You are here
Home > ଅଧିକ ଖବର > ୪୨ ଡ଼ିଗ୍ରୀ ଟପିଲା ୬ଟି ସହର

୪୨ ଡ଼ିଗ୍ରୀ ଟପିଲା ୬ଟି ସହର

ଭୁବନେଶ୍ୱର: ରାଜ୍ୟରେ ପଚଣ୍ଡ ଖରା ସାଙ୍ଗକୁ ତାପମାତ୍ରା ବୃଦ୍ଧି ଘଟିଛି । ରୌଦ୍ରତାପରେ ଲୋକେ ଯନ୍ତ୍ରଣା ଅସହ୍ୟ ହୋଇପଡୁଛି । ତେବେ ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୨ ଡ଼ିଗ୍ରୀକୁ ବୃଦ୍ଧି ଘଟିଛି । ହୀରାକୁଦରେ ସର୍ବାଧିକ ୪୨.୭ ଡ଼ିଗ୍ରୀ ତାପମାତ୍ରା ରହିଥିବା ବେଳେ ଭବାନୀପାଟଣା, ତାଳଚେର, ସୋନପୁର, ଟିଟିଲାଗଡ଼ରେ ଆଜି ତାପମାତ୍ରା ବଢି ୪୨ ଡ଼ିଗ୍ରୀରେ ପହଞ୍ଚିଛି ।

ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ଘଟିଚାଲିଛି । ଅନେକ ସ୍ଥାନରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ଆଜି ଅନୁଭୁତ ହୋଇଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୩୮. ଡ଼ିଗ୍ରୀ ରହିଛି ।

ONA

Leave a Reply

Top