରି- ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ଆଡଭୋକେଟ ରାମ ପଟ୍ଟନାୟକ
ନବରଙ୍ଗପୁର- ମନୋରଞ୍ଜନ ତ୍ରିପାଠୀ,
ରାୟଗଡ଼ା- ଦୁର୍ଗା ପ୍ରସାଦ ପଣ୍ଡା
କଳାହାଣ୍ଡି- ଭରତ ଭୂଷଣ ବେମାଲ, କାର୍ଯ୍ୟକାରୀ ସଭାପତି- ପର୍ଶୁରାମ ପାଢି
ନୂଆପଡ଼ା- ଘାସିରାମ ମାଝୀ
ଗଜପତି- ବିଭୂତି ପାତ୍ର, କାର୍ଯ୍ୟକାରୀ ସଭାପତି- ଜି ତିରୁପତି ରାଓ
କନ୍ଧମାଳ- ବରୁଣ ଭୋଇ, କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ଆଚାର୍ଯ୍ୟ,ଆଡଭୋକେଟ ସନ୍ତୋସ ପଟ୍ଟନାୟକ
ବୌଦ୍ଧ- ସୁଧୀର ମହାକୁଡ଼,
ଗଞ୍ଜାମ- ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି- ଆଡଭୋକେଟ ଦୀପକ ପଟ୍ଟନାୟକ, ପିତବାସ ପଣ୍ଡା, ସାକ ସୁଜିତ
ବ୍ରହ୍ଣପୁର ଟାଉନ- ପ୍ରମୋଦ ଜେନା
କୋରାପୁଟ- ମୀନାକ୍ଷୀ ବାହିନୀପତି, କାର୍ଯ୍ୟକାରୀ ସଭାପତି- ରୂପକ ଟ୍ରୁକ
ଜଗତସିଂହପୁର- ନଟବର ବାରିକ, କାର୍ଯ୍ୟକାରୀ ସଭାପତି- ଶ୍ରୀ ଚରଣ ରାଉତ, ଶିବ ପ୍ରସାଦ ଦାସ

ONA

Leave a Reply

Top