You are here
Home > Breaking News > ୱେଟଲିଫ୍ଟର୍ ଭେଙ୍କଟ ରାହୁଲ ଭାରତକୁ ଦେଲେ ୪ର୍ଥ ସ୍ୱର୍ଣ୍ଣ

ୱେଟଲିଫ୍ଟର୍ ଭେଙ୍କଟ ରାହୁଲ ଭାରତକୁ ଦେଲେ ୪ର୍ଥ ସ୍ୱର୍ଣ୍ଣ

ଗୋଲଡ଼କୋଷ୍ଟ: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ହାସଲ କରିଛି ୪ର୍ଥ ସ୍ୱଣ୍ଣପଦକ । ପୁରୁଷ ୮୫ କେଜି ଭାରୋତ୍ତଳନ ବିଭାଗରେ ଭାରତ ପକ୍ଷରୁ ଭେଙ୍କଟ ରାହୁଲ ଏହି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି । ଫଳରେ ପୂର୍ବରୁ ଭାରତ ୩ଟି ସ୍ୱଣ୍ଣ ଗୋଟିଏ କରି ରୌପ୍ୟ ଏବଂ କାଂସ୍ୟ ପଦକ ପାଇଥିଲା । ଏବେ ଭାରତ ୬ଟି ପଦକ ହାସଲ କରି ମେଡ଼ାଲ ଟାଲିରେ ୫ମରେ ପହଞ୍ଚିଛି ।

ONA

Leave a Reply

Top