You are here
Home > ଲାଟେଷ୍ଟ > ୪୦୦ ମିଟର ହଡଲ୍ସ ଫାଇନାଲରେ ଜଉନା

୪୦୦ ମିଟର ହଡଲ୍ସ ଫାଇନାଲରେ ଜଉନା

ଭୁବନେଶ୍ୱର: ଏସୀୟ ଦୌଡକୁଦର ୪୦୦ ମିଟର ହଡଲ୍ସ ଫାଇନାଲରେ ଓଡ଼ିଆ ଧାବିକା ଜଉନା ମୁର୍ମୁ ପ୍ରବେଶ କରିଛନ୍ତି । ହିଟ୍ସରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ଖେଳିବାର ଯୋଗ୍ୟତା ହାତେଇଛନ୍ତି ଦୂତି । ଚାମ୍ପିଅନସିପର ଦ୍ୱିତୀୟ ଦିନ ୨ଜଣ ଓଡ଼ିଆ ଦୂତି ଚାନ୍ଦ ଓ ଅମୀୟ ମଲ୍ଲିକଙ୍କ ଉପରେ ସଭିଙ୍କ ନଜର ରହିଛି । ସେମିଫାଇନାଲ ମହିଳା ୧୦୦ ମିଟର ଦୌଡରେ ଦୂତି ଚାନ୍ଦ ସେମିଫାଇନାଲରେ ପହଞ୍ଚିଛନ୍ତି  । ସେହିଭଳି ଅମୀୟ ମଧ୍ୟ ୧୦୦ ମିଟର ପୁରୁଷ ଦୌଡର ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଗତକାଲି ପ୍ରଥମ ଦିନରେ ଦୁଇଟି  ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ସହ ଭାରତକୁ ୭ଟି ମେଡାଲ ମିଳିଥିଲା ।

ONA

Leave a Reply

Top