You are here
Home > Breaking News > ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍‌ସ (ଏମସ୍‌) ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ମାନେ ଏମସ୍‌ର ନିଜସ୍ୱ ୱେବ୍‌ସାଇଟ୍‌ରେ ନିଜର ରେଜଲ୍ଟ ଦେଖିପାରିବେ ବୋଲି ସୂଚନା ଦିଆଯାଇଛି । ଭୁବନେଶ୍ୱର ସମେତ ଦେଶରେ ଥିବା ସମସ୍ତ ଏମ୍‌ସ୍‌ କଲେଜ୍‌ରେ ନାମ ଲେଖାଇବା ପାଇଁ ଜୁଲାଇ ୩ରୁ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି ।

ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍‌ସ (ଏମସ୍‌) ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ମାନେ ଏମସ୍‌ର ନିଜସ୍ୱ ୱେବ୍‌ସାଇଟ୍‌ରେ ନିଜର ରେଜଲ୍ଟ ଦେଖିପାରିବେ ବୋଲି ସୂଚନା ଦିଆଯାଇଛି । ଭୁବନେଶ୍ୱର ସମେତ ଦେଶରେ ଥିବା ସମସ୍ତ ଏମ୍‌ସ୍‌ କଲେଜ୍‌ରେ ନାମ ଲେଖାଇବା ପାଇଁ ଜୁଲାଇ ୩ରୁ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି ।

ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍‌ସ (ଏମସ୍‌) ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ମାନେ ଏମସ୍‌ର ନିଜସ୍ୱ ୱେବ୍‌ସାଇଟ୍‌ରେ ନିଜର ରେଜଲ୍ଟ ଦେଖିପାରିବେ ବୋଲି ସୂଚନା ଦିଆଯାଇଛି ।

ଭୁବନେଶ୍ୱର ସମେତ ଦେଶରେ ଥିବା ସମସ୍ତ ଏମ୍‌ସ୍‌ କଲେଜ୍‌ରେ ନାମ ଲେଖାଇବା ପାଇଁ ଜୁଲାଇ ୩ରୁ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି ।

ONA

Leave a Reply

Top